ସମ୍ପାଦକୀୟ

ଏଇ ଭାରତରେ

ରାଜସ୍ଥାନର ମରୁଅଞ୍ଚଳରେ ଡାଳିମ୍ବ ଚାଷ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ରଘୁବୀର ସିଂ ରାଥୋଡଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ମହାରାଷ୍ଟ୍ରରୁ ଚାରା ଆଣି ଲଗାଇଛନ୍ତି ୨୦୨୦ ମାର୍ଚ୍ଚରେ ପ୍ରଥମ ଉପତ୍ାଦନ କରିଛନ୍ତି। ରାଜସ୍ଥାନର…

ଏଇ ଭାରତରେ

ସବୁ କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ନିର୍ଭର ନ କରି ନିଜସ୍ବ ଉଦ୍ୟମରେ ତାହାକୁ ଏକ ନୂତନ ରୂପ ଦେଇଛନ୍ତି ସିଭିଲ୍‌ ସର୍ଭିସ୍‌ ଅଧିକାରୀମାନେ। ଅରୁଣାଚଳପ୍ରଦେଶର ଏହି ଅଧିକାରୀମାନେ ‘ପ୍ରୋଜେକ୍ଟ ୩୭’ ମାଧ୍ୟମରେ ଜରାଜୀର୍ଣ୍ଣ ସ୍କୁଲ, ଲାଇବ୍ରେରି, ରାସ୍ତା ଓ ସାଇନ୍‌ପୋଷ୍ଟଗୁଡ଼ିକୁ…

ବିକାଶର ଅନ୍ୟ ନାମ ପିପିପି

ଡ.ଅରୁନ୍ଧତୀ ଦେବୀ   ଭାରତରେ ଅର୍ଥନୈତିକ ସଂସ୍କାର କହିଲେ ସମ୍ଭବତଃ ସରକାରୀ ବିଭାଗ ଓ ବେସରକାରୀ ସଂସ୍ଥା ସହଯୋଗରେ ସାମାଜିକ ବିକାଶ ଓ ଲୋକମାନଙ୍କୁ ସେବା ପ୍ରଦାନକୁ ବୁଝାଏ। ସାଧାରଣ ଜନତାଙ୍କୁ ଯେଉଁ ସେବା ସରକାରୀ କର୍ମଚାରୀମାନେ ପ୍ରଦାନ କରିବା କଥା,…

କରୋନା ପରବର୍ତ୍ତୀ ବିଶ୍ୱ ଅର୍ଥନୀତିର ସ୍ବରୂପ

ଡ. ଚିତ୍ତରଞ୍ଜନ ମିଶ୍ର   କୋଭିଡ୍‌-୧୯ ବୈଶ୍ୱିକ ମହାମାରୀକୁ ନେଇ ଯେତେବେଳେ ସମଗ୍ର ବିଶ୍ୱ ଅତ୍ୟନ୍ତ ଭୀତତ୍ରସ୍ତ ହୋଇଉଠିଛି ସେତେବେଳେ ଆଲୋଚନା ଓ ପ୍ରତିଆଲୋଚନା ମୁଣ୍ଡ ଟେକିଉଠୁଛି ଯେ, ଆଗାମୀ ଦିନରେ କେଉଁ ଦେଶର ଅର୍ଥନୀତି ସୁଦୃଢ଼ ହେବ ଏବଂ କେଉଁ…

ପ୍ରାସଙ୍ଗିକତା ହ୍ରାସ

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୩ ନଭେମ୍ବରରେ ଅନୁଷ୍ଠିତ ହୋଇଛି। ଏଥିସହିତ ମଧ୍ୟପ୍ରଦେଶର ୨୮, ଓଡ଼ିଶାର ୨ଟି ସହ ୧୦ ରାଜ୍ୟର ୫୪ ବିଧାନସଭା ଆସନର ଉପନିର୍ବାଚନ ଲାଗି ମତଦାନ ହୋଇଯାଇଛି। କୋଭିଡ୍‌-୧୯ ନିୟମ ପାଳନ କରି…

ଏଇ ଭାରତରେ

୧୦୫ ବର୍ଷ ବୟସରେ ଜଣେ ମହିଳା ଚାଷ କରିବା କଥା କେବେ ଚିନ୍ତା କରିପାରୁଛନ୍ତି। ହେଲେ ଏହା ସମ୍ଭବ ହୋଇଛି ପାପ୍ପାମଲ୍‌ଙ୍କ ଦ୍ୱାରା। ତାମିଲନାଡୁର ଏହି ମହିଳା ଜଣକ ୧୯୧୪ରେ ଦେଭାଲପୁରମ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ମାତାପିତାଙ୍କୁ ହରାଇବା ପରେ କୋଏମ୍ବାଟୁର…

ଅସତ୍ୟରେ ସୁଖ

କୋଭିଡ୍‌-୧୯ ଯୋଗୁ ବିଶ୍ୱ ଅର୍ଥନୀତି ତଳିତଳାନ୍ତ ହୋଇଯାଇଛି। କିନ୍ତୁ ଭାରତ ବାହୁସ୍ଫୋଟ ମାରୁଛି ଯେ, ଏଥିରେ ସୁଧାର ଆସିବା ଦେଖାଦେଲାଣି। କରୋନା ମୁକାବିଲା ସକାଶେ କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳୁଥିବା ନେଇ ଅର୍ଥ…

କମ୍ପ୍ୟୁଟର ସାକ୍ଷରତା ଓ ଶିକ୍ଷଣ ପ୍ରକ୍ରିୟା

ସଂଯୁକ୍ତା ମହାପାତ୍ର ଆମେ ସମସ୍ତେ ଜାଣନ୍ତି ଏବେ ବିଜ୍ଞାନଯୁଗର ନାମ କମ୍ପୁଟର ଯୁଗ ହୋଇସାରିଛି। ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଆମେ କମ୍ପୁଟର ଉପରେ ନିର୍ଭରଶୀଳ। ସାମାଜିକ, ଅର୍ଥନୈତିକ ଜୀବନକୁ ଏକ ଡିଜିଟାଲ ଅଂଶ ଦଳ କ୍ରମେ…

ନୋବେଲ ଶାନ୍ତି ପୁରସ୍କାର, କ୍ଷୁଧା ଓ ଭାରତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ଏଭଳି ଏକ ସଂସ୍ଥାକୁ ଦିଆଗଲା, ଯାହାର ଶାନ୍ତି ସହିତ କୌଣସି ସମ୍ପର୍କ ନାହିଁ। ମିଳିତ ଜାତିିସଂଘ ଅଧୀନସ୍ଥ ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)ର ବିଶ୍ୱ ଖାଦ୍ୟ…

ମାକ୍‌ରଁଙ୍କୁ ସମର୍ଥନ

ଫ୍ରାନ୍ସର ନିସ୍‌ରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡକାଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଅନେକ ଆହତ ହୋଇଥିଲେ। ଏହାର ଦୁଇ ସପ୍ତାହ ପୂର୍ବରୁ ପ୍ୟାରିସ୍‌ ସହରତଳି ଅଞ୍ଚଳରେ ଜଣେ ଶିକ୍ଷକ…

ବିଶ୍ୱସନୀୟତାର ଅଭାବ କୃଷି ସଂସ୍କାରକୁ କଣ୍ଟା

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଛି। ନୂତନ ଆଇନଗୁଡିକ ପ୍ରଚଳିତ କୃଷି ବିପଣନ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବ ବୋଲି ଦାବି କରାଯାଉଛି। ସାମଗ୍ରିକ…

ମୁଁ ପିଆଜ କହୁଛି

ଡ. କୁଳାଙ୍ଗାର ମୁଁ ପିଆଜ! ମୋତେ ଆପଣ ତ ଚିହ୍ନିଥିବେ!! କିନ୍ତୁ ଆପଣ ଏ କଥା ଜାଣି ନ ଥିବେ କି ମୁଁ ହେଉଛି ବିକାଶର ଭାଇ!!! କ’ଣ କହିଲେ, କୋଉ ବିକାଶ? ସେଇ ବିକାଶ ଯାହାକୁ ଆପଣ ଜମାରୁ ଦେଖିପାରନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri