ଏଇ ଭାରତରେ
ପିଆଜ ଦର ଏବେ ଆକାଶଛୁଆଁ। ବିଶ୍ୱରେ ଭାରତ ଦ୍ୱିତୀୟ ବୃହତ୍ତମ ପିଆଜ ଉପତ୍ାଦନକାରୀ ଦେଶ ହୋଇ ଏଭଳି ପରିସ୍ଥିତିର ସାମ୍ନା କରିବା ଅତ୍ୟନ୍ତ ଦୁଃଖଦାୟକ। ପ୍ରାକୃିତକ ବିପର୍ଯ୍ୟୟ ତଥା ଉନ୍ନତ ଭଣ୍ଡାରଣ ବ୍ୟବସ୍ଥା ନ ଥିବା ଯୋଗୁ ପିଆଜ ନଷ୍ଟ ହେଉଛି…
ମାଂସ ଉପରେ ଟିକସ ଲଗାଅ
ମାନେକା ଗାନ୍ଧୀ ଲୋକମାନଙ୍କୁ ଗରିବ ଓ ଅସୁସ୍ଥ କରିବା ପାଇଁ ସରକାର କାହିଁକି ଏଭଳି ନୀତିମାନ ପ୍ରସ୍ତୁତ କରନ୍ତି? ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ଏହି ନୀତିଗୁଡ଼ିକ ସବୁଠୁ ଖରାପ ପ୍ରଭାବ ପକାଏ। ଏହି କାରଣରୁ ବାସ୍ତବ ଅଥର୍ର୍ନୀତି ସମ୍ପର୍କରେ ଏହା…
ଅଧୁରା ସ୍ବପ୍ନ
ଦ୍ୱିତୀ ଚନ୍ଦ୍ର ସାହୁ ସ୍ବପ୍ନ କାଳେ କ୍ଷଣ ସ୍ଥାୟୀ ଠିକ୍ କଳାହାଣ୍ଡିଆ ମେଘ ପରି । ଆସିବ ରାଝିଯିବ । ନ ହେଲେ ପବନ ସହ ଆଉ କୁଆଡେ ଉଡିଯିବ। ବେଶି ସମୟ ରହିପାରେ ନାହିଁ ବୋଲି ଆମେ ଦେଖୁଥିବା ସ୍ବପ୍ନ…
ଅଭିଭାବକତ୍ୱରେ ଉତ୍ତରପିଢ଼ି
ଡ. ବାସନ୍ତୀ ମହାନ୍ତି ସାରା ଭାରତରେ ଧର୍ମ ସଂସ୍ଥାପନା କରି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦିନରାତି ଏକାକାର କରିଦେଇଥିବା ଶ୍ରୀକୃଷ୍ଣ ନିଜ ପରିବାରର ଯୁବପିଢ଼ିଙ୍କୁ ଆୟତ୍ତ କରିପାରି ନ ଥିଲେ। ସେମାନେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ମୁନି…
ଏଇ ଭାରତରେ
ସହରରେ ରହି ୬ ବର୍ଷ ହେବ ପାଣି ବାବଦରେ ଟଙ୍କାଟିଏ ଖର୍ଚ୍ଚ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରର ସମ୍ପଥ ଏସ୍.ଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ କରି…
ଏଇ ଭାରତରେ
କର୍ନାଟକର ଜଣେ ପୋଲିସ ଅଧିକାରୀ ଦୁଇ ଅନାଥ ଭଉଣୀଙ୍କ ଜୀବନ ଗଢିବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ଦୈନନ୍ଦିନର ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ଏକ କୋଠା ଘର ମଧ୍ୟ ନିର୍ମାଣ କରିଛନ୍ତି। ଅଭିଭାବକ ହୋଇ ସ୍କୁଲ୍ରେ ବଡ ଭଉଣୀର…
ଝିଅ ଜନମ ପର ଘରକୁ
ଡ. ଶ୍ରୀହରି ପଣ୍ଡା କୁହାଯାଏ ଭାଗ୍ୟବାନଙ୍କୁ କନ୍ୟା ମିଳିଥାଏ ା କାରଣ ଦୁନିଆରେ ଯେତେ ଦାନ ଅଛି ସବୁଠାରୁ ବଡ଼ ଦାନ କନ୍ୟାଦାନ ା କନ୍ୟା କେବଳ ବାପଘରକୁ ଆନନ୍ଦ ଦିଏନି ପରନ୍ତୁ ତା’ର ସେବାଯତ୍ନରେ ଶ୍ୱଶୁର ଘରକୁ ମଧ୍ୟ…
ହର୍ଡ ଇମୁନିଟି ନା ଗଣହତ୍ୟା
ସହଦେବ ସାହୁ ଯୁକ୍ତରାଷ୍ଟ୍ର ଆମେରିକାରେ ଅକ୍ଟୋବର ମାସ ଆରମ୍ଭରୁ ଦୈନିକ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,୨୩ ତାରିଖରେ ସର୍ବାଧିକ ୭୯,୦୦୦ ଲୋକ ଚିହ୍ନଟ ହୋଇଛନ୍ତି। ଏ ରେକର୍ଡ ଆଗରୁ ଜୁଲାଇ ୧୬ରେ ଚିହ୍ନଟ ସଂକ୍ରମିତ ସଂଖ୍ୟା ୩୦,୦୦୦ରୁ ଖୁବ୍…
ରାଜିନାମାର ଜୁଆ
ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍ରେ ଭାରତ ଓ ଆମେରିକା ମଧ୍ୟରେ ୨୭ ଅକ୍ଟୋବର ୨୦୨୦ରେ ବେସିକ୍ ଏକ୍ସଚେଞ୍ଜ ଆଣ୍ଡ୍ କୋଅପରେଶନ ଏଗ୍ରିମେଣ୍ଟ (ବିଇସିଏ) ସ୍ବାକ୍ଷର ହୋଇଛି। ଏହାଦ୍ୱାରା ପ୍ରତିରକ୍ଷା ସଂକ୍ରାନ୍ତ ଉଦ୍ଦେଶ୍ୟ ପୂରଣ ଲାଗି ଉପଗ୍ରହ ଚିତ୍ର, ମ୍ୟାପ୍, ନଟିକାଲ ଓ ଏରୋନଟିକାଲ୍…
ସହରୀ ବନ୍ୟା
ଡ. ଦେବାନନ୍ଦ ବେଉରା ସହରରେ ବନ୍ୟା ସୃଷ୍ଟି ଏକ ନିୟମିତ ପ୍ରକ୍ରିୟାରେ ପରିଣତ ହୋଇଗଲାଣି। ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରାୟତଃ ଊଣା ଅଧିକେ, ଛୋଟ ବଡ ଅନେକ ସହର ବୃଷ୍ଟିଜନିତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ବେଶ୍ କିଛିବର୍ଷ…
ଭାରତରେ ବ୍ରେନ୍ ଡ୍ରେନ୍
ଡ. ନରେନ୍ଦ୍ର ସେଠୀ ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ବୃହତ୍ତମ ଶିକ୍ଷା ପ୍ରଣାଳୀ ଥିବା ଭାରତରେ ୨.୫୯ କୋଟି ଛାତ୍ରୀଛାତ୍ର ପ୍ରାୟ ୪୫ ହଜାରରୁ ଅଧିକ ଡିଗ୍ରୀ ଓ ଡିପ୍ଲୋମା ସଂସ୍ଥାନରେ ପଢ଼ନ୍ତି। କିନ୍ତୁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ…
ଆବେଗର ଆଲୋକବର୍ତ୍ତିକା
ସଞ୍ଜ ନଇଁ ଆସିବା ପରେ ଜଙ୍ଗଲ ଓ ପାହାଡ଼ ଦେଇ ଗତି କରିବା ବେଳେ ଥାଏ ଅନେକ ଭୟ। କିନ୍ତୁ ଯେଉଁମାନେ ଦୁଃସାହସିକ ଯାତ୍ରା କରିଥାଆନ୍ତି, ସେମାନଙ୍କୁ ପ୍ରକୃତି ନୂଆ କିଛି ଉପହାର ଦେବାକୁ ଚାହେଁ। ସେହି ଉପହାର ଗ୍ରହଣ କରିବାର…
Archives


