ସମ୍ପାଦକୀୟ

ନାଗରିକ ଅଧିବକ୍ତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଦ୍ୱାରା ତିନି ଦିନ ତଳେ କ୍ୟାପିଟୋଲ୍‌ ବିଲ୍ଡିଂ ଉପରେ ଆକ୍ରମଣ ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ବିଶ୍ୱନେତା ଟ୍ରମ୍ପ୍‌ଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ହିଂସା ପରେ ଟ୍ରମ୍ପ୍‌ ହାର୍‌ ମାନିବାକୁ ବାଧ୍ୟ…

ଏଇ ଭାରତରେ

ଧୁମ୍‌ଧାମରେ ବାହାଘର। ତା’ ପୁଣି ଦୁଇଟି ରାଜ୍ୟର କୁକୁରଙ୍କର। ଏକଥା ହୁଏତ ଅନେକଙ୍କୁ ଅଜବ ମନେ ହୋଇପାରେ, କିନ୍ତୁ ଏମିତି ଏକ ବାହାଘର ହୋଇଛି ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ। ଇନ୍ଦ୍ର ଦେବତାଙ୍କୁ ଖୁସି କରି ଗାଁର ଜଳକଷ୍ଟ ଦୂର କରିବା ନିମନ୍ତେ…

ଗୋଇନ୍ଦା ବିଫଳତା ଓ ସୁରକ୍ଷା

ଡ. ଚିନ୍ତାମଣି ପଣ୍ଡା କତିପୟ ସମ୍ବେଦନଶୀଳ ସାଂପ୍ରତିକ ଘଟଣାବଳୀର ଅନୁଶୀଳନ କଲେ ଆମର ଗୋଇନ୍ଦା ସୂଚନା ବ୍ୟବସ୍ଥା କେତେ ଦୁର୍ବଳ ତାହା ସ୍ପଷ୍ଟଭାବେ ପ୍ରତୀୟମାନ ହୁଏ। ଦେଶ ଓ ଦଶର ହିତସାଧନ ଏବଂ ସୁରକ୍ଷା ନିମନ୍ତେ ଗୁପ୍ତସୂଚନାର ସଂଗ୍ରହ ତଥା ସରବରାହ…

ନୂଆ ଭାରତ ପାଇଁ ନୂଆ ସଂସଦ

ଅର୍ଜୁନ ରାମ ମେଘୱାଲ ଜାନୁୟାରୀ ମାସ ଆରମ୍ଭ ହେବା ସହ ଏକବିଂଶ ଶତାବ୍ଦୀର ଏକୋଇଶତମ ବର୍ଷରେ ଆମେ ପ୍ରବେଶ କରିଛେ। ଏହା ଭାରତର ବିକାଶ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯେ ଏହା ଏକବିଂଶ ଶତାବ୍ଦୀର ନେତୃତ୍ୱ ନେଇପାରିବ। ତେଣୁ ଏହାର…

ଏଇ ଭାରତରେ

ଶ୍ରୀନଗରର ଡାଲ୍‌ ହ୍ରଦରେ ରହି ନୌକା ଚଳାଇ ପେଟ ପୋଷୁଥିବା ତାରିକ ଅହମ୍ମଦ ପାଟଲୋ କୋଭିଡ୍‌ ସଂକ୍ରମିତ ହେବା ପରେ ତାଙ୍କ ମନୋବଳ ହରାଇ ନାହାନ୍ତି, ବରଂ ସୁସ୍ଥ ହେବା ପରେ ରୋଗୀମାନଙ୍କ ପାଇଁ ତାଙ୍କ ନୌକାକୁ ଏକ ଆମ୍ବୁଲାନ୍ସ କରିଦେଇଛନ୍ତି।…

ବାବୁଙ୍କ ବିବାଦ

କର୍ନାଟକର ପ୍ରଥମ ମହିଳା ଗୃହ ସଚିବ ଥିଲେ ଆଇପିଏସ୍‌ ଅଧିକାରୀ ଡି.ରୁପା। ଏବେ ତାଙ୍କୁ କର୍ନାଟକ ରାଜ୍ୟ ହସ୍ତଶିଳ୍ପ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ରାଜ୍ୟର ଆଉ ଜଣେ ଆଇପିଏସ୍‌ ଅଧିକାରୀ ହେମନ୍ତ ନିମ୍ବଲକରଙ୍କ ସହ ସହ…

ବିଦ୍ୟୁତ୍‌ ବିଲ୍‌କୁ ବିରୋଧ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦିଲ୍ଲୀରେ ଚାଲିଥିବା କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ପକ୍ଷରୁ ତିନୋଟି କୃଷି ଆଇନର ପ୍ରତ୍ୟାହାର ବ୍ୟତୀତ ପ୍ରସ୍ତାବିତ ବିଦ୍ୟୁତ୍‌ ଆଇନ (ସଂଶୋଧନ) ବିଲ୍‌ -୨୦୨୦କୁ ବାତିଲ କରିବାକୁ ଦାବି କରାଯାଇଛି। ଗତ ଡିସେମ୍ବର ୩୦ ତାରିଖରେ ସରକାରଙ୍କ ସହ ହୋଇଥିବା…

ଲାଞ୍ଚଖିଆ ସୁଧୁରିଯାଅ

ଲଳିତେନ୍ଦୁ ପଲାଉରୀ ଆମ ଦେଶର ଆଇନକାନୁନ୍‌ ବ୍ୟବସ୍ଥାରେ ରହିଛି ଲାଞ୍ଚ ନେବା ଓ ଲାଞ୍ଚ ଦେବା ଧର୍ତ୍ତବ୍ୟ ଅପରାଧ। ଏଥିପାଇଁ ୭ ବର୍ଷରୁ ଊଦ୍ଧର୍‌ବ ସମୟ ଜେଲଦଣ୍ଡ ଓ ଜରିମାନାର ପ୍ରାବଧାନ ରହିଛି । ତେବେ ଏସବୁ ନିୟମ ସତ୍ତ୍ୱେ ଉଭୟ…

ଏଇ ଭାରତରେ

ବିଭିନ୍ନ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ପାଇଁ ଅନେକ ଉପାୟ ସାମ୍‌ନାକୁ ଆସିଥିଲେ ବି ଏବେ କାଗଜ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରିବା ଲାଗି ଏକ ପ୍ରକାର ଥ୍ରି-ଇନ୍‌-ଓ୍ବାନ୍‌ ଷ୍ଟୋଭ୍‌ ନିର୍ମାଣ କରିଛନ୍ତି କେରଳର ଅବଦୁଲ କରିମ୍‌। ଲକ୍‌ଡାଉନ…

ଏକ ଆହ୍ବାନ

ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ଜାନୁୟାରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇ ପେବୃୟାରୀ୧ରେ ବଜେଟ ଉପସ୍ଥାପନ ହେବ ବୋଲି ସୁପାରିସ କରିଛି। ଏହି ଅଧିତ୍ବେଶନରେ ଆସିବାକୁ ଥିବା ବଜେଟ କେନ୍ଦ୍ର ସରକାରଙ୍କ ଶକ୍ତି ପରୀକ୍ଷା କରିବ,…

ପ୍ରାଣୀମାନଙ୍କ ମିଥ୍ୟାଚାର, ମିଳନ ଓ ନିଶାଭ୍ୟାସ

ମାନେକା ଗାନ୍ଧୀ ଏକ ଗବେଷଣାରୁ ଜଣାପଡିଛି ଯେ, ଦିନକୁ ଲୋକମାନେ ଅତି କମ୍‌ରେ ଥରେ ମିଛର ଆଶ୍ରୟ ନିଅନ୍ତି ବା ଛଳ କରନ୍ତି। କିନ୍ତୁ ଏହି ସଂଖ୍ୟା ସମ୍ଭବତଃ ମିଛ। ତେବେ ପୃଥିତ୍ବୀରେ ମିଥ୍ୟାଚାର ବା ଛଳ କରିବାରେ ମଣିଷ ଏକମାତ୍ର…

କୁମ୍ଭୀର କାନ୍ଦଣା କାହିଁକି

ଡ. ଗୌରାଙ୍ଗ ଚରଣ ରାଉତ କାଳେ କାଳେ କୃଷକମାନଙ୍କର କରୁଣ ଏବଂ କଷଣର କାହାଣୀ କାହାରିକୁ ଅଛପା ନୁହେଁ। ‘କୃଷିକାର ପ୍ରାୟ କୃଶ କରି କାୟ ଲାଭ ଶ୍ରମକୁ ପାଇଲୁ’ ଦୀନ କୃଷ୍ଣ ଦାସଙ୍କ କୃତ ରସ କଲ୍ଲୋଳର ଉକ୍ତ ଉକ୍ତିରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri