ସମ୍ପାଦକୀୟ

ସଂରକ୍ଷଣ ଓ ସଂରକ୍ଷିତ ବର୍ଗ

ଅନିଲ କୁମାର ମଲ୍ଲିକ ସଂରକ୍ଷଣ ଦେଶକୁ ବର୍ବାଦ କରିଦେଉଛି। ସଂରକ୍ଷଣ ବ୍ୟବସ୍ଥା ଯୋଗ୍ୟତାଧାରୀ ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ କରୁଛି। ସଂରକ୍ଷଣ ଦ୍ବାରା ଅଯୋଗ୍ୟ ବ୍ୟକ୍ତିମାନେ ସରକାରୀ ପଦପଦବୀ ମାଡ଼ି ବସୁଛନ୍ତି – ଏପରି ଅନେକ ସମ୍ବିଧାନବିରୋଧୀ ମନ୍ତବ୍ୟ ଆମ ଦେଶରେ ନିତିଦିନ…

ନିର୍ବାଚନ ନିୟନ୍ତ୍ରକ

ରାଜ୍ୟ ବିଧାନସଭା, ପାର୍ଲାମେଣ୍ଟ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିବା ସକାଶେ ସମ୍ବିଧାନର ୩୨୪ ଧାରାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କ୍ଷମତା ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାଆନ୍ତି। କେବଳ…

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧା ଟଳିଯାଏ, ବ୍ୟକ୍ତି ନିଜ ଲକ୍ଷ୍ୟରେ ପହଞ୍ଚିଯାଏ; ଯାହା ଘଟିଛି ଅଙ୍କିତା ଶାହାଙ୍କ ଜୀବନରେ। ଅହମଦାବାଦର ଅଙ୍କିତା ଜଣେ ଭିନ୍ନକ୍ଷମ। ତେବେ ସବୁ ସମସ୍ୟାକୁ ସାମ୍‌ନା କରି ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି। ସେ ଅହମଦାବାଦର…

ଦୁଃଖ ଦେବିନାହିଁ

ଡ. ବାସୁଦେବ ମିଶ୍ର ଜୀବନରେ କେବେ କାହାରିକୁ କିଛି ଦୁଃଖ ଦେବିନାହିଁ କିମ୍ବା କାହାରି ଦୁଃଖର କାରଣ ହେବିନାହିଁ ବୋଲି ଯେତେ ଚିନ୍ତାକଲେ ମଧ୍ୟ ତାହା ବାସ୍ତବରେ ସମ୍ଭବ ହୋଇପାରେ ନାହିଁ । ଭାବି ଦେଖିଲେ ଜାଣିହୁଏ, ଭୂମିଷ୍ଠ ହେବାଠାରୁ ଆଜି…

ଓଡ଼ିଆ ସ୍ବାଭିମାନର ପ୍ରତୀକ

ଡ. ପ୍ରଫୁଲ୍ଲ କୁମାର ସାହୁ ବେଳେ ବେଳେ ମହାକାଳକୁ ଚକିତ କରି ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ନିଅନ୍ତି, ଯିଏ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ଇତିହାସ ସୃଷ୍ଟି କରନ୍ତି, ଇତିହାସକୁ ବଦଳାଇ ଦିଅନ୍ତି ଏବଂ ଇତିହାସ ନିର୍ମାଣ…

ଏଇ ଭାରତରେ

୧୨ ହଜାର ଫୁଟରୁ ଅଧିତ୍କ ଉଚ୍ଚରେ ଥିବା ଏକ ହ୍ରଦର ପୁନରୁଦ୍ଧାର କରିବା ସହ ପ୍ରତିଦିନ ଏହାକୁ ସଫା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ସିକିମ୍‌ର ସଜ୍ଞା ଲାମ୍ବା। ଟୁରିଷ୍ଟମାନଙ୍କୁ ଗାଇଡ୍‌ କରିବା ସହ ସେ ଏହି କାର୍ଯ୍ୟ କରିଥାନ୍ତି। ସଜ୍ଞାଙ୍କ…

ପ୍ରଶାସନିକ ସଂସ୍କାର

ଗତ ବର୍ଷ ସେପ୍ଟେମ୍ବରରେ ମୋଦି ସରକାର ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ସବୁଠୁ ମହତ୍ତ୍ୱାକାଂକ୍ଷୀ ପ୍ରୟାସ କରିଥିଲେ। ଏହି ଅବସରରେ ସରକାର ନ୍ୟାଶନାଲ କାପାସିଟି ବିଲ୍‌ଡିଂ ପ୍ରୋଗ୍ରାମ ବା ‘ଜାତୀୟ କ୍ଷମତା ବିକାଶ କାର୍ଯ୍ୟକ୍ରମ’କୁ ଆଗକୁ ବଢ଼ାଇଥିଲେ। ଶେଷରେ ଏହି ଯୋଜନାରେ…

ନୂଆ କରୋନା ଭୂତାଣୁ

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଉଭାହେଲାଣି। ରାଜ୍ୟ ତଥା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ଏହାର ରୂପ ପ୍ରକଟିତ ହେଲାଣି। କୋଭିଡ୍‌-୧୯କୁ ନେଇ ଗତବର୍ଷ ସାରା ଦେଶ ତଥା ବିଶ୍ୱ କିଭଳି ବିପର୍ଯ୍ୟୟର…

ସହରୀକରଣ ଓ ରୋଜଗାର ସଙ୍କଟ

ଡ. ଲକ୍ଷ୍ମଣ ସାହୁ ଦେଶରେ ବସବାସ କରୁଥିବା ପ୍ରତ୍ୟେକ ଲୋକ ସହର ମୁହାଁ ହେବାକୁ ଚାହାନ୍ତି। ଗ୍ରାମ୍ୟ ଜୀବନର ଅସ୍ବାସ୍ଥ୍ୟକର ସ୍ବାସ୍ଥ୍ୟ, ଶିକ୍ଷା ପରିବେଶ, କର୍ମ ଯୋଗାଣ ଅବହେଳାରେ ଅତିଷ୍ଠ ହୋଇ ସେମାନେ ସହରାଞ୍ଚଳ ପ୍ରତି ଆକୃଷ୍ଟ ହୋଇପଡ଼ିବା ସ୍ବାଭାବିକ। ଏକ୍ଷେତ୍ରରେ…

ଏଇ ଭାରତରେ

ପେସାରେ କମ୍ପ୍ୟୁଟର ଇଞ୍ଜିନିୟର କିନ୍ତୁ ନିଶା ଚାଷ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ତେଲଙ୍ଗାନାର ମାଭୁରୁମ ମଲିକାର୍ଜ୍ଜୁନ ରେଡ୍ଡୀ। ସମନ୍ବିତ କୃଷି ପଦ୍ଧତିରେ ସେ ୨୬ ପ୍ରକାର ଧାନ ଉପତ୍ାଦନ କରୁଛନ୍ତି। ୨୦୧୪ରେ ବର୍ଷକୁ ୪ ଲକ୍ଷ ଟଙ୍କା ପାଉଥିବା…

ମହାମାରୀ ଓ ସାମାଜିକ ପୁଞ୍ଜି

ଏଡୋରାଡୋ କ୍ୟାମ୍ପେନେଲା କୋଭିଡ୍‌-୧୯ ମହାମାରୀ ଭୌତିକ (ଉପତ୍ାଦନର ଏକ କାରକ ଯେଉଁଥିତ୍ରେ ମେଶିନ, ଭବନ ଏବଂ କମ୍ପ୍ୟୁଟର ଆଦି ଅନ୍ତର୍ଭୁକ୍ତ) ଏବଂ ମାନବ ପଞ୍ଜିିକୁ ବ୍ୟାପକ କ୍ଷତି କରିଛି। କମ୍ପାନୀଗୁଡ଼ିକ ସେମାନଙ୍କର ବିଭିନ୍ନ ପ୍ରୋଜେକ୍ଟରେ ନିବେଶ ସ୍ଥଗିତ କିମ୍ବା ବନ୍ଦ କରିଛନ୍ତି।…

ଘାତକ କୋଲେଷ୍ଟରଲ

ମାନେକା ଗାନ୍ଧୀ ମହମ ତଥା ଚର୍ବି(ଫ୍ୟାଟ୍‌) ଭଳି ପଦାର୍ଥ କୋଲେଷ୍ଟରଲ ଆମ ଶରୀରର ସବୁ କୋଷିକାରେ ମିିଳିଥାଏ। ଶରୀରରେ ଭିଟାମିନ ଡି’, ହର୍ମୋନ ତିଆରି କରିବା ଲାଗି ଏହା ଦରକାର ହୁଏ ଓ ଖାଦ୍ୟ ହଜମ କରିବା ଲାଗି ଆବଶ୍ୟକ ତତ୍ତ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri