ଏଇ ଭାରତରେ
ବହୁ ସମୟରେ ଆମ ଦେଶର ଚାଷୀମାନେ ଚାଷର ନୂୂଆ କୌଶଳ ଖୋଜି ସଫଳ ହେବା ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଇ ଯେମିତି ସଫଳତା ହାସଲ କରିଛନ୍ତି ମହାରାଷ୍ଟ୍ରର କୃଷକ ମକବୁଲ ଶେଖ୍। ଲାଟୁରର ନୀଳଗାଁ ନିବାସୀ ମକବୁଲ ୧୦ ଏଚ୍ପିର ଏକ…
ଆଉ ଏକ ଅଭିଯାନ
ଗତ ବର୍ଷ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ତାଙ୍କ ପ୍ରକାଶିତ ପୁସ୍ତକ‘ ଇଣ୍ଡିଆ ଅନ୍ଲିମିଟେଡ୍-ରିକ୍ଲେମିଂ ଦିଲଷ୍ଟ ଗ୍ଲୋରି’ରେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ବାବୁମାନେ ସୋସିଆଲିଷ୍ଟ ହ୍ୟାଙ୍ଗଓଭରର ଶିକାର ହୋଇଛନ୍ତି। କିଛି ନୂଆ କାର୍ଯ୍ୟରେ ସକ୍ରିୟତା ପ୍ରକାଶ କରୁୁନାହାନ୍ତି,…
ଅଭିନ୍ନ ଅଙ୍ଗ ମୋବାଇଲ
ବିପିନୀ ବିହାରୀ ରାଉତ ଚାଇନା ସହ ଭାରତର ମୁହାଁମୁହିଁ ସ୍ଥିତି ଉପୁଜିବା ପରେ ୫୯ଟି ଚାଇନିଜ ଆପ୍ ବ୍ୟାନ ହୋଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ସୋସିଆଲ ମିଡିଆ ଆପ୍ ୱିବୋ ତାଙ୍କ ଆକାଉଣ୍ଟରୁ ହଟାଇ ଦେଇଛନ୍ତି। ଚାଇନା ବିରୋଧରେ ଭାରତ…
ବିବର୍ତ୍ତନବାଦ ଓ ଡାରଓ୍ବିନ୍
ପ୍ରଫେସର ଡ. ଅଜୟ କୁମାର ପାତ୍ର ପୃଥିବୀରେ ଏକକୋଷୀରୁ ବହୁକୋଷୀ, ଏକରୁ ଅଧିକ, ଅଧିକରୁ ଏକାଧିକ, ସରଳରୁ ଜଟିଳ, ଜଟିଳରୁ ମହାଜଟିଳ, ଜାତିରୁ ପ୍ରଜାତି ଓ ପ୍ରଜାତିରୁ ଉପଜାତି ସୃଷ୍ଟି ହୋଇ ଚାଲିଛି କେଉଁ ଆଦିମକାଳରୁ; ଯାହାକୁ ଆମେ ବିଜ୍ଞାନ ଭାଷାରେ…
ଏଇ ଭାରତରେ
ତେଲେଙ୍ଗାନାର ଜଣେ ପୋଲିସ ଅଧିକାରୀଙ୍କ ମହାନତା ଏବେ ସାମ୍ନାକୁ ଆସିଛି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ ଏନ୍ .ଉଦୟ ରେଡ୍ଡୀ ଆଡିଲାବାଦ ଜିଲା ଜମଡା ଗାଁର ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇଦେଉଛନ୍ତି। ଚକ୍ଷୁ ଚିକିତ୍ସା…
ଟିକସ କମାଅ
ଦେଶରେ ତେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଡିଜେଲ ଓ ପେଟ୍ରୋଲ ଦର ଏବେ ଆକାଶଛୁଆଁ ହୋଇଛି। ସହରରେ ପେଟ୍ରୋଲ ଦର ଲିଟର ପିଛା ୮୮.୫୪ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ରହିଛି ୮୫.୦୨ ଟଙ୍କା। ତେଲ…
ବିଶ୍ୱତାପନ ଓ ପଶୁପାଳନ
ମାନେକା ଗାନ୍ଧୀ ସବୁ ଦୁଃଖଯନ୍ତ୍ରଣାର ମୂଳ କାରଣ ହେଉଛି ମଣିଷ ଏବଂ ତାହା ତାକୁ ହିଁ ସହିବାକୁ ପଡିବ। ଏହା ହେଉଛି ଈଶ୍ୱରଙ୍କର,ବିଶ୍ୱ କିମ୍ବା ପ୍ରକୃତିର ଏକ କଠୋର ନିୟମ । ଧନୀ ହେଉ କିମ୍ବା ଗରିବ, ପୃଥିବୀରେ କେହି ଜଣେ…
ଗାଁ ଅବଧାନ
ଅଲେଖ ଚନ୍ଦ୍ର ସାମଲ ଚାଟଶାଳୀ ଆଉ ‘ଅବଧାନ’ଙ୍କ କଥା କହିଲେ ଆମକୁ ପୁରୁଣା ଦିନକୁ ଫେରି ଯିବାକୁ ହେବ। ସ୍ବାଧୀନତା ପୂର୍ବ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ଘଟି ନ ଥିବା ବେଳେ ଅବଧାନ ହିଁ ଥିଲେ ସମସ୍ତଙ୍କ ଦୃଷ୍ଟିରେ ଯେମିତି…
ଅଦୃଶ୍ୟ ମାତ୍ର ଅପହଞ୍ଚ ନୁହେଁ
ରଞ୍ଜନ କୁମାର ଦାସ ପାଠକମାନେ ଲକ୍ଷ୍ୟ କରିଥିବେ ଛୋଟ ଛୋଟ କିରାନା ଦୋକାନରେ ମାଲିକଟି କାଉଣ୍ଟର ପାଖରେ ଦୃଶ୍ୟମାନ ଭାବେ ବସିଥାଏ। ଗରାଖଙ୍କ ବରାଦ ମୁତାବକ ଜିନିଷ ଆଣି ଦେବା ପାଇଁ ଦୋକାନରେ କାମ କରୁଥିବା ପିଲାଟି ଉପରେ ନିରନ୍ତର ପାଟି…
ଏଇ ଭାରତରେ
କୌଣସି ଅପରାଧ କରି ପୋଲିସ ହାତରେ ଧରାପଡ଼ିଲେ ଜେଲଦଣ୍ଡ ଭୋଗିବାକୁ ପଡିଥାଏ। ଏଥିପାଇଁ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ ଦଣ୍ଡ ମିଳିବାର ଆଇନ ରହିଛି। କିନ୍ତୁ ଏମିତି ଏକ ଘଟଣାକ୍ରମରେ କୁକୁଡ଼ାମାନଙ୍କୁ ବି ଜେଲଦଣ୍ଡ ଭୋଗିବାକୁ ପଡିଛି ତେଲଙ୍ଗାନାରେ। ଏହା ପୋଲିସର…
ଏଇ ଭାରତରେ
ଗ୍ରୀଡ୍ବିଦ୍ୟୁତ୍ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ । ଏମିତି ଏକ ଭଲ ଖବର ନେଇ ଆସିଛନ୍ତି ଉତ୍ତରପ୍ରଦେଶର ମୟଙ୍କ ଚୌଧୁରୀ। ଗାଜିଆବାଦରେ ରହନ୍ତି ମୟଙ୍କ। ସେ ତାଙ୍କ ଘରେ ବିଗତ ଦୁଇ ବର୍ଷ ହେବ ଅନ୍-ଗ୍ରୀଡ୍ ସୋଲାର ପ୍ୟାନେଲ…
ରାଜସ୍ଥାନ ପଲମରେ ଓଡ଼ିଶା ପିଠା
ଡ. ପ୍ରମୋଦ କୁମାର ପଣ୍ଡା ହଁ ପାଠକ ବନ୍ଧୁ! ଶୀର୍ଷକଟି ଅଡୁଆ ଅଡୁଆ ଲାଗୁଥିଲେ ମଧ୍ୟ ନିରାଟ ସତକଥା। ଆଜି ଆମର ସ୍ଥିତି ଏହା ପାଖରେ ପହଞ୍ଚି ଯାଇଛି। ରାଜଧାନୀ ଭୁବନେଶ୍ୱରରେ ମାଳ ମାଳ ଲୋକ ମାଟି ପଲମ ରାସ୍ତା…
Archives


