ସମ୍ପାଦକୀୟ

ଏଇ ଭାରତରେ

ନଭିମୁମ୍ବାଇର ବେଲାପୁର ସେକ୍ଟର-୯ର ବାସିନ୍ଦାମାନେ ସରକାରୀ ଜମି ଜବରଦଖଲ ବନ୍ଦ କରି ସେଠାରେ ବୃକ୍ଷରୋପଣ କରୁଛନ୍ତି। ସେମାନେ ଆଗ୍ରୋ ସୋସାଇଟିି ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଆଗ୍ରୋର ସବୁଠୁ ବରିଷ୍ଠ ସ୍ବେଚ୍ଛାସେବୀ କ୍ୟାପ୍ଟେନ ପଓ୍ବାଣ୍ଡେ କହନ୍ତି...

କରୋନା ବେଳେ ବନ୍ୟା

ଇଂ. ବିଦ୍ୟାଧର ପଣ୍ଡା କରୋନା କଟକଣାରୁ ଅନଲକ୍‌ ହୋଇ ପେଟପାଟଣା ଚିନ୍ତାରେ ମଣିଷ ଘରୁ ଗୋଡକାଢିଲା ବେଳକୁ ରାସ୍ତାରେ ବନ୍ୟା ପାଣି। ପିଲାଛୁଆ ଉପାସରେ ବସିଛନ୍ତି, ଘରେ କିଛି ବୋଲେ କିଛି ନାହିଁ। ପୋଥିରେ ଲେଖାଅଛି, ‘ରୁଆ ଧାନ ଥୁଆ।’...

ଉନ୍ନତ କୃଷି ପରିସଂସ୍ଥାନର ନିର୍ମାଣ

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କୃଷି ବିଲ୍‌ ଏହା ମଧ୍ୟରେ ଗୃହୀତ ହୋଇଯାଇଛି। ଏଥିସହିତ କୃଷକମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ସହ ସେମାନଙ୍କ ଆୟ ବୃଦ୍ଧି ଓ ଜୀବନଧାରଣ ମାନରେ ଗୁଣାତ୍ମକ ଅଭିବୃଦ୍ଧି...

ଏଇ ଭାରତରେ

ପକ୍ଷୀମାନଙ୍କୁ ଭଲ ପାଉଥିବା ମହାରାଷ୍ଟ୍ରର ପରିବେଶବିତ୍‌ ମିନୀଷ ରାଜନ୍‌କର ୬୩ଟି ହ୍ରଦର ପୁନରୁଦ୍ଧାର କରିଛନ୍ତି। ଏହାଦ୍ୱାରା ବହିରାଗତ ପକ୍ଷୀମାନଙ୍କ ଆଗମନ ବଢ଼ିିବା ସହ ଆଦିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆସିପାରିଛି। ଏବେ ସୁଦ୍ଧା ମିନୀଷ ଗୋଣ୍ଡିଆ ଓ ଭାନ୍ଦ୍ରା ଜିଲାର...

ଆତ୍ମହତ୍ୟା କାହିଁକି

ଡା. ସମ୍ରାଟ କର ଆମ ଦେଶରେ ପ୍ରତିଦିନ ଅନେକ ବ୍ୟକ୍ତି କୌଣସି କାରଣରୁ ଆତ୍ମହତ୍ୟା କରିଥାନ୍ତି। ଆତ୍ମହତ୍ୟା ଏକ ଅପରାଧ। ଏଭଳି ଏକ ଘୃଣ୍ୟ ମାନସିକତାକୁ ମନରୁ ଦୂରେଇବା ଓ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଉଚିତ। ସର୍ବେକ୍ଷଣ...

କଟକଣା, କଟକଣା

ହିନ୍ଦୀ ଟେଲିଭିଜନ ଚ୍ୟାନେଲ ସୁଦର୍ଶନ ନ୍ୟୁଜରେ ପ୍ରସାରିତ ‘ବିନ୍ଦାସ ବୋଲ’ କାର୍ଯ୍ୟକ୍ରମ ଉପରେ ଏବେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି। ଭାରତୀୟ ସିଭିଲ ସର୍ଭିସରେ ମୁସଲମାନଙ୍କ ଅନୁପ୍ରବେଶକୁ ‘ୟୁପିଏସ୍‌ସି ଜିହାଦ’ ବା ‘ବ୍ୟୁରୋକ୍ରାସି ଜିହାଦ’ ନାମ ଦିଆଯାଇ ଏକ ବିବାଦୀୟ କାର୍ଯ୍ୟକ୍ରମ...

ଏଇ ଭାରତରେ

ଜଣେ ଆଇଏଏସ୍‌ଙ୍କ ନେତୃତ୍ୱରେ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଏକ ଆଦର୍ଶ ସ୍କୁଲ ଗଢିଛନ୍ତିି ତାମିଲନାଡୁରେ। ଚିକାବାଲାପୁର ଜିଲା ନନ୍ଦୀ ପାହାଡ ପାଦଦେଶରେ ଥିବା ଚିଗାଟେନାହାଲି ଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୨୦୦୬ରେ ପ୍ରତିଷ୍ଠା କରାଯାଇଥିଲା। ଏହା ଏବେ ଏକ...

ଟିକ୍‌ଟକ୍‌ ଓ ପବ୍‌ଜୀ ଫାଶ

ନଗେନ୍ଦ୍ର ନାଥ ପଟ୍ଟନାୟକ   ସମ୍ପ୍ରତି ଏ ଚାକଚକ୍ୟଭରା ଦୁନିଆରେ ମନୋରଞ୍ଜନର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଏହି ପରିପ୍ରେକ୍ଷୀରେ ସଦ୍ୟତମ ଘଟଣାବଳୀ ତଥା ଗରମାଗରମ ରୋଚକ ଦୃଶ୍ୟ ପ୍ରଦର୍ଶନ ସକାଶେ ମୋବାଇଲେ ଖଞ୍ଜାଯାଇଥିବା ଆପ୍‌ର ଯାଦୁ ଯୁବପିଢିଙ୍କୁ ଏମିତି...

ଘୁଣଖିଆ ଗଣତନ୍ତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ   ବିଶ୍ୱବ୍ୟାପୀ ରାଜନୀତି ବିଶାରଦମାନଙ୍କ ମତରେ ଗଣତନ୍ତ୍ର ହେଉଛି ସବୁଠାରୁ ଭଲ ଶାସନବ୍ୟବସ୍ଥା। ସେଥିପାଇଁ ସ୍ବାଧୀନ ଭାରତବର୍ଷରେ ଗଣତନ୍ତ୍ରକୁ ମନ୍ତ୍ରକରି ଆରମ୍ଭ ହୋଇଥିଲା ରାଷ୍ଟ୍ରନିର୍ମାଣ ଅଭିଯାନ। ମାତ୍ର ଆମ ସମ୍ବିଧାନ ପ୍ରଣେତାମାନେ ଯେଉଁ ସ୍ବଚ୍ଛ...

ଅତ୍ୟଧିକ କ୍ଷମତା ହିଁ ବିପଦ

ଆପରାଧିକ ନ୍ୟାୟ ପ୍ରକ୍ରିୟା ବା ବ୍ୟବସ୍ଥା ଅଭିଯୁକ୍ତଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ କରାଯାଇଛି। କିନ୍ତୁ ଆମ ଦେଶରେ ଏହାକୁ ସେଭଳି ଦେଖାଯାଉ ନାହିଁ । ଅଭିଯୁକ୍ତଙ୍କ ଅଧିକାର ସୁରକ୍ଷାକୁ ଦେଖିବା ପାଇଁ ଆପରାଧିକ ନ୍ୟାୟ ବ୍ୟବସ୍ଥା ହିଁ...

ଏଇ ଭାରତରେ

ତେଲଙ୍ଗାନାର ଜଣେ ସରକାରୀ ଅଧିକାରୀ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତସ୍‌ଲିମା ମହମ୍ମଦ ତେଲଙ୍ଗାନାର ମୁଲୁଗୁ ଓ ଜୟଶଙ୍କର ଭୁପାଲପାଲି ଭଳି ଦୁଇ ଅନଗ୍ରସର ଜିଲାରେ ସବ୍‌-ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରନ୍ତି। ୩୪ ବର୍ଷୀୟ ଏହି ଯୁବ ଅଧିକାରୀ...

ଭିଡ଼ମୁକ୍ତ ଓ ଅଭ୍ୟର୍ଥନାଯୁକ୍ତ ଭୋଜି

ଶୁଭନାରାୟଣ ଶତପଥୀ   କରୋନାର ସମୟ ଚାଲିଛି। ବାହାଘରରେ ଭିଡ ନ କରିବାକୁ ପଡିଛି ତାଲା। ଗହଳି ଚହଳି ଦିଶିବନି। ଡିଜେ, ମାଇକ ବାଜିବନି। ବନ୍ଧୁବାନ୍ଧବ ଆସିବେନି। ସାଙ୍ଗସାଥୀଙ୍କ ମେଳ ଜମିବନି। ଏଥିପାଇଁ ଆନୁଷ୍ଠାନିକ କାର୍ଯ୍ୟ ଆୟୋଜକଙ୍କ ମନ ଊଣା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri