ସମ୍ପାଦକୀୟ

ଏଇ ଭାରତରେ

ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମିଜୋରାମର ଭନ୍‌ଲାର୍ଲୁଟି କୋଲ୍‌ନେ। ସେ ଏବେ ସୁଦ୍ଧା ୧୦,୦୦୦ ଏଚ୍‌ଆଇଭି ସଂକ୍ରମିତଙ୍କୁ ସଶକ୍ତ କରିପାରିଛନ୍ତି। ମିଜୋରାମର ଆଜିଓ୍ବାଲାରେ କୋଲ୍‌ନେଙ୍କ ପିଲାଦିନ କଟିଥିତ୍ଲା। ମାତାପିତାଙ୍କ ବିଚ୍ଛେଦ ପରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇ…

ଆମେ ମଣିଷ କମ୍‌, ଯନ୍ତ୍ର ବେଶି

ମୀରା ବେଉରା ପୃଥିବୀର ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଯୁଆଡ଼େ ଚାହିଁବ ସିଆଡ଼େ ମଣିଷ। ଏହି ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ସବୁଠାରୁ ଦୁର୍ଲଭ ପ୍ରାଣୀ। ମଣିଷ ହୋଇ ଜନ୍ମଲାଭ କରିବା ପାଇଁ ତାକୁ…

ଉଦାସ ଭାରତ

ପ୍ରକାଶ ତ୍ରିପାଠୀ ଭାରତ ଉଦାସ। ଭାରତୀୟମାନେ ଖୁସିରେ ରହୁନାହାନ୍ତି। ବେଦ, ଉପନିଷଦ, ଶାସ୍ତ୍ର ଆଦିର ଗନ୍ତାଘର କୁହାଯାଉଥିବା ଭାରତରେ ମଣିଷ ସୁଖ, ଶାନ୍ତି ଓ ଖୁସିରେ ରହିବା ପାଇଁ ଅନେକ ପରାମର୍ଶ ଓ ମାର୍ଗ ରହିଥିବା ବେଳେ ଭାରତୀୟମାନେ କିନ୍ତୁ ଖୁସିରେ…

କଡ଼ା ପଦକ୍ଷେପ

ପାଖାପାଖିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କୁ ପଦୋନ୍ନତି, ବଦଳି ଏବଂ ଟେଣ୍ଡର ଆଦି ସମ୍ବନ୍ଧିତ କୌଣସି ନୂଆ ଅର୍ଡର ନ ଦେବା ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅର୍ଡର ଦେବା ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୟ…

ଏଇ ଭାରତରେ

ପେସାରେ ଶିକ୍ଷକ, କିନ୍ତୁ ରୋଷେଇ ଘର ବର୍ଜ୍ୟରୁ ଖତ ପ୍ର୍ରସ୍ତୁତ କରି ସେଥିରେ ଘର ଅଗଣାରେ ଏକ ବଗିଚା କରିଛନ୍ତି ଏସ. ସତ୍ୟନାରାୟଣନ୍‌। ଚେନ୍ନାଇର ଆନ୍ନା ଜେମ୍‌ ସାଇନ୍ସ ପାର୍କ ସ୍କୁଲରେ ସେ ଫ୍ରେଞ୍ଚ ଶିକ୍ଷକ ଭାବେ କାର୍ଯ୍ୟରତ। ସ୍କୁଲ ଛୁଟି…

ପାଠ୍ୟକ୍ରମ ସଜାଡ଼ିବା

ଡ. ମନୋରଞ୍ଜନ ପ୍ରଧାନ ପ୍ରାଚୀନ ଜ୍ଞାନ ସହ ଆଧୁନିକ ବିଜ୍ଞାନ, ଦର୍ଶନ ସହ ପ୍ରଯୁକ୍ତିବିଦ୍ୟା ଓ ସ୍ବାବଲମ୍ବନଶୀଳତା ସହ ଆତ୍ମଜ୍ଞାନ ପ୍ରାପ୍ତିର ସମସ୍ତ ଶୈକ୍ଷିକ ବ୍ୟବସ୍ଥା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନେକ ନୀତି ନିର୍ଦ୍ଧାରଣ କରିଛି। ମାତୃଭାଷା ସହ ଅନ୍ୟ…

ସବୁଜ ଉପଭୋକ୍ତା ଟିକସ

ମାର୍କ କ୍ଲିଫେ କରୋନାଜନିତ ପରିସ୍ଥିତିରୁ ମୁକୁଳିବା ପାଇଁ ସରକାର ଅନେକ ସୁନ୍ଦର ଓ ସବୁଜ ତଥା ସର୍ବଗ୍ରାହୀ ରାସ୍ତା ଖୋଜୁଛନ୍ତି। ଏଥିପାଇଁ ଆରମ୍ଭ କରିଛନ୍ତି ‘ବିଲ୍‌ଡ ବ୍ୟାକ୍‌ ବେଟର’ ସ୍ଲୋଗାନ୍‌। ପରିବେଶ ଓ ପ୍ରକୃତିଗତ ବିଭିନ୍ନ ଚ୍ୟାଲେଞ୍ଜର ମୁକାବିଲା ତଥା ଉପେକ୍ଷିତ…

ଉପାସନା, ସାଧନା ଓ ଆରାଧନା

ଶରତ କୁମାର ମହାନ୍ତି ଜୀବନ ଧାରଣ ସକାଶେ ଅନ୍ନ, ବସ୍ତ୍ର ଓ ବାସଗୃହର ଯେପରି ଆବଶ୍ୟକତା ରହିଛି, ସେହିପରି ଆମତ୍ିକ ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନୀୟତା ରହିଛି। ଏଗୁଡ଼ିକୁ କୌଣସି ଗୋଟିଏ ସାହାଯ୍ୟରେ ଲକ୍ଷ୍ୟ ପୂରଣ ହୋଇପାରେ…

ପରିବେଶଗତ ଶିକ୍ଷା ଆବଶ୍ୟକ

ମାନେକା ଗାନ୍ଧୀ ହିମାଚଳ ପ୍ରଦେଶର ସୋଲାନସ୍ଥିତ ସାଉଥବାଲେ ସ୍କୁଲରେ ୪୦୦ ପିଲା ପଢୁଛନ୍ତି। ଏହା ଏକ ବିଶ୍ୱସ୍ତରୀୟ ସ୍କୁଲ। ଯୁବ ଏମ୍‌ବିଏ ଡିଗ୍ରୀଧାରୀ ଯୁବକମାନେ ଏହାକୁ ଚଳାଉଛନ୍ତି। ଏହାର ମାଲିକ ରିଶଭ ଚୋପ୍ରା । ଟେକ୍‌ନିକାଲ କାର୍ଯ୍ୟ ତୁଲାଉଛନ୍ତି ସ୍ନିଗ୍ଧା ପରିହାର।…

ଭାରି ପଡ଼ିଲାଣି ପାନୀୟ ଜଳ ସଂକଟ

ଈପ୍ସିତା ମହାନ୍ତି ମ୍ପ୍ରତି ବାୟୁମଣ୍ଡଳ ଓ ବାରିମଣ୍ଡଳ ଦ୍ରୁତ ଗତିରେ ପ୍ରଦୂଷିତ ହୋଇଚାଲିଛି। ପରିଣାମ ସ୍ବରୂପ ଅସ୍ବାଭାବିକ ଭାବେ ଜଳବାୟୁ ଆଜି ନିଜ ରୂପ ବଦଳାଇ ଚାଲିଛି। ଜଳବାୟୁର ଏହି ପରିବର୍ତ୍ତନ ପୃଥିବୀର ତାପମାତ୍ରା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଦେଲାଣି।…

ଏଇ ଭାରତରେ

ମୁମ୍ବାଇକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ପାଇଁ ୫ ଜଣ ସାଙ୍ଗଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେମାନେ ଘରେ ବ୍ୟହୃତ ବିଭିନ୍ନ ଉପତ୍ାଦର ପ୍ରାୟ ୧୦,୦୦୦ ବୋତଲ ରିଫିଲିଂ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଘର ତଥା ରିଫିଲେବଲ ଷ୍ଟୋରଗୁଡ଼ିକର…

ଏଇ ଭାରତରେ

କଲାନ୍ଦର ସମ୍ପ୍ରଦାୟଙ୍କ ଭାଲୁ ନାଚ ପରମ୍ପରା ଦୂର କରିବା ସହ ଭାଲୁଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଦିଲ୍ଲୀର ଗୀତା ଶେଷମାନି। କେବଳ ଏତିକି ନୁହେଁ ବିହାର, ଓଡ଼ିଶା, କର୍ନାଟକ, ହରିୟାଣା ଓ ରାଜସ୍ଥାନର ପ୍ରାୟ ୬୦ଟି ଗାଁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri