ସମ୍ପାଦକୀୟ

ଶିକ୍ଷକ ପ୍ରଶିକ୍ଷଣରେ ପରିବର୍ତ୍ତନ ଲୋଡ଼ା

ଡ. ପ୍ରମୋଦ କୁମାର ପଣ୍ଡା ସଭ୍ୟତାର ଅଭ୍ୟୁଦୟରେ ଶିକ୍ଷା ଏକ ପ୍ରଗତିଶୀଳ ଗାଡ଼ିର ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ବିଦ୍ୟୟା ଅମୃତମ ଅଶ୍ମୁତେ। ଅର୍ଥାତ୍‌ ବିଦ୍ୟା ଦ୍ୱାରା ଅମୃତ ପ୍ରାପ୍ତି କରାଯାଇପାରିବ। ବିଭିନ୍ନ ଯୁଗରେ ମନୀଷୀଗଣଙ୍କ ଦ୍ୱାରା ଏହି…

କଥା ବିକ୍ରି

ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା କରୁନଥିଲେ। ପାଣି ଓ ପବନ (ବୋତଲ ଅମ୍ଳଜାନ) ଦିନେ ବଜାରରେ ବିକ୍ରି ହେବ, ଏକଥା…

ବାବୁଙ୍କ ଭୟ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ କହନ୍ତି, ନିକଟରେ କେନ୍ଦ୍ର ଆଇଏଏସ୍‌ ଅଧିକାରୀମାନଙ୍କର ଏମ୍ପାନେଲ୍‌ମେଣ୍ଟ ପଲିସି ବା ନିଯୁକ୍ତି ପାଇଁ ତାଲିକା…

ଏଇ ଭାରତରେ

ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍‌ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି? ଏମିତି ଚା ପ୍ରସ୍ତୁତ କରୁଛନ୍ତି ତ୍ରିପୁରାର ସମୀର ଜାମାତିଆ। ବାଉଁଶପତ୍ର ଚା’କୁ ସେ ୟୁରୋପ…

କରୋନାର ବୈଜ୍ଞାନିକ ବିଶ୍ଳେଷଣ

ସଂଜୟ କୁମାର ସାମନ୍ତରାୟ ସେଦିନ ଥିଲା ୨୦୧୯ ଡିସେମ୍ବର ୩୧ ତାରିଖ। ଚାଇନାର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ପ୍ରଥମ ଅବସ୍ଥାରେ ଭୂତାଣୁଜନିତ ନିମୋନିଆରୁ ଆରମ୍ଭ ହୋଇଥିଲା। ଏହା ଗୋଟିଏ ନୂଆ କରୋନା ଭୂତାଣୁ (ସାରସ୍‌-କୋଭ୍‌-୨)ରୁ ସୃଷ୍ଟି। କରୋନା ଭୂତାଣୁର…

ଜି-୭ ଓ ସର୍ବନିମ୍ନ ଟିକସ ହାର

ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍‌ ଆଗୁଆ ଦେଶଗୁଡ଼ିକ ୫ ଜୁନ୍‌ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍‌ଗୁଡ଼ିକ ଉପରେ ଟ୍ୟାକ୍ସ ବା ଟିକସ ବୃଦ୍ଧି କରିବାରେ ସେମାନଙ୍କ କ୍ଷମତାର ଆଧାର ହେବ। ତଥାପି ଏହି ଚୁକ୍ତି ପାଇଁ…

ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ ସ୍ବର ମିଳାନ୍ତି। କିନ୍ତୁ ବାପା ଏହି ଅଭିଯୋଗକୁ ବିଭିନ୍ନ ପ୍ରକାର ବାହାନା ଦେଖାଇ ଏଡ଼େଇ…

ଶାକାହାର ବନାମ ମାଂସାହାର

ମାନେକା ଗାନ୍ଧୀ ବ୍ରିଟେନ୍‌ର ବୃହତ୍ତମ ବେକରି ଗ୍ରେଗ୍‌ସ ବଜାରକୁ ଏକ ଭିଗନ୍‌(ଶୁଦ୍ଧ ଶାକାହାର) ସସେଜ୍‌ ରୋଲ୍‌ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ କରିଥିଲେ। ଭିଗନ୍‌ ରୋଲ୍‌ ଆଣିବାର ବେକରିର ଏଭଳି ଚିନ୍ତାଧାରାକୁ ସେ ‘ଘୃଣାଉପତ୍ନ୍ନକାରୀ’ ବୋଲି ଅଭିହିତ…

ଶୁଦ୍ଧତାର ସାମର୍ଥ୍ୟ

ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ ପ୍ରାର୍ଥନାଠାରୁ ବି ଅଧିକ ଶକ୍ତିଶାଳୀ। କେବେ ବ୍ୟର୍ଥ ଯାଏନା ସେମାନଙ୍କ ପ୍ରାର୍ଥନା। ଯାହାର ପରିଣତିରେ…

ସୁଧାର ଆଧାର ସଙ୍ଗୀତ ସୁଧାକର

ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସଙ୍ଗୀତର ବିଶେଷତ୍ୱ ହେଲା, ସଙ୍ଗୀତରେ ପ୍ରାଣ ସଞ୍ଚାର। ଈଶ୍ୱର ପ୍ରଦତ୍ତ କଣ୍ଠର…

ଏଇ ଭାରତରେ

ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ସିମେଣ୍ଟ ୨୫% ଅଧିତ୍କ ମଜଭୁତ। ସେମାନେ ବର୍ଜ୍ୟରେ ଫ୍ଲାଏ…

ଏଇ ଭାରତରେ

କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ, ସନ୍ତୋଷ କୋଚେରଲାକୋଟା ମହାରାଷ୍ଟ୍ରର ଓ୍ବାଥର ଏବଂ ନଣ୍ଡେଡ ଗାଁରେ କୃଷକମାନଙ୍କ ସହ ୬ ମାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri