ସମ୍ପାଦକୀୟ

ଜିଭ କାମୁଡ଼ିବା

ଡ. ସୁବାସ ଚନ୍ଦ୍ର ପାତ୍ର ଜିଭ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୈନନ୍ଦିନ କଥୋପକଥନରେ ଜିଭ ଶବ୍ଦର ମଧ୍ୟ ବ୍ୟାପକ ବ୍ୟବହାର ପରିଲକ୍ଷିତ ହୁଏ। କେତେ ରୂଢ଼ି, ସଂଳାପ, ବାକ୍‌ଚାତୁରି ଏହି ଜିଭ ଶବ୍ଦକୁ ନେଇ ସମୃଦ୍ଧ। ଅବଶ୍ୟ ଜିଭ…

ବିକାଶ ଆକଳନର ନୂଆ ମାନଦଣ୍ଡ

ମ୍ୟାକ୍ସଓ୍ବେଲ ଗୋମେରା ବିଶ୍ୱର ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ମହାମାରୀରେ ପୀଡ଼ିତ। ଏହି ସଂଖ୍ୟା କାନାଡା, ଫ୍ରାନ୍ସ ଓ ଇଂଲଣ୍ଡର ମୋଟ ଜନସଂଖ୍ୟା ସହ ପାଖାପାଖି ସମାନ। ଗତ ବର୍ଷେ ହେଲାଣି ଉକ୍ତ ମହାମାରୀ ସମସ୍ତଙ୍କୁ ଦାରିଦ୍ର୍ୟ ଭିତରକୁ…

ଅମୃତ ସମାନ ଅମ୍ଳଜାନ

ବୈଷ୍ଣବ ମେହେର ମାନବ ସମାଜକୁ ଭୟ ଓ ଆତଙ୍କ ଭିତରେ ରଖିଥିବା କରୋନାର ଦ୍ୱିତୀୟ ଲହର ଦିନକୁଦିନ ସାଂଘାତିକ ରୂପ ନେବାରେ ଲାଗିଛି l ବିଶେଷଜ୍ଞଙ୍କ ଆକଳନ ଅନୁସାରେ ମେ’ ମାସ ଶେଷ କିମ୍ବା ଜୁନ୍‌ ପ୍ରଥମାର୍ଦ୍ଧରେ ସଂକ୍ରମଣର ଲହର ଶୀର୍ଷ…

ଟିକା ବ୍ୟବସାୟ

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ପ୍ରଥମେ କଲିକତା ହାଇକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ସମାଲୋଚନା କଲେ। ତା’ପରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ହତ୍ୟାକାରୀ ଆଖ୍ୟା ଦେଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ରା ଭଙ୍ଗ ହେଲା। କରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ…

ପ୍ରାଣୀ ଚମଡ଼ାର ବିକଳ୍ପ

ମାନେକା ଗାନ୍ଧୀ ପ୍ରାଣୀ ମାଂସ ଖାଇବା ଓ ପ୍ରାଣିଜ ଉପତ୍ାଦ ପିନ୍ଧିବାରେ ମୁଁ ଏକ ପରିବର୍ତ୍ତନ ଦେଖିବାକୁ ଯାଉଛି। ବିଶ୍ୱର ବୃହତ୍‌ କଂସେଇଖାନା କମ୍ପାନୀ ଏବଂ ନିବେଶକମାନେ ଲାବରେଟୋରିରେ ରିୟଲ ମିଟ୍‌ ବା ଅସଲି ମାଂସ (ଏହାକୁ ମଧ୍ୟ କ୍ଲନ୍‌ ମିଟ୍‌…

କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା

ଡା.ସମ୍ରାଟ କର ରାଜ୍ୟର ସମସ୍ତ ସହରାଞ୍ଚଳରେ ପୂର୍ବଭାବେ ସପ୍ତାହାନ୍ତ ଶନିବାର ଓ ରବିବାର ଲକ୍‌ଡାଉନ ଆରମ୍ଭ ହୋଇଛି। ଯଦିଓ ଏହା ପୂର୍ବରୁ ବିଶେଷକରି ଦ୍ୱୈତନଗରୀରେ ରାତି ନଅରୁ ପରଦିନ ସକାଳ ପାଞ୍ଚ ପର୍ଯ୍ୟନ୍ତ କର୍ଫ୍ୟୁ ରହୁଛି। ବାସ୍ତବ କଥା ହେଉଛି, ଦେଶବ୍ୟାପୀ…

ବିଭୀଷିକାର ବ୍ୟବଚ୍ଛେଦ

ଉପେନ୍ଦ୍ର ବିଶ୍ୱାଳ ସବୁଠି ଆତଙ୍କର ଆସ୍ତରଣ, ବିଭୀଷିକାର ବିତ୍ପାତ। ଏକ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଦଂଶନ କରୁଛି ସଭିଙ୍କୁ। ଠିକ୍‌ ବର୍ଷକ ତଳେ, ତାଲାବନ୍ଦର ତାଡନାରେ କି ହନ୍ତସନ୍ତ ହେଉ ନ ଥିଲା ଏ ଜୀବନ! ତଥାପି ଆମର ଚେତା ଆସିଲା…

ଏଇ ଭାରତରେ

ମେଡିକାଲ କ୍ୟାରିୟରକୁ ପଛରେ ପକାଇ ଆଇପିଏସ୍‌ ହେବା ପରେ ଡ. ସଂଗ୍ରାମ ପାଟିଲ ରୋଗୀ ସେବାକୁ ଭୁଲିପାରିନାହାନ୍ତି। ମହାରାଷ୍ଟ୍ରରେ ରହନ୍ତି ସଂଗ୍ରାମଙ୍କ ପରିବାର । ୧୮ ଜଣ ଡାକ୍ତର ତାଙ୍କ ପରିବାରରେ ଅଛନ୍ତି। ସଂଗ୍ରାମ ୨୦୧୫ରେ ଆଇପିଏସ୍‌ ପାଇଥିଲେ। ଏହାପରେ ସେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକୁ ପ୍ରଭାବିତ କରିବାରେ ଲାଗିଛି। ଫସଲ ନଷ୍ଟ ହେବା ଦ୍ୱାରା ମୁଖ୍ୟତଃ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। ସେମାନଙ୍କ ପାଇଁ କୃଷିବୀମାର ବ୍ୟବସ୍ଥା ରହିଥିତ୍ଲେ ବି ଭାରତରେ ଏଡି…

ଆସ ଗଛ କାଟି ଅକ୍ସିଜେନ୍‌ ଖୋଜିବା

ଡ. ଭାରତ ଭୂଷଣ ରଥ   କରୋନା ପୁଣି ଲେଉଟିଲା। ଲେଉଟାଣି କରୋନା ଖୁବ୍‌ ଦମ୍ଭର ସହିତ ଲେଉଟିଛି। ଏବେ କରୋନାର ନୂଆ ରୂପ ଏବଂ ନୂଆ ତମାସା। ସତରେ ଜନଜୀବନ ଅସ୍ତବ୍ୟସ୍ତ। ତେବେ ଏଥର ମାନବଶରୀରରେ ଅମ୍ଳଜାନ (ଅକ୍ସିଜେନ୍‌)ର ଅଭାବ…

ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ

ସୁମନ୍ତ କୁମାର ଭୂୟାଁ   ଭାରତୀୟ ସଂସ୍କୃତିରେ ଏକ ମୂଲ୍ୟବାନ୍‌ ଉପଦେଶ ରହିଆସିଛି- ତାହା ହେଲା, ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ। ଜ୍ୟେଷ୍ଠମାନଙ୍କୁ, ଶ୍ରେଷ୍ଠମାନଙ୍କୁ ନମସ୍କାର। ଯେତେବେଳେ ଯୌଥ ପରିବାରର ସଂସ୍କୃତି ପ୍ରଚଳିତ ଥିଲା; ସେତେବେଳେ ଜ୍ୟେଷ୍ଠମାନଙ୍କୁ ଜ୍ଞାନ, ଅଭିଜ୍ଞତା ଓ…

ଲେଖକ ଓ ସମ୍ବେଦନଶୀଳତା

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ନିକଟରେ ପ୍ରକାଶ ପାଇଥିବା ନିରଞ୍ଜନ ସାହୁଙ୍କ ଆତ୍ମଜୀବନୀ ‘କଥା ଅନେଶ୍ୱତ’ରେ ବର୍ଣ୍ଣିତ ଏକ ସମ୍ବେଦନଶୀଳ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଲେଖକ ଥାଆନ୍ତି ତହସିଲଦାର। ଦିନେ ସେ ଅଫିସରେ ପଶୁ ପଶୁ ଦେଖିଲେ ଜଣେ ବୁଢ଼ାଲୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri