ଏଇ ଭାରତରେ

ଆସାମର ମାଜୁଲିରେ ରହନ୍ତି ମୋମି ପେଗୁ। ପାଣିରେ ବଢୁଥିତ୍ବା କ୍ଷତିକାରକ କଲିକତି ଦଳରୁ ସେ ଖତ ପ୍ରସ୍ତୁତ କରିବା ସହ ୩୨ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି। ତାଙ୍କ ଗାଁ ଓ ଆଖପାଖ ମହିଳାଙ୍କୁ ଏହି ଉପାୟ ସମ୍ପର୍କରେ ପ୍ରଶିକ୍ଷଣ ବି ଦେଉଛନ୍ତି। ମୋମି ସୋସିଆଲ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଜୈବିକ ତଥା ପାରମ୍ପରିକ କୃଷି ବିଶେଷଜ୍ଞ ସମୀର ବର୍ଦୋଲୋଇଙ୍କଠାରୁ ପ୍ରଶିକ୍ଷଣ ନେଇ ୨୦୦୯ରେ ଜୈବିକ କୃଷି ଓ ଖତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ୨୦୧୫ରେ ରିଗ୍‌ବୋ ଏନଜିଓ ଗଢିଥିଲେ। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କ ନାମାନୁସାରେ ସେ ଏହି ଏନ୍‌ଜିଓର ନାମକରଣ କରିଛନ୍ତି। ସେ ନିଜେ ଦଳରୁ ଖତ ପ୍ରସ୍ତୁତ କରି ଲୋକମାନଙ୍କୁ ଯୋଗାଇବା ସହ ସେମାନଙ୍କୁ ଜୈବିକ କୃଷି କରିବା ଲାଗି ପ୍ରୋତ୍ସାହିତ କରୁଛନ୍ତି। ପ୍ରଥମ ଦୁଇ ମାସରେ ଥରକରେ ଦଳରୁ ୧,୦୦୦ କେଜି ଖତ ପ୍ରସ୍ତୁତ କରି ମୋମି ଓ ତାଙ୍କ ଟିମ୍‌ ଏଥିତ୍ରୁ ୨.୨ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ତାହାକୁ ସେ ମହିଳାମାନଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେଇଥିତ୍ଲେ। ଏବେ ସେ ୬୦୦୦ କେଜି ଖତ ପ୍ରସ୍ତୁତ କରିବା ଲାଗି ସବୁ କାର୍ଯ୍ୟ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁତାର ମହତ୍ତ୍ୱ

ପ୍ରକାଶ ତ୍ରିପାଠୀ   ସାଧୁତା ଓ ସଚ୍ଚୋଟତା ବିନା କୌଣସି ମଣିଷ ଶ୍ରେଷ୍ଠ ହୋଇପାରିନାହାନ୍ତି। ଏହାର ଲକ୍ଷ ଲକ୍ଷ ଉଦାହରଣ ଆମ ସମ୍ମୁଖରେ ଅଛି। ବିଭିନ୍ନ...

ବ୍ୟକ୍ତି ସମ୍ମାନ ବନାମ ବାକ୍‌ ସ୍ବାଧୀନତା

ଯୁଧିଷ୍ଠିର ମହାରଣା ଅଦାଲତ ଓ ବିଚାରପତିଙ୍କ ବିରୋଧରେ ଦୁଇଟି ଟୁଇଟ୍‌ କରି ଏକ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ...

ମୁଁ , ମୋ ବିଶ୍ୱ ଓ ଜଣେ ଫଟୋଗ୍ରାଫର

ମନ-ମାନଚିତ୍ର/ ଡ. ନରହରି ବେହେରା ‘ମୁଁ’ ଜଣେ ବ୍ୟକ୍ତି ନୁହେଁ ବରଂ ସକଳ ବିଶ୍ୱକୁ ଅବଲୋକନ କରୁଥିବା ମୋ ପରି ଅନେକ ବ୍ୟକ୍ତିଙ୍କର ସମନ୍ବିତ ଏକ...

କେରଳ ରୋଲ ମଡେଲ

ଆକାର ପଟେଲ ଦେଶରେ ଲକ୍‌ଡାଉନ୍‌ ଲାଗୁକରି ୩୭,୦୦୦ ରୁ ୭୧,୦୦୦ କୋଭିଡଜନିତ ମୃତ୍ୟୁ ଟାଳି ଦେଇଛୁ ବୋଲି ସରକାର କହିଛନ୍ତି। ଯଦି ଦୁଇଟି ଲକ୍‌ଡାଉନ ଲାଗୁ...

ସ୍ଥାନାନ୍ତର: ଗାଁରୁ ସହର

ବିପିନ ବିହାରୀ ମିଶ୍ର ବୁଦ୍ଧିମତୀ ଅପେକ୍ଷା କରିଛି ଟ୍ରେନ୍‌କୁ ଏବଂ ତା’ ପରି ବହୁ ପୁରୁଷ ଓ ମହିଳା ବ୍ୟାଗ୍‌ରେ ଲୁଗାପଟା ଦିଖଣ୍ଡ ପକେଇ ନୁଖୁରାବାଳ...

ଦେଶ ନା ଅର୍ଣ୍ଣବ

ରିପବ୍ଲିକ୍‌ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି) ସ୍କାମ୍‌ର ତଦନ୍ତ ଚାଲିଥିବା ବେଳେ ମୁମ୍ବାଇ ପୋଲିସ ଏକ...

ପ୍ରକୃତିଦତ୍ତ ସମ୍ପଦର ବିକଳ୍ପ ନାହିଁ

ଡ. ହରିଶରଣ ମହାରାଜ ବୃକ୍ଷ ସମଗ୍ର ଜୀବଜଗତର ଉପକାର କରିଥାଏ। ”ପରୋପକାରାୟ ବହନ୍ତି ନଦ୍ୟଃ, ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ଦୁହ୍ୟନ୍ତି ଗାବୋ ପରୋପକାରାର୍ଥମିଦଂ ଶରୀରମ୍‌।...

ତାଙ୍କ ପ୍ରତିଶ୍ରୁତି, ଆମ ଅଧିକାର

ଘାସିରାମ ପଣ୍ଡା ଫଳାଫଳ ଘୋଷଣା ପରେ ପୁଣି ଥରେ ଲୋକେ ରାଜନୀତିର ଆଲୋଚନାକୁ ଫେରିଛନ୍ତି। ଜିତିବା ଓ ହାରିବାର କାରଣ ଖୋଜିଲା ବେଳେ କିଏ କ’ଣ...

Advertisement
Archives

Model This Week