ସମ୍ପାଦକୀୟ

ଜିତେଇଦେଲେ ଚନ୍ଦ୍ର ବୁଲେଇନେବି

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ତାମିଲନାଡ଼ୁର ଦକ୍ଷିଣ-ମଦୁରାଇ ନିର୍ବାଚନମଣ୍ଡଳୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଜିତିଲେ ଭୋଟରଙ୍କୁ ମାଗଣାରେ ଚନ୍ଦ୍ର ବୁଲାଇ ନେବାର ପ୍ରତିଶ୍ରୁତି ଦେଇଛନ୍ତି। ଘର ପିଛା ଗୋଟିଏ ମିନି ହେଲିକପ୍ଟର, ବାର୍ଷିକ ୧ କୋଟି ଟଙ୍କାର ଜମା, ବିବାହ…

ମୃତ୍ୟୁ ପାଇଁ ଅଧିତ୍କାର

ପିଟର ସିଙ୍ଗର ମୃତ୍ୟୁ ପାଇଁ ସହାୟତାର ଅଧିକାର ଲଗାତର ମଜଭୁତ ହେବାରେ ଲାଗିଛି। ସ୍ପେନ ପାର୍ଲାମେଣ୍ଟ ଏକ ଆଇନ ପାସ୍‌ କରିଛି, ଯାହା ଜୁନ୍‌ରେ କାର୍ଯ୍ୟକାରୀ ହେବ ବୋଲି ଅନୁମାନ କରାଯାଉଛି। ମାରାମତ୍କ ତଥା ଅସାଧ୍ୟ ରୋଗରେ ପଡ଼ି ଅସହ୍ୟ ଯନ୍ତ୍ରଣା…

ଅମୂଲ୍ୟ ପଞ୍ଚଭୂତ

ଅଲେଖ ଚନ୍ଦ୍ର ମିଶ୍ର ନିକଟ ଅତୀତରେ ଖବରକାଗଜରେ ପ୍ରକାଶ ପାଇଥିଲା ଏକ କ୍ଷୁଦ୍ର ଅଥଚ ଗୁରୁତ୍ୱପୂର୍ଣ୍ଣ ଖବର। ଦିଲ୍ଲୀରେ ବିଶୁଦ୍ଧ ବାୟୁ ପ୍ୟାକେଟ ଭିତରେ ସଂଗୃହୀତ ହୋଇ ୫୦୦ ଗ୍ରାମ୍‌ ପ୍ୟାକେଟ୍‌କୁ ୫୫୦୦ ଟଙ୍କାରେ ବିକ୍ରି କରାଯାଉଛି। କଥାଟା ସତ। କାରଣ…

ପ୍ରାଣୀ କଲ୍ୟାଣ ପାଠ୍ୟକ୍ରମ

ମାନେକା ଗାନ୍ଧୀ ପାଞ୍ଚବର୍ଷ ପୂର୍ବେ ଲ’କଲେଜରେ ଆନିମଲ ଓ୍ବେଲ୍‌ଫେୟାର ବା ପ୍ରାଣୀ କଲ୍ୟାଣକୁ ଏକ ବିଷୟ ଭାବେ ଆରମ୍ଭ କରିବା ପାଇଁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ମୁଖ୍ୟଙ୍କୁ ଅନୁରୋଧ କରିଥିଲି। ସେ ଏହା ତତ୍‌କ୍ଷଣାତ କରିଥିଲେ। ସେ ଆଇନଜୀବୀମାନଙ୍କୁ ଏକ…

ମହାଭାରତ-ଚମ୍ପାରଣ-ନୂଆଦିଲ୍ଲୀ ସୀମା

ତୁଷାରକାନ୍ତ ଖ୍ରୀଷ୍ଟପୂର୍ବ ୩୦୬୭ ନଭେମ୍ବର ବାଇଶ ତାରିଖରେ ଧର୍ମସ୍ଥଳ ବୋଲି ବିଦିତ କୁରୁକ୍ଷେତ୍ରରେ ପାଣ୍ଡବ ଓ କୌରବ ପକ୍ଷ ‘ସାତଟି ପଡ଼ା ବନାମ ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ’ ଜିଦିରେ ଯୁଦ୍ଧ ଆରମ୍ଭ କରିଥିଲେ। ଅବଶ୍ୟ, କେହି କେହି…

ଦିନରେ ଧୂଆଁ, ରାତିରେ ନିଆଁ

ଘାସିରାମ ପଣ୍ଡା ଖରା ବଢ଼ିବା ସହିତ ଜଙ୍ଗଲରେ ନିଆଁ ବି ବଢ଼ିପାରେ। ବୈଷୟିକ ଜ୍ଞାନକୌଶଳ ସହାୟତାରେ ବିଭାଗ ପାଖକୁ ପ୍ରତିଦିନ ଜଙ୍ଗଲ ନିଆଁର ସ୍ଥିତି ପହଞ୍ଚତ୍ୟାଉଛି। ତେଣୁ ଆଉ ଚିନ୍ତା ନାହିଁ। ସୂଚନା ଆଧାରରେ ବିଭାଗ ନିଆଁକୁ ଆୟତ୍ତ କରିବାର ପ୍ରୟାସ…

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଅନେକଙ୍କ ଜୀବିକା ଛଡ଼ାଇ ନେଇଥିବାବେଳେ ନୀତିନ ଭରଦ୍ୱାଜଙ୍କୁ ନୂତନ କାର୍ଯ୍ୟ କରିବାକୁ ବାଟ ଦେଖାଇଛି । ଚମ୍ପାରନ ଜିଲାର ମୁରେରା ଗାଁର ବାସିନ୍ଦା ନୀତିନଙ୍କ ବୟସ ୨୮। ସେ ଦିଲ୍ଲୀରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କମ୍ପ୍ୟୁଟର ପ୍ରଫେଶନାଲ ଭାବେ…

ଏଇ ଭାରତରେ

ସାରା ଦେଶରେ ଶୀତଳଭଣ୍ଡାର ଅଭାବ ଯୋଗୁ କୃଷି ଉତ୍ପାଦ ଅଳ୍ପଦିନରେ ନଷ୍ଟ ହୋଇଯାଉଛି। ଏହାଦ୍ୱାରା ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏଣୁ ଏଭଳି ସମସ୍ୟା ଦୂର କରିବା ଲାଗି ଆଗେଇ ଆସିଛନ୍ତି ଦିଲ୍ଲୀସ୍ଥିତ ଇଣ୍ଡିଆନ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ…

ଦି ସାଇଲେଣ୍ଟ ଟ୍ରେନ୍‌

ଶୁଭନାରାୟଣ ଶତପଥୀ   ଟ୍ରେନକୁ ନେଇ ଅନେକ ପ୍ରବନ୍ଧ, କାହାଣୀ ରଚନା କରାଯାଇଛି। ସିିନେମା ତିଆରି ହୋଇଛି। ନାଁ ରଖାଯାଇଛି ବର୍ନିଂ ଟ୍ରେନ, ଦି ଘୋଷ୍ଟ ଟ୍ରେନ, ଚେନ୍ନାଇ ଏକ୍ସପ୍ରେସ ଇତ୍ୟାଦି। କେଉଁଠି ଏହା କାଳ୍ପନିକ ତ କେଉଁଠି କିଛି ସତ୍ୟତା…

ସଇତାନର ଶାନ୍ତିପାଠ

ଉପେନ୍ଦ୍ର ବିଶ୍ୱାଳ   ‘ଘୁଷୁରି ମୁହଁରେ ପାଚିଲା କଦଳୀ’ ପରି ଶାନ୍ତି ଯାହା ପାଇଁ ବିଷ ସଦୃଶ, ସେପରି ସଇତାନ ମୁହଁରେ ଆଜି ଶାନ୍ତିପାଠ। ଅବିଶ୍ୱସନୀୟ ହେଲେ ବି ନିରାଟ ସତ। ଆମେ କହୁଛୁ ଏଠି ଆତଙ୍କବାଦୀଙ୍କ ଆଖଡ଼ାଶାଳ, ଆତଙ୍କବାଦୀ ଉତ୍ପାଦନକାରୀ…

ଆପେ ବଞ୍ଚିଲେ

କରୋନାର ଦ୍ୱିତୀୟ ଲହର ମନେ ପକାଉଛି ପୂର୍ବଦିନଗୁଡ଼ିକର କରୁଣ ଚିତ୍ର। ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟରେ ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅନ୍ୟ ରାଜ୍ୟକୁ ବ୍ୟାପିବା ଯୋଗୁ ଆଉ ଏକ ଲକ୍‌ଡାଉନ ଭୟ…

ପରମବୀରଙ୍କ ଦିଗ

ଶାସକ ଦଳ ନେତା ଓ ପୋଲିସ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ଥାଏ। ଦେଖାଯାଏ ସରକାର ବଦଳିଲେ ଗାଦିନସୀନ ଦଳକୁ ପୂର୍ବରୁ ଯେଉଁ ପୋଲିସ ଅଧିକାରୀ ବା କର୍ମଚାରୀ ସହଯୋଗ କରିଥାଆନ୍ତି ସେମାନଙ୍କୁ ଲୋଭନୀୟ ପଦବୀ ଦିଆଯାଇଥାଏ। ପୋଲିସ ଯେହେତୁ ଗୃହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri