ସମ୍ପାଦକୀୟ

ବ୍ୟସ୍ତ ହୁଅନାହିଁ

ଓଡ଼ିଶା ଉପକୂଳ ଅଞ୍ଚଳରେ ପ୍ରାୟତଃ ଅକ୍ଟୋବରରେ ଝଡ଼ବାତ୍ୟା ଦେଖାଦେଇ ଆସୁଥିଲା। ଗତ କିଛିବର୍ଷ ହେବ ମେ’ ମାସରେ ଅର୍ଥାତ୍‌ ଗ୍ରୀଷ୍ମ ସମୟରେ ବାତ୍ୟା ଆସି ବହୁ କ୍ଷୟକ୍ଷତି ଘଟାଉଛି। ମେ’ ୨୦୧୯ ‘ଫନୀ’ରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲା ବିଶେଷ…

ଏଇ ଭାରତରେ

ସ୍ବେରେଜ ପାଇପ୍‌ରେ ଏକ ନିଆରା ଘର ତିଆରି କରୁଛନ୍ତି ତେଲଙ୍ଗାନାର ପିରଲା ମନସା ରେଡ୍ଡୀ। ସେ ପଞ୍ଜାବର ଲଭଲୀ ପ୍ରଫେଶନାଲ ୟୁନିଭର୍ସିଟିରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସମ୍‌ନଭି କନଷ୍ଟ୍ରକ୍‌ସନ ଷ୍ଟାର୍ଟଅପ୍‌ ମାଧ୍ୟମରେ ନିର୍ମାଣ କରୁଥିବା ଏହି ଘରର ନାମ…

ସମ୍ପଦର ସ୍ବତ୍ୱବାନ ସମୁଦ୍ର

ଡ. ଅଜୟ କୁମାର ପାତ୍ର ଭାରତର ତିନି ପାର୍ଶ୍ୱରେ ସମୁଦ୍ର ତଥା ମହାସମୁଦ୍ର ଘେରି ରହିଛି। ଆମର ଜଳ ସମ୍ପଦ ଯେତେ ଅଧିକ ସମୃଦ୍ଧ ହେବ, ଅଧିକ ବ୍ୟାପକ ହେବ, ନୂତନ ଭୂତାଣୁ ବା ଜୀବାଣୁ ପ୍ରତିଷେଧକ ଔଷଧର ଉଦ୍ଭାବନ, ଅର୍ଥନୈତିକ…

ଧ୍ୱଂସ କ’ଣ ଏକମାତ୍ର ବିକଳ୍ପ

ଡ. ମାନସ ରଞ୍ଜନ ରଥ ଜୀବନ ଓ ମୃତ୍ୟୁ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ। ପରସ୍ପର ପରିପୂରକ। ମନୁଷ୍ୟ ଏହି ଦୁଇ ଗୋଟି ପାର୍ଶ୍ୱର ମଧ୍ୟବର୍ତ୍ତୀ ସତ୍ତା। ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ। ବିଦ୍ୟା, ବୁଦ୍ଧି, ବିବେକ ଓ ଚିନ୍ତା କରିବାର…

ଋଣ କର, ସାଥିରେ ଅଛୁ

ବର୍ତ୍ତମାନ ଭାରତୀୟ ଶାସନତନ୍ତ୍ରକୁ ଦେଖିଲେ କେନ୍ଦ୍ର ସରକାର ପ୍ରତ୍ୟେକ ବିଷୟରେ ରାଜ୍ୟ ପ୍ରତି ଥିବା ଦାୟିତ୍ୱକୁ ପରିତ୍ୟାଗ କରିଦେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକର କ୍ଷମତାକୁ ଛଡ଼େଇ ନେବାରେ ଧୁରନ୍ଧର। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ କେନ୍ଦ୍ରୀୟ ସ୍ତରରେ…

ଅସୁବିଧାରେ ଟିକା

କରୋନାକୁ ପ୍ରତିହତ କରିବା ଲାଗି ଟିକା ଅମୋଘ ଅସ୍ତ୍ର ବୋଲି କୁହାଯାଉଛି। ଭାରତରେ ଦୁଇଟି ଟିକା-କୋଭିଶିଲ୍ଡ ଓ କୋଭାକ୍ସିନ ଉପଲବ୍‌ଧ ହେଉଛି। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କୋଭିଶିଲ୍ଡ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ରେ ପ୍ରସ୍ତୁତ ହେଉଥିବା ବେଳେ ଇଣ୍ଡିଆନ୍‌…

ରାଜନୈତିକ ବିଚାର ନା ଆତଙ୍କବାଦ

ଅନିଲ କୁମାର ବିଶ୍ୱାଳ କୋଭିଡ୍‌ ବିରୋଧରେ ସାରା ଦେଶର ଜନତା ଲଢ଼େଇ କରୁଥିବା ବେଳେ ଆଉ ଏକ ଦୁଃଖଦାୟକ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଏପ୍ରିଲ ୩ ତାରିଖରେ ଛତିଶଗଡ଼ରେ, ଯେଉଁଠି ଦେଶର ସବୁଠାରୁ ଅଧିକ କରୋନା ସେତେବେଳେ ସଂକ୍ରମିତ…

ଚତୁର୍ଥ ଔଦ୍ୟୋଗିକ ବିପ୍ଳବ ଓ ଭାରତ

ବିପ୍ଳବ ଅର୍ଥ ହେଉଛି କୌଣସି ଅବସ୍ଥାର ଆତଙ୍କିତ, ଦ୍ରୁତ ଓ ପ୍ରାୟ ସମ୍ପୂର୍ଣ୍ଣ ପରିବର୍ତ୍ତନ। ମାନବ ସମାଜର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଯେତେବେଳେ କୌଣସି ନୂତନ ପ୍ରଯୁକ୍ତିବିଦ୍ୟା ଆବିଷ୍କୃତ ହୋଇଛି କିମ୍ବା ନୂତନ ଅବଧାରଣା ଆସିଛି, ସମାଜର ଆର୍ଥନୀତିକ…

ଏଇ ଭାରତରେ

ଜଳ ସଙ୍କଟ ଏବେ ଜଳ ସଂରକ୍ଷଣରେ ଅଭିନବ ଉପାୟ ଖୋଜିବାକୁ ବାଧ୍ୟ କରିଛି। ଏଥିପାଇଁ ସରକାର ହୁଅନ୍ତୁ ବା ବ୍ୟକ୍ତିବିଶେଷ, ପ୍ରାକୃତିକ ଜଳାଶୟର ସଂରକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି। କିନ୍ତୁ ଗୁଜରାଟର ଅମିତ୍‌ ଜୋଷୀଙ୍କ ବର୍ଷା ଜଳ ସଂରକ୍ଷଣ ପଦ୍ଧତି ଏବେ…

ସୋସିଆଲ ମିଡିଆ ଭୟ

ଆକାର ପଟେଲ ଟୁଇଟର୍‌ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଶେଷକରି ଏହାର ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟୁଇଟ୍‌ଗୁଡ଼ିକୁ ‘ମାନିପୁଲେଟେଡ୍‌ ମିଡିଆ’ ବୋଲି କହିଛି। ଭାରତକୁ ବଦନାମ କରିବା ଲାଗି କଂଗ୍ରେସର ଏହା ଏକ ଟୁଲ୍‌କିଟ୍‌ ଥିଲା ବୋଲି ଭାଜପା ପ୍ରଚାର କଲା। କିନ୍ତୁ…

ମଣିଷ ନା ପଶୁ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଶୀ ର୍ଷକଟି ଆମ ସାମାଜିକ ଜୀବନରେ ପରିଲକ୍ଷିତ ହେଉଥିବା ଏକ ବହୁକଥିତ ଆକ୍ଷେପୋକ୍ତି। ସୃଷ୍ଟିର ସକଳ ଜୀବମାନଙ୍କ ମଧ୍ୟରେ ଦିବ୍ୟଜ୍ଞାନର ଅଧିକାରୀ ମଣିଷ ଯେତେବେଳେ ନିମ୍ନତମ ମଣିଷତ୍ୱଠୁ ଦୂରେଇ ଯାଇ ବିବେକ ବିବର୍ଜିତ କୌଣସି…

ଏଇ ଭାରତରେ

ସଏଲ୍‌ଲେସ ଫାର୍ମ ବା ବିନାମାଟିର ଫାର୍ମ କଥା କେବେ ଶୁଣିଛନ୍ତି। ଏମିତି ଏକ ଫାର୍ମ ଗଢ଼ିଛନ୍ତି ଆଇଆଇଟି, ମୁମ୍ବାଇର ଦୁଇ ପୂର୍ବତନ ଛାତ୍ର। ସେମାନେ ୦.୫ ଏକର ଫାର୍ମରେ ମାସକୁ ୭,୦୦୦ କେ.ଜି. ପରିବା ଉପତ୍ାଦନ କରୁଛନ୍ତି ଓ ଏଥିତ୍ରୁ ରୋଜଗାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri