ମାତୃଭାଷାରେ ଶିକ୍ଷାଦାନ
ଡ. ମନୋରଞ୍ଜନ ପ୍ରଧାନ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ମତରେ, ମାତୃଭାଷା ଶିଶୁ ପାଇଁ ମାତୃ କ୍ଷୀର ସଦୃଶ। ଅର୍ଥାତ୍ ମାଆ କ୍ଷୀର ଯେପରି ଶିଶୁର ଶରୀରକୁ ବଳିଷ୍ଠ ଓ ମାନସିକ ସାମର୍ଥ୍ୟକୁ ଉତ୍କୃଷ୍ଟ କରିଥାଏ, ସେହିପରି ମାତୃଭାଷା ଶିଶୁର ଚିନ୍ତା,…
ଟିକା ଦୌଡ଼
କରୋନା ଭୂତାଣୁ କବଳରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ମାନବଜାତି ଉତ୍ସୁକତାର ସହ ଚାହିଁବସିଛି। ସାରା ବିଶ୍ୱରେ ଏହି ରୋଗରେ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଓ ୬୦ ଲକ୍ଷରୁ ବେଶି ଆକ୍ରାନ୍ତ ହୋଇଛନ୍ତି। କରୋନା ପଞ୍ଝାରୁ ମୁକ୍ତି ପାଇବା…
ଆଣ୍ଟିଅକ୍ସିଡାଣ୍ଟର ଭୂମିକା
ମାନେକା ଗାନ୍ଧୀ ଅକ୍ସିଡେଶନ (ଜାରଣ) ଏକ ରାସାୟନିକ କ୍ରିୟା। କୌଣସି ଏକ ପଦାର୍ଥ ଅକ୍ସିଜେନ ବା ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଏହା ସଂଗଠିତ ହୋଇଥାଏ। ଯଥା-ଆପଲ ଓ କଦଳୀ ଆଦି ଫଳର ଚୋପା ଛଡାଇ ତାହାକୁ ଖୋଲା ରଖିଦେଲେ ସେଗୁଡ଼ିକ ଧୂସର…
ଭେଜାଲ ଔଷଧ ସମସ୍ୟା
ଦିଲ୍ଲୀପ କୁମାର ମହାରଣା ପୃଥିବୀରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ୧୦ଟି ଔଷଧ ମଧ୍ୟରୁ ଗୋଟିଏ ଭେଜାଲ ଓ ନିକୃଷ୍ଟମାନର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ୁଛି ସେସବୁ…
ଭାରତୀୟ ସମ୍ବିଧାନ ଓ ରାଷ୍ଟ୍ରୀୟ ଏକତା
ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ରତ ଏକ ପୁରାତନ ସଭ୍ୟତା, କିନ୍ତୁ ଗୋଟିଏ ନୂତନ ଦେଶ। ସମଗ୍ର ବିଶ୍ୱରେ ଏହା ସର୍ବବୃହତ୍ ଗଣତନ୍ତ୍ର। ଜନସଂଖ୍ୟା ଦୃଷ୍ଟିରୁ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ। ପୌରାଣିକ ଯୁଗରୁ ଭାରତ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି…
ଏଇ ଭାରତରେ
ଯେଉଁ ବୟସରେ ଖେଳି ବୁଲିବା କଥା ସେହି ସମୟରେ ପରିବେଶ ଚିନ୍ତା କରୁଛନ୍ତି ତାମିଲନାଡୁର ପ୍ରସିଦ୍ଧି ସିଂ। ତାଙ୍କ ବୟସ ଏବେ ୭। ଏଇ କୁନି ପରିବେଶବିତ୍ ଆଗାମୀ ଦୁଇ ବର୍ଷ ମଧ୍ୟରେ ୧ ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି।…
ଏଇ ଭାରତରେ
ଆନ୍ଧ୍ରପ୍ରଦେଶର କାକିନାଡ଼ା ସହରରେ ବର୍ଜ୍ୟ ସମସ୍ୟା ସମାଧାନ ଲାଗି ସେଠାକାର କମିଶନର ସ୍ବପ୍ନିଳ ପୁଣ୍ଡକର ଅଭିନବ ଉପାୟ ଆପଣାଇଛନ୍ତି। ଯେଉଁମାନେ ମ୍ୟୁନିସିପାଲିଟିର ନିର୍ଦ୍ଧାରିତ ସ୍ଥାନରେ ଅଳିଆ ନ ପକାଇ ରାସ୍ତାରେ ପକାଉଛନ୍ତି ସେମାନଙ୍କୁ କମିଶନର ଓ ତାଙ୍କ ଟିମ୍ ଠାବକରି ସେହି…
ଗଣତନ୍ତ୍ରର ରକ୍ଷାକବଚ
ରବିନାରାୟଣ ସାମଲ ଗଣତନ୍ତ୍ରର ଚାରିଟି ସ୍ତମ୍ଭ ନ୍ୟାୟପାଳିକା, କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଓ ଗଣମାଧ୍ୟମ ଯେତେବେଳେ ଅଳ୍ପ ବହୁତେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ଘଟେ। ରାଷ୍ଟ୍ର ଅରାଜକତା ଆଡ଼କୁ ଗତି କରେ। ବ୍ୟକ୍ତିର ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ…
ସତ୍ୟ ଓ ଜୀବନରେ ତା’ର ପ୍ରୟୋଗ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ‘ସତ୍ୟମେବ ଜୟତେ’ ଓ ‘ସତ୍ୟଂବଦ’ ହେଉଛି ଉପନିଷଦର ବାଣୀ। ମନୁ ସଂହିତାରେ ସତ୍ୟ କଥନକୁ ଧର୍ମାଚରଣର ଲକ୍ଷଣ ଭାବରେ ଗ୍ରହଣ କରାଯାଇଛି। ମନୁ ପରାମର୍ଶ ଦେଇଛନ୍ତି, ‘ସତ୍ୟଂ ବ୍ରୂୟାତ୍ ପ୍ରିୟଂ ବ୍ରୂୟାତ ନ ବୂୟାତ ସତ୍ୟମପ୍ରିୟମ୍/…
ଗୋଟିଏ ପିଲା ପାଇଁ
ବିରୋଧୀ ଦଳଙ୍କ କହିବା ଅନୁଯାୟୀ ଓଡ଼ିଶାରେ ୧୪,୫୦୦ ସ୍କୁଲ (ସରକାରୀ ତଥ୍ୟ କହୁଛି ୭,୭୭୨) ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ବିରୋଧୀ ୩ ଦିନ ଧରି ଶାସକ ଦଳକୁ ଟାର୍ଗେଟ୍…
ଏଇ ଭାରତରେ
କୋଭିଡ୍-୧୯ ମହାମାରୀ ଯୋଗୁ ଚଳିତବର୍ଷ ଦୀପାବଳି ଧୁମ୍ଧାମରେ ପାଳନ କରାଯାଇ ନ ଥିଲେ ବି ଦେଶର କେତେକ ଅଞ୍ଚଳରେ କିଛି ଘଣ୍ଟା ପାଇଁ ପାଳନ କରାଯାଇଥିଲା। ଏହାକୁ ଆମେ ଆଧ୍ୟାମତ୍ିକ ଦୃଷ୍ଟିକୋଣରୁ ଦେଖୁଥିବାବେଳେ ଚେନ୍ନାଇର ହାଫିଜ ଖାଁ ପରିବେଶକୁ ବାଣ ବର୍ଜ୍ୟମୁକ୍ତ…
ଫଳପ୍ରଦ କରୋନା ଟିକା ଓ ଷ୍ଟେରଏଡ୍
ଡା. ଉମେଶ ଚନ୍ଦ୍ର ପାତ୍ର କରୋନା ଭୂତାଣୁକୁ ମୁଖ୍ୟତଃ ଦୁଇ ବର୍ଗରେ ବିଭକ୍ତ କରାଯାଇଛି। ଆଲ୍ଫା ଓ ବିଟା କରୋନା। କୋଭିଡ୍ ଏକପ୍ରକାର ବିଟା କରୋନା ଭୂତାଣୁ । ଅତୀତରେ କରୋନା ଭୂତାଣୁ ଦ୍ୱାରା ୨୦୦୩ ଓ ୨୦୧୨-୧୩ରେ ମଧ୍ୟଏସିଆ, ଆଖପାଖ…
Archives


