ଏଇ ଭାରତରେ

ସଏଲ୍‌ଲେସ ଫାର୍ମ ବା ବିନାମାଟିର ଫାର୍ମ କଥା କେବେ ଶୁଣିଛନ୍ତି। ଏମିତି ଏକ ଫାର୍ମ ଗଢ଼ିଛନ୍ତି ଆଇଆଇଟି, ମୁମ୍ବାଇର ଦୁଇ ପୂର୍ବତନ ଛାତ୍ର। ସେମାନେ ୦.୫ ଏକର ଫାର୍ମରେ ମାସକୁ ୭,୦୦୦ କେ.ଜି. ପରିବା ଉପତ୍ାଦନ କରୁଛନ୍ତି ଓ ଏଥିତ୍ରୁ ରୋଜଗାର କରୁଛନ୍ତି ମାସକୁ ୩.୫ ଲକ୍ଷ ଟଙ୍କା। ଅମିତ କୁମାର ଏବଂ ଅଭୟ ସିଂ କୋଟାରେ ‘ଏକି ଫୁଡ୍ସ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ମାଧ୍ୟମରେ ଚାଷ କରୁଛନ୍ତି। ସେମାନେ ବିନା ମାଟିରେ ହାଇଡ୍ରେଫୋନିକ୍ସ ପଦ୍ଧତିରେ ଶତ ପ୍ରତିଶତ ଜୈବିକ ପରିବା ଫଳାଉଛନ୍ତି। ଏହା ମଧ୍ୟରେ ରହିଛି ବିଲାତି ବାଇଗଣ, କାକୁଡ଼ି, ଲାଉ, କଲରା, ଲଙ୍କା ଓ ବାଇଗଣ। ଚାଷରେ କମ୍‌ ଖର୍ଚ୍ଚ ହେଉଥିବାରୁ ଉପତ୍ାଦିତ ପରିବାକୁ ବଜାର ମୂଲ୍ୟରୁ କମ୍‌ ଦରରେ ବିକ୍ରି କରୁଛନ୍ତି। ୨୦୧୯ରେ ଛାତ ଉପରେ ମାତ୍ର ୫୦୦ ବର୍ଗଫୁଟ ଜାଗାରେ ଅମିତ ଏବଂ ଅଭୟ ଫାର୍ମ ଆରମ୍ଭ କରି ଏବେ ଏହାକୁ ବଢାଇବାକୁ ସକ୍ଷମ ହୋଇଛନ୍ତି। ଏବେ ସେମାନଙ୍କ ସହ ଚେନ୍ନାଇ ଓ ଲଦାଖର ୫ଟି କମର୍ସିଆଲ ଫାର୍ମ ଯୋଡ଼ି ହୋଇଛନ୍ତି। ସେମାନେ ଚଳିତ ଆର୍ଥିକ ବର୍ଷରେ ୧୨ଟି ଏଭଳି ଫାର୍ମ ଗଢ଼ିବା ଲାଗି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri