ସମ୍ପାଦକୀୟ

ଆସ ଆନ୍ଦୋଳନ କରିବା

ଶ୍ୱେତପଦ୍ମାସିନୀ ମହାନ୍ତି ଏବେ ଯେଉଁଠି ଦେଖ, ସେଠି ଆନ୍ଦୋଳନ। କେତେ ସମସ୍ୟା, କେତେ ଦାବି, ନ୍ୟାୟ ପାଇଁ, ଚାକିରି ପାଇଁ, ବେକାରି ପାଇଁ, ଚାଷ ପାଇଁ, ବାସ ପାଇଁ, ରୋଗ ପାଇଁ, ରୋଗୀ ପାଇଁ, ରାସ୍ତା ପାଇଁ, ବନ୍ୟା ପାଇଁ, ବାତ୍ୟା…

କ୍ଷେତକୁ ଖାଇଲା ବାଡ଼

ହରିଶଙ୍କର ମିଶ୍ର ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ ରାଜ୍ୟ ପ୍ରଗତିର ବାଧକ। ମାତ୍ର କ୍ଷେତକୁ ଖାଉଥିବା ବାଡ଼ ପରି ସରକାରୀ ଅର୍ଥର ବାଟମାରଣା ବା ଦୁରୁପଯୋଗ ଭିନ୍ନ ଭାବରେ ପରିଚାଳନା କରି ଯେଉଁ ଅଧିକାରୀମାନେ ସରକାରଙ୍କୁ କୁହେଳିକା ମଧ୍ୟରେ ରଖିପାରନ୍ତି ସେମାନେ…

ଏଇ ଭାରତରେ

ଜୈବିକ ଚାଷ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଭଲ ବୋଲିି ଦୃଦ୍‌ବୋଧ କରିଛନ୍ତି ଦିଲ୍ଲୀର ଇରିନ ଗୁପ୍ତା। ସେ ତାଙ୍କ ଘର ବଗିଚାରେ ୬୦ ପ୍ରକାର ପରିବା ଫଳାଉଛନ୍ତି। ପୁରୁଣା କଣ୍ଟେନରଗୁଡ଼ିକରେ ହିଁ ସେ ଚାଷ କରୁଛନ୍ତି। ଇରିନଙ୍କ ବୟସ ୬୦…

ଏଇ ଭାରତରେ

ଅଭାବୀ ପେଟର ଜ୍ୱଳାକୁ ଚିହ୍ନୁଥିବା ବ୍ୟକ୍ତି ଦୁନିଆରେ ବିରଳ। ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଶିବମ ସୋନି। ସେ ଇନ୍ଦୋରରେ ଏକ ହଙ୍ଗର ଲାଙ୍ଗର ଖୋଲିଛନ୍ତି। ପ୍ରତିଦିନ ସେଠାରେ ଲୋକମାନଙ୍କୁ ୧୦ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି।…

ଶିକ୍ଷାର ମାନ ରହୁ

ସୁବାସ କୁମାର ତାରଣିଆଁ   ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ଶିକ୍ଷା ଗୋଟିଏ ଏଭଳି ଜିନିଷ, ଯାହାକୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅଧ୍ୟୟନ କଲେ ବି ସରେ ନାହିଁ। ଶିକ୍ଷାକୁ ଟଙ୍କା ପଇସା ଦେଇ କିଣାଯାଇ…

ଉତ୍କଳୀୟ ନବବର୍ଷ: ମହାବିଷୁବ ସଂକ୍ରାନ୍ତି

ବିପିନ ବିହାରୀ ମହାନ୍ତି   ସୂର୍ଯ୍ୟ ସ୍ଥିର। ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରୁଛି ଅଥଚ ସୂର୍ଯ୍ୟଙ୍କର ଅବାସ୍ତବ ଗତିକୁ ଧରି ଆମେ ସୌରବର୍ଷ ଗଣନା କରୁଛୁ। ସୂର୍ଯ୍ୟଙ୍କର ଅବାସ୍ତବ ଗତିପଥକୁ ସୌରପଥ କୁହନ୍ତି। ଏହି ପଥ ସମ୍ପୂର୍ଣ୍ଣ ବୃତ୍ତାକାର ନ ହୋଇ…

ଦୃଶ୍ୟମାନ (ଅ)ସଚ୍ଚୋଟତା

ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ପ୍ରମୁଖ ୩ ସ୍ତମ୍ଭ ଭାବେ ବିବେଚନା କରାଯାଏ। ଏଥିମଧ୍ୟରୁ ନ୍ୟାୟପାଳିକା ସର୍ବାଧିକ ନିରପେକ୍ଷତା ଅବଲମ୍ବନ କରିବା କଥା। ବିଗତ କିଛି ବର୍ଷ ହେବ ନ୍ୟାୟପାଳିକାରେ ସେଟିଂ ବା ସଲାସୁତୁରାର ବହୁଳ ବ୍ୟବହାର ହେଉଥିବାରୁ…

ଦେଶଭକ୍ତି ଓ ବିଦ୍ୟାର୍ଥୀ

ନଗେନ୍ଦ୍ର ନାଥ ପଟ୍ଟନାୟକ ଅଥର୍ବ ବେଦରେ ଏକ ସ୍ତୋତ୍ର ବା ସୂକ୍ତ ଅଛି- ‘ମାତା ଭୂମିଋ ପୁତ୍ରୋଅହଂ ପୃଥିବ୍ୟା’ ଅର୍ଥାତ୍‌ ‘ଏ ଭୂମି ମୋର ମାତା ଏବଂ ମୁଁ ତାଙ୍କ ପୁତ୍ର।’ ଭାରତବର୍ଷର ସନାତନ ଧର୍ମ ସଂସ୍କୃତିରେ ଏଇ ମହତ୍‌ ଭାବନାର…

ଲେଖାଚୋରି

ଡ. ବାସନ୍ତୀ ମହାନ୍ତି ଏବେ ଲେଖାଚୋରି ସାରସ୍ବତ ଜଗତ ପାଇଁ ଅତ୍ୟନ୍ତ ଉଦ୍‌ବେଗଜନକ ପ୍ରସଙ୍ଗ ହୋଇପଡ଼ିଛି। ତା’ର ମଧ୍ୟ କାରଣ ରହିଛି। ବ୍ୟକ୍ତିଟିଏ କଳ ବଳ କୌଶଳ ପ୍ରୟୋଗ କରି ଅର୍ଥ, କ୍ଷମତା ଓ ପଦପଦବୀ ବଳରେ ଲକ୍ଷ୍ମୀଙ୍କର ବରପୁତ୍ର ହୋଇପାରେ,…

ଏଇ ଭାରତରେ

ବହୁ ସମୟରେ ଲୋକଶକ୍ତି ବଳରେ ଅନେକ ପରିବେଶ ଉପଯୋଗୀ କାର୍ଯ୍ୟ କରାଯାଇଥାଏ। ଏମିତି ଏକ କାର୍ଯ୍ୟ କରିଛନ୍ତି ଗୁଜରାଟର ୮,୨୦୦ ଜନସଂଖ୍ୟାବିଶିଷ୍ଟ କୁକ୍‌ମା ଗାଁର ଲୋକେ। ଓ୍ବେଷ୍ଟଓ୍ବାଟର ବା ମଇଳାପାଣିକୁ ଫିଲ୍‌ଟର କରି ଗଛରେ ଦେଇ ବିରାଟ ଜଙ୍ଗଲ ସୃଷ୍ଟି କରିଛନ୍ତି।…

ଗୋଡ଼ାଣିଆ ଇସି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଇତିହାସ ଦେଖିଲେ ହିଂସା ବହୁ ବର୍ଷ ଧରି ସେଠାକାର ରାଜନୀତିର ଏକ ଅଂଶ ହୋଇ ରହିଆସିଛି। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ଯେଭଳି କାଣ୍ଡ ଘଟୁଛି ତାହା ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ କଳୁଷିତ କରିଦେଲାଣି। ଚତୁର୍ଥ ପର୍ଯ୍ୟାୟ…

ଦାୟିତ୍ୱହୀନ ଉତ୍ସବ

ଭାରତରେ ୮୫ ଦିନରେ ୧୦ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇପାରିଛି। କୁହାଯାଉଛି, ଏହା ହେଉଛି ଆମ ଦେଶ ପାଇଁ ସବୁଠାରୁ ଗର୍ବର ବିଷୟ। ବାସ୍ତବରେ ଏହି ସଂଖ୍ୟା କେତେଦୂର ସତ୍ୟ ତାହା ସାଧାରଣରେ ଜାଣିବା କଷ୍ଟକର। କାରଣ କେନ୍ଦ୍ରରେ ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri