ସମ୍ପାଦକୀୟ

ସାମାଜିକ ଅପରାଧର କାରଣ ଓ ନିରାକରଣ

ଡ. ଶରତ ଚନ୍ଦ୍ର ରଥ ପ୍ରକୃତିର ଚାରୁ ଚିତ୍ରଶାଳା ଏ ପୃଥିବୀ। ସମୁଦ୍ରର ନୀଳତରଙ୍ଗ, ନଦୀର ଧାର, ଝରଣାର କୁଳୁକୁଳୁ ଗାନ, କୋଇଲିର କୁହୁକୁହୁ ତାନ, ବାରୁଣୀ କିରଣର ଲାଲିମା, ସଜ ସକାଳର ଧୀର ପବନରେ ଝୁଲାଝୁଲା ଅରୁଣିମା, ଦିଗନ୍ତ ବିସ୍ତାରୀ…

ମୁଇ ପାଠ ପଢ଼ିବି

ଦ୍ୱିତୀ ଚନ୍ଦ୍ର ସାହୁ ନିକଟରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କୁ ମଧ୍ୟାହ୍ନଭୋଜନ ଚାଉଳ, ରୋଷେଇ ବାବଦକୁ ଖର୍ଚ୍ଚ ଏବଂ ପୋଷାକ ବଣ୍ଟନ କରାଗଲା। ସବୁ ବିଦ୍ୟାଳୟର ଶିକ୍ଷକ ନିଜ ନିଜ ବିଦ୍ୟାଳୟରେ ବଣ୍ଟନ ଉତ୍ସବ ପାଳନ କଲେ। ଏଇକ୍ରମରେ ସହରଠାରୁ ଏକ…

ଏଇ ଭାରତରେ

ନୂଆ ତଥା ଆଧୁନିକ ପଦ୍ଧତିରେ ଆମ୍ବ ଚାଷ କରି ୧ ଏକରରୁ ୬ ଲକ୍ଷ ଟଙ୍କା ରୋଜଗାର କରିବା ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। କେବଳ ଏତିକି ନୁହେଁ, ପର୍ଯ୍ୟାପ୍ତ ଲାଭ ପାଇବା ସହ ଅନ୍ୟ ଚାଷୀମାନଙ୍କୁ ଆମ୍ବ ଚାଷ…

ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ

ଆକାର ପଟେଲ ‘ଲୋକମାନଙ୍କର ଧର୍ମ ଚୟନ କରିବା ପାଇଁ ସ୍ବାଧୀନତା ରହିଛି : ସୁପ୍ରିମକୋର୍ଟ’- ଗତକାଲି ପ୍ରକାଶିତ ଏହି ଶୀର୍ଷକ ଖବରଟି ଏକ ଜନସ୍ବାର୍ଥ ମାମଲା ବା ପିଆଇଏଲ୍‌ ସମ୍ପର୍କରେ ଥିଲା। ଭାରତୀୟମାନେ ଯେଉଁ ଧର୍ମରେ ଜନ୍ମ ନେଇଛନ୍ତି ତାହା ପରିବର୍ତ୍ତନ…

କୋସୋଭ ରାଷ୍ଟ୍ରନାୟିକା

କୋସୋଭ ଦକ୍ଷିଣପୂର୍ବ ୟୁରୋପର ଏକ ରାଷ୍ଟ୍ର। ସର୍ବିଆ ସହ ଲାଗି ରହିଥିବା ସୀମା ବିବାଦ ଦୂର ହୋଇପାରି ନାହିଁ । ୧୭ ଫେବୃୟାରୀ ୨୦୦୮ରେ ଏହା ସର୍ବିଆଠାରୁ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ଘୋଷିତ ହୋଇଥିଲା। ଜାତିସଂଘରେ ଏହା ୯୮ତମ ଦେଶ…

ଏଫ୍‌ସିଆଇ ନାଁରେ ଖାଦ୍ୟ ସୁରକ୍ଷା ଉପରେ ଆକ୍ରମଣ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଏପ୍ରିଲ ପାଞ୍ଚ ତାରିଖରେ ଚାଷୀମାନେ ଦେଶବ୍ୟାପୀ ‘ଏଫ୍‌ସିଆଇ ବଞ୍ଚାଓ ଦିବସ’ ପାଳନ କରିଛନ୍ତି। ଚାଷୀ ସଙ୍ଗଠନଙ୍କ ସର୍ବଭାରତୀୟ ମଞ୍ଚ, ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ର ଡାକରାରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଖାଦ୍ୟ ନିଗମର କାର୍ଯ୍ୟାଳୟ ଓ…

ଏଇ ଭାରତରେ

କରୋନା ମହାମାରୀରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ପୁଣି ନିଯୁୁକ୍ତି ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି ବିହାରର ପଶ୍ଚିମ ଚମ୍ପାରଣ ଜିଲା ମାଜିଷ୍ଟ୍ରେଟ କୁନ୍ଦନ କୁମାର। ଚନପତିଆ…

ଆଜିର ହୋମିଓପ୍ୟାଥି ଚିକିତ୍ସା

ଡା. ରାଜେନ୍ଦ୍ର କୁମାର ଦାଶ ହୋମିଓପ୍ୟାଥି ଚିକିତ୍ସାର ସୃଷ୍ଟି ହୁଏ ୧୭୯୬ ମସିହାରେ ଡା. ସାମୁଏଲ୍‌ ହାନିମାନଙ୍କ ଦ୍ୱାରା। ଆଜି ହୋମିଓପ୍ୟାଥିର ଜନକ ମହାମତ୍ା ହାନିମାନଙ୍କ ୨୬୭ତମ ଜୟନ୍ତୀ। ଏହାକୁ ହୋମିଓପ୍ୟାଥି ଦିବସ ରୂପେ ପାଳନ କରାଯାଉଛି। ୧୭୫୫ ଏପ୍ରିଲ୍‌ ୧୦ରେ…

ଚାଷର ଫାଶ

ବିମଳ ପାଣ୍ଡିଆ ଶନିବାର ସକାଳେ ସମ୍ବଲପୁର ସହରର ଗୋଲବଜ଼ାରରେ ବଢ଼ିଆ ଟମାଟୋକୁ କିଲୋ ଦଶ ଟଙ୍କାରେ ପାଇ ଖାଉଟି ହିସାବରେ ମୋତେ ଖୁସି ଲାଗୁଥିଲା ସତ; କିନ୍ତୁ ଚାରିମାସ ଧରି ଅନେକ ଶ୍ରମ ଓ ବ୍ୟୟରେ କ୍ଷେତରେ ଫସଲ ଫଳାଇ ଭଲ…

ଏଇ ଭାରତରେ

ଚାଷୀମାନେ କେମିତି କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ୨୨ ବର୍ଷୀୟ ଯୁବକ ଜିତେନ୍ଦ୍ର ଅତୋଦିୟା। ମଧ୍ୟପ୍ରଦେଶର ରତ୍‌ଲାମ ବାସିନ୍ଦା ଜିତେନ୍ଦ୍ର ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ଓ ଚାଷୀମାନଙ୍କୁ ୧ କେଜି ଖତକୁ ମାତ୍ର…

ଆମ ପାଇଁ ନୂଆ

ଜଣେ କୂଟନୀତିଜ୍ଞଙ୍କୁ ସମସ୍ତେ ଭଲ ପାଆନ୍ତି। ଗତ ମାସରେ ଇଣ୍ଟର୍ନ ବା ପ୍ରଶିକ୍ଷଣାର୍ଥୀମାନଙ୍କୁ ଆମନ୍ତ୍ରଣ କରିବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ତା’ ନୀତିର ସଂଶୋଧନ କରି ନୂଆ ରୂପ ଦେବା ପରେ ଇଣ୍ଟର୍ନମାନଙ୍କ ପାଇଁ ଦ୍ୱାରା ଖୋଲିଦେଇଥିଲା। ଏଥିପାଇଁ ଦେଶର ସବୁଆଡୁ…

ଏଇ ଭାରତରେ

ଶହ ଶହ ଚାଷୀଙ୍କୁ ସଶକ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଶ୍ମୀରର କୃଷକ ଭରତ ଭୂଷଣ। ସେ ଡୋଡା ଜିଲାର ଲେର୍ହୋଟେ ଗାଁରେ ଜୈବିକ ପଦ୍ଧତିରେ ଲାଭେଣ୍ଡର ଚାଷ କରନ୍ତି। ୧୦ ବର୍ଷ ପୂର୍ବେ ଭରତ ଏହି ଚାଷ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri