ଚାଇନା ତିଆରି
କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାର ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବୋଲି ୨୦୨୦ ପ୍ରାରମ୍ଭିକ ସମୟରେ ଜୋରଦାର ଆଲୋଚନା ହୋଇଥିଲା। ହେଲେ ତାହାକୁ ଚାଇନା ବାରମ୍ବାର ଖଣ୍ଡନ କରିଥିଲା। ଏହା ପରେ ଚର୍ଚ୍ଚା ହୋଇଥିଲା ଯେ, ଚାଇନାର ମାଂସ ବଜାରରୁ ଏହି…
ନିଶାର ମରଣଯନ୍ତା
ଡା. ଉମେଶ ଚନ୍ଦ୍ର ପାତ୍ର କିଛି କ୍ଷଣର ଉନ୍ମାଦନା ବା ଅବ୍ୟବସ୍ଥିତ ଦୈନନ୍ଦିନ ଭିତରେ ନିଶା ବ୍ୟବହାର କରୁଥିବା ଲୋକଟି ପ୍ରକାରାନ୍ତରେ ସେହି ନିଶା ଦାନବର କବଳିତ ହୋଇ ସାରିଥାଏ। ତେବେ ନିଶା ଯେ କେବଳ ମଦ, ଭାଙ୍ଗ, ଟାବ୍ଲେଟ ବା…
ବର୍ଷକରେ ପାଞ୍ଚ ସାତ ରକମର ଟିକା
ସହଦେବ ସାହୁ କରୋନା ଯେତିକି ଖରାପ କରିଛି, ସେତିକି ଭଲ କରିଛି ବୋଲି କହିବା। ସାରା ପୃଥିବୀକୁ ଏକ କରିଦେଲା, ସବୁ ବୈଜ୍ଞାନିକଙ୍କୁ ଟିକା ତିଆରି କାମରେ ଲଗାଇଦେଲା। ବର୍ଷକ ଭିତରେ ଛ’ ସାତଟା ଟିକା ତିଆରି ହେବା ସମ୍ଭବ ହୋଇଛି:…
ଏଇ ଭାରତରେ
ଦୁର୍ଗମ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ସନ୍ତୋଷ କୁମାର ପଣ୍ଡାଙ୍କ ଉଦ୍ୟମ ଏକ ଉଦାହରଣ ସୃଷ୍ଟି କରିଛି। ସନ୍ତୋଷଙ୍କ ବୟସ ୩୮ ଓ ସେ ରହନ୍ତି ଝାଡ଼ଖଣ୍ଡର ସିଂହଭୂମ ଜିଲାର ଦୁର୍ଗମ ଗଁା ଚାଇବସାରେ। ଏହି…
ଠିକ୍ ଉତ୍ତର ଦେଲେନି
ଆକାର ପଟେଲ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଆମେରିକା ଗସ୍ତର ପ୍ରଥମାର୍ଦ୍ଧ ସ୍ପଷ୍ଟତଃ ଅଧିତ୍କ ଫଳପ୍ରଦ ନ ଥିଲା। କାରଣ ଆମେରିକାନ ସେକ୍ରେଟାରୀ ଅଫ୍ ଷ୍ଟେଟ୍ଙ୍କୁ ଆମ ବୈଦେଶିକ ମନ୍ତ୍ରୀ ସାକ୍ଷାତ କରିବାକୁ ଯାଇଥିତ୍ଲେ ମଧ୍ୟ ତାଙ୍କୁ ସେହି ସମୟରେ…
ଭାରତୀୟ ଗଣତନ୍ତ୍ରର ଡିଜିଟାଲ ରୂପାନ୍ତର
ଅମର ପଟ୍ଟନାୟକ ମହାମାରୀ ଦ୍ୱିତୀୟ ଲହରରେ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ୍-ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏ ନେଇ ନିକଟରେ ମାଡ୍ରାସ ଏବଂ କଲିକତା ହାଇକୋର୍ଟ ନିର୍ବାଚନ କମିଶନର (ଇସି)ଙ୍କୁ କଡ଼ା ସମାଲୋଚନା କରିଥିଲେ।…
ସିମ୍ପାଜି ଗବେଷିକା
ଖେଳରେ ମାତି ରହିବା ସକାଶେ ମାତାପିତା ସାଧାରଣତଃ ପିଲାଙ୍କୁ ଟେଡି ବିୟର ବା ଭାଲୁ କଣ୍ଢେଇ ଦେଇଥାଆନ୍ତି। କିନ୍ତୁ ଛୁଆଟିଏ ଥିବା ବେଳେ ବାପା ତାଙ୍କୁ ସିମ୍ପାଜି କଣ୍ଢେଇ ବା ବଣମଣିଷର ଚିତ୍ରସଂଲଗ୍ନ ଖେଳଣା ‘ଜୁବ୍ଲି’ ଉପହାର ଦେଇଥିଲେ। ସେତିକିରେ ସନ୍ତୁଷ୍ଟ…
ନିରାପଦ ମାତୃତ୍ୱ: ଆଜିର ଆହ୍ବାନ
ଡା. କାନ୍ତୀ ନାୟକ ନିରାପଦ ମାତୃତ୍ୱ କହିଲେ ଉଭୟ ମାଆ ଓ ଶିଶୁର ସୁରକ୍ଷାକୁ ବୁଝାଏ। ଗର୍ଭଧାରଣ ଓ ପ୍ରସବ ବାବଦରେ ଉପଯୁକ୍ତ ଜ୍ଞାନ ହାସଲ ଏବଂ ଠିକ୍ ପଦକ୍ଷେପ ଦ୍ୱାରା ନିରାପଦ ମାତୃତ୍ୱ ଲାଭ ସମ୍ଭବ। ଏହାଦ୍ୱାରା ମାଆ ଓ…
ଏଇ ଭାରତରେ
ରାଜନୀତିରେ ମହିଳାମାନଙ୍କର ଭାଗୀଦାରି ବଢ଼ାଇବା ଏବଂ ହିଂସା ବିରୋଧରେ ଲଢ଼େଇ କରିବାକୁ ୧୬୦୦ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି ପଶ୍ଚିମବଙ୍ଗର ୪୫ ବର୍ଷୀୟା ଅନିନ୍ଦିତା ମଜୁମଦାର। ୨୦୧୬ରେ ଅନିନ୍ଦିତା ଇକ୍ୱିଡାଇଭର୍ସିଟି ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ପୁରୁଲିଆ, ବୀରଭୂମ ଏବଂ…
ଏଇ ଭାରତରେ
ସୀମା ରଥେଶ ଜଣେ ଶିକ୍ଷୟିତ୍ରୀ । ନିଜର ଦାୟିତ୍ୱ ନିର୍ବାହ କରିବା ସହ ସେ ୫ ଟନ୍ ତରଭୁଜ ଉପତ୍ାଦନ କରିବା କିଛି କମ୍ କଥା ନୁହେଁ। କେରଳର କସାରଗଡ଼ ଜିଲାର କୁମ୍ବଲାସ୍ଥିତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସେ ଗଣିତ ପଢ଼ାନ୍ତି।…
ଶବର ଠିକଣା ହଜିଛି
ଅକ୍ଷୟ କୁମାର ମିଶ୍ର ମନେପଡୁଛି ଏକ ଲୋକପ୍ରିୟ ଓଡ଼ିଆ ଭଜନର ପ୍ରଥମ ପଦ ‘ସ୍ବର୍ଗଦ୍ୱାର ମୋର ଶେଷ ଠିକଣା।’ ମଣିଷ ମରିଗଲେ ତାକୁ ଶବ କହନ୍ତି। ଘରେ ବାହାରେ ଡାକ୍ତରଖାନାରେ ଯେଉଁଠି ବି ମଣିଷ ମରୁ ନା କାହିଁକି ତା’ର ସତ୍କାର…
ଜଳବାୟୁ ନ୍ୟାୟ ଓ ସବୁଜ ପ୍ରତିବଦ୍ଧତା
ଡ. ଚିତ୍ତରଞ୍ଜନ ମିଶ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜଳବାୟୁ ପରିବର୍ତ୍ତନକୁ ସର୍ବୋଚ୍ଚ ଗ୍ଲୋବାଲ ଏଜେଣ୍ଡା ଭାବେ ବିଶ୍ୱ ପୃଷ୍ଠଭୂମିରେ ଉପସ୍ଥାପନ କରିପାରିଛନ୍ତି। ଏହା ମଧ୍ୟ ଟ୍ରାନ୍ସ-ଆଟଲାଣ୍ଟିକ୍ ସମ୍ପର୍କର ପୁନଃ ପ୍ରତିଷ୍ଠା କ୍ଷେତ୍ରରେ ଏକ ଅମୋଘ ଅସ୍ତ୍ର ଭାବେ ସାବ୍ୟସ୍ତ ହୋଇଛି।…
Archives


