ଚାଞ୍ଛି ନେବେ
କୋଭିଡ୍-୧୯ ଟିକାକରଣ ବିଷୟକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। କେତେବେଳେ କୁହାଯାଉଛି ଟିକା ଆସିଲେ ପ୍ରଥମେ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ। ପୁଣି କୁହାଗଲାଣି ସମସ୍ତେ ଟିକା ପାଇବେ ନାହିଁ। ପୃଥିବୀବ୍ୟାପୀ ଟିକାର ଦେଖାଦର୍ଶନ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ…
ମା’ କୋଳ
ପ୍ର. ରମେଶ ଚନ୍ଦ୍ର ପରିଡ଼ା ଆମ ପରମ୍ପରାରେ ଶିଶୁକୁ ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ସ୍ନେହ-ଶ୍ରଦ୍ଧା ଦେଇ ଲାଳନପାଳନ କରିବାର ବିଧି ରହିଛି (ଲାଳୟେତ୍ ପଞ୍ଚବର୍ଷାଣି…)। ଏହା ତାକୁ ମାତାପିତା ଏବଂ ପରିବାରବର୍ଗଙ୍କ ସହିତ ଭାବପ୍ରବଣତା ସ୍ତରରେ ସମ୍ମିଳିତ ହେବାର ଅବକାଶ ଦିଏ।…
ଭକ୍ତିର ଋତୁ
ଦ୍ୱିତୀ ଚନ୍ଦ୍ର ସାହୁ କୃତି ପିଠିରେ ଲାଉ ହୋଇ ଆସିବ କୁହୁଡି। ପାହାଡ଼ର ମଥା ଛୁଇଁ ହାତଠାରି ଚାଲି ଯାଉଥିବ ପାହାଡି ମେଘ। ମାଛକାତିଆ ଆକାଶରେ ନୀଳ କିଏ ଢାଳି ଦେଇଥିବା। ଧଳା ଓ ନୀଳର ମିଶ୍ରଣରେ ଚିତ୍ରକରଟିଏ ଆଙ୍କିଥିବ ଆକାଶର…
ଏଇ ଭାରତରେ
ପରିବେଶ ସୁରକ୍ଷା ପାଇଁ ଜୀବିକାକୁ ପଛ କରି ଦେଇଛନ୍ତି ଉତ୍ତରାଖଣ୍ଡର ଚନ୍ଦନ ନୟଲ। ନଇଁଚାଳର ନୟିଗାଁ ନିବାସୀ ଚନ୍ଦନ ଚାକିରି ଛାଡି ଜଙ୍ଗଲ ସୃଷ୍ଟି କରିବା ସହ ତା’ର ସଂରକ୍ଷଣ କରୁଛନ୍ତି।୨୦୧୪ରେ ସେ ଇଲେକ୍ଟ୍ରୋନିକ୍ସରେ ଶିକ୍ଷା ଶେଷ କରି ଅଧ୍ୟାପକ ଭାବେ…
ଦୁଇଟି ଆଇନର ଆନ୍ଦୋଳନ
ଆକାର ପଟେଲ ସଂଖ୍ୟାଧିକ ଭାରତୀୟଙ୍କ ସମସ୍ୟାକୁ ଅଣଦେଖା କରି ତାକୁ ଏକ ଜାତୀୟ ସଙ୍କଟର ରୂପ ଦେବା କାର୍ଯ୍ୟ ସରକାର ପୂର୍ବରୁ କରିଛନ୍ତି। ଏବେ ଏହି ସରକାର ପୁଣି ଥରେ ସେଭଳି ସ୍ବଭାବ ଦେଖାଇଛନ୍ତି। ଠିକ୍ ଗୋଟିଏ ବର୍ଷ ପୂର୍ବରୁ ଭାରତର…
ଭାରତରୁ ଓଡ଼ିଶାର ଚିତ୍ର
ଡ. ପ୍ରମୋଦ କୁମାର ପଣ୍ଡା ନିଜର ଚେହେରା ବା ଛବି ବା ଫଟୋ ନିଶ୍ଚିତ ରୂପେ ନିଜକୁ ଭଲ ଲାଗେ। ସେଥିପାଇଁ ସମସ୍ତେ ଆତ୍ମସନ୍ତୋଷ ବା ତୃପ୍ତି ଲାଭ କରନ୍ତି। କେହି କେହି ସେଥିପାଇଁ ଗର୍ବ ମଧ୍ୟ ଅନୁଭବ କରନ୍ତି। ମାତ୍ର…
ଏଇ ଭାରତରେ
ନାଁ ତାଙ୍କର କରିମୁଲ୍ ହକ୍, କିନ୍ତୁ ତାଙ୍କୁ ଡାକନ୍ତି ଆମ୍ବୁଲାନ୍ସ ଦାଦା। ଘର ପଶ୍ଚିମବଙ୍ଗର ଜଲ୍ପାଇଗୁଡ଼ି ଜିଲାରେ। ସେ ରୋଗୀମାନଙ୍କୁ ମୋଟର ବାଇକ୍ରେ ହସ୍ପିଟାଲ ନେଉଛନ୍ତି। ଏବେ ସୁଦ୍ଧା ସେ ୫୫୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ସାରିଛନ୍ତି। କରିମୁଲ୍ଙ୍କ ବୟସ…
କରୋନା କାଳେ ପୋଷା ହାତୀ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ଲକ୍ଡାଉନ୍’ ଶବ୍ଦଟିର ଗୁରୁତ୍ୱ ଚଳିତ ୨୦୨୦ରେ ବହୁ ପରିମାଣରେ ବଢ଼ିଯାଇଛି। କଲିନ୍ସ ଇଂଲିଶ ଡିକ୍ଶନାରୀ ତରଫରୁ ଦଶଟି ପ୍ରମୁଖ ଶବ୍ଦକୁ ବାଛିବା ପାଇଁ ଗୋଟିଏ ସର୍ଭେ କରାଯାଇଥିଲା। ଏହି ତାଲିକାରେ ସ୍ଥାନ ପାଇଥିଲା- କରୋନା ଭାଇରସ, ସାମାଜିକ…
କର୍ପୋରେଟ୍ ହାତରେ ବ୍ୟାଙ୍କ୍ କେତେ ସୁରକ୍ଷିତ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଦେଶରେ ନିଜସ୍ବ ବ୍ୟାଙ୍କ୍ ଖୋଲିବା ପାଇଁ ବଡ଼ କର୍ପୋରେଟ୍ଗୁଡ଼ିକୁ ଅନୁମତି ଦେବା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ୍ର ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ତରଫରୁ ଏ ନେଇ ସୁପାରିସ କରିବା ସହିତ…
ଏଇ ଭାରତରେ
ଜଳ ପୃଥିବୀକୁ ସବୁଜ ସୁନ୍ଦର କରେ। ଜଳ ବି ଜୀବନର ସଞ୍ଜିବନୀ,ଏହା ଉପଲବ୍ଧିି କରିଛନ୍ତି ଯୋଗେଶ ଚୌହାନ। ପୁଣେର ଏହି ଏଚ୍ଆର୍ ପସର୍ର୍ନାଲ ଦହିଗାଓଁରେ ଜଳ ସଂରକ୍ଷଣ କରି ଭୂତଳ ଜଳସ୍ତର ବୃଦ୍ଧି କରିପାରିଛନ୍ତି। ଏହାଦ୍ୱାରା ସବୁ କୂଅ, ନଳକୂଅରେ ପାଣି…
ବଢୁଛି କ୍ୟାଡର ଅସନ୍ତୋଷ
ହରିୟାଣାରେ ଆଇଏଏସ୍ କ୍ୟାଡର ପଦବୀଗୁଡ଼ିକୁ ଅନ୍ୟସବୁ ସେବା ଛଡ଼ାଇ ନେଉଛନ୍ତି ଓ ଏଥିଲାଗି ମନୋହର ଖଟ୍ଟାର ସରକାରଙ୍କ ଲଗାତର ପ୍ରୟାସକୁ କେନ୍ଦ୍ର କରି ହରିୟାଣା ବାବୁମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ବୋଲିି ପୂର୍ବରୁ ଏକ ସ୍ତମ୍ଭରେ ଉଲ୍ଲେଖ କରାଯାଇଥିଲା। ହରିୟାଣା ସରକାର…
ବିଶ୍ୱ ଶିକ୍ଷକ
ବିଶ୍ୱର ସର୍ବଶ୍ରେଷ୍ଠ ଅସାଧାରଣ ଶିକ୍ଷକ ସମ୍ମାନ ପାଇବା ଲାଗି ଯୋଗ୍ୟତା କୌଣସି ଶିକ୍ଷାର ଡିଗ୍ରୀରେ ମପାଯାଇପାରି ନ ଥାଏ। ଅନ୍ୟମାନଙ୍କଠାରୁ ଅନନ୍ୟ ହେବାକୁ ହେଲେ ଜଣଙ୍କ ଚିନ୍ତାଧାରା ଓ ଆଦର୍ଶ ତାହା ଦର୍ଶାଇଦିଏ। ନିକଟରେ ଗ୍ଲୋବାଲ ଟିଚର ପ୍ରାଇଜ୍ ପାଇଥିବା ରଣଜିତ୍ସିଂ…
Archives


