ଏଇ ଭାରତରେ
ବେଳେବେଳେ କୃଷକମାନେ ଯାହା ଆବିଷ୍କାର କରନ୍ତି ତାହାକୁ ବୈଜ୍ଞାନିକମାନେ ବି ଗ୍ରହଣ କରିଥାନ୍ତି। ଏଭଳି ଜଣେ କୃଷକ ହେଉଛନ୍ତି ତେଲଙ୍ଗାନାର ଚିନ୍ତଲା ଭେଙ୍କଟ ରେଡ୍ଡୀ। ସେ ବିକାଶ କରିଥିବା ନୂଆ କିସମର ଧାନ ଓ ଗହମରୁ ଭିଟାମିନ ‘ଡି’ ମିଳୁଛି। ସିକନ୍ଦରାବାଦର…
ଜୀବନରେ ଅପବ୍ୟୟ
ଡ. ସତ୍ୟ ନାରାୟଣ ମିଶ୍ର ବଞ୍ଚିବା ନିମନ୍ତେ ଆବଶ୍ୟକ ଉପକରଣ ତଥା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ବ୍ୟୟ ଯଥାର୍ଥ। ବ୍ୟୟ ଓ ଅପବ୍ୟୟ ମଧ୍ୟରେ ପ୍ରାସଙ୍ଗିକତା ଦୃଷ୍ଟିରୁ ପ୍ରଥମେ ଯେତେବେଳେ ଅପବ୍ୟୟ କଥା ଆଲୋଚନା ହୁଏ, ସେତେବେଳେ ଆଗ ବ୍ୟୟ କଥା…
ରାଜ୍ୟ ବଜେଟ: ସମ୍ବଳ ବାଧକ
ଡ. ସନ୍ତୋଷ କୁମାର ମହାପାତ୍ର ଫେବୃୟାରୀ ୨୨ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥତ୍କବର୍ଷ ପାଇଁ କାଗଜବିହୀନ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ସାଧାରଣତଃ ଏକ ବଜେଟକୁ ଯେତେବେଳେ ସମୀକ୍ଷା କରାଯାଏ, ନୋମିନାଲ ବା…
ଏଇ ଭାରତରେ
ଭୀମା ଚାଲଓ୍ବାଡିଙ୍କ ସାହସର ଗାଥା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ଗୋଆର ଭାସ୍କୋ ନିବାସୀ ସମ୍ପୃକ୍ତା ମହିଳାଙ୍କୁ ୧୫ ବର୍ଷ ବୟସରେ ଜଣେ ଦେହଜୀବୀ ହେବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେ ସେଥିରୁ ମୁକୁଳି ଏବେ ୮୦୦ କମ୍ ବୟସର ଦେହଜୀବୀଙ୍କୁ ଉଦ୍ଧାର…
ଛୋଟ ପଦକ୍ଷେପ
ବିଦେଶ ମନ୍ତ୍ରଣାଳୟ(ଏମ୍ଇଏ) ଅଧିକ ଯୁଗ୍ମ ସଚିବଙ୍କୁ କୂଟନୈତିକ କ୍ଷେତ୍ରରେ ଯୋଡ଼ିବାକୁ ଅତ୍ୟନ୍ତ ଉତ୍ସୁୁକତା ପ୍ରକାଶ କରିଛି। ବିଭିନ୍ନ ଦେଶରେ ସ୍ଥାପିତ ନୂଆ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସରେ କର୍ମଚାରୀ ନିଯୁକ୍ତି ପାଇଁ ଏଭଳି କରାଯାଇଛି। କିଛି ଦିନର ଅପେକ୍ଷା ପରେ ଏବେ…
ଆର୍ଥିକ ବୈଷମ୍ୟ ଓ ସାମାଜିକ ଚିତ୍ର
ପ୍ରଭାତ କୁମାର ଦାସ ଲେଖାଟି ଆରମ୍ଭ କରୁଛି, ନିଜ ବ୍ୟକ୍ତିଗତ ଅନୁଭବରୁ। ପଞ୍ଚଷଠି ମସିହାରେ ମୁଁ ଏକ ସରକାରୀ ଶିଳ୍ପ ଉଦ୍ୟୋଗରେ ଉତ୍ପାଦନ ବିଭାଗରେ ବୈଷୟିକ ଶିକ୍ଷାନବିସ ଭାବରେ ଯୋଗଦେଇଥିଲି। କିଛିଦିନ ପରେ ମୋତେ, ଉତ୍ପାଦନ ବିଭାଗରୁ କଞ୍ଚାମାଲ ବ୍ୟବସାୟିକ ବିଭାଗକୁ…
ଶିକ୍ଷା ବ୍ୟବସ୍ଥା ଚାରିଚକିଆ ଯାନ
ବୈକୁଣ୍ଠନାଥ ମିଶ୍ର ଆଜିର ଶିକ୍ଷା ବ୍ୟବସ୍ଥା ବିଶେଷକରି ସରକାରୀ ଶିକ୍ଷାନୁଷ୍ଠାନ ଉପରେ ନଜର ପକାଇଲେ ଯେ କେହି ସ୍ବାଭାବିକ ଭାବେ ଉଦ୍ବେଗ ପ୍ରକାଶ କରିବ ଯେ ଏହା କ’ଣ ସେହି ମଣିଷଗଢ଼ା ଅନୁଷ୍ଠାନ, ଯିଏ ଦିନେ ଆଜିର ସଭ୍ୟସମାଜର ମୂଳପିଣ୍ଡ ଗଠନର…
ଏଇ ଭାରତରେ
୪ ଜଣ ମହିଳା ୩,୦୦୦ ଟଙ୍କାରେ ଏକ କ୍ୟାଣ୍ଟିନ୍ ଆରମ୍ଭ କରି ଏବେ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଥିବା ଘଟଣା ସାମ୍ନାକୁ ଆସିଛି ମୁମ୍ବାଇରେ। ଇନ୍ଦୁମତୀ ବ୍ରାଭେ, ଊଷା ମନେରିକା, ଜୟଶ୍ରୀ ସାମନ୍ତ ଏବଂ ସୁଭଦ୍ରା କୋଥାଓ୍ବାଲେ ଏହି…
କୃଷି ଉପେକ୍ଷିତ
ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏଥିତ୍ରେ ୧.୭୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଗତ ଆର୍ଥିକ ବର୍ଷ ବଜେଟଠାରୁ ଏହା ପ୍ରାୟ୧୩% ଅଧିକ। ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଋଣ…
ଷଣ୍ଢମାନଙ୍କୁ ନିର୍ଯାତନା
ମାନେକା ଗାନ୍ଧୀ ବିଶ୍ୱରେ ଭାରତରେ ସବୁଠୁ ବେଶି ଗୋରୁ ଅଛନ୍ତି। ସେମାନେ ମନ୍ଦିରରେ ପୂଜା ପାଉନାହାନ୍ତି କି ସେମାନଙ୍କୁ ଆଉ ଗ୍ରାମାଞ୍ଚଳର ଖୋଲା ସ୍ଥାନରେ ବୁଲି ଖାଇବା ଦେଖାଯାଉନାହିଁ। ହେଲେ କୃଷକମାନଙ୍କ ଫସଲ ଖାଇବାକୁ ଆସିଲେ ସେମାନଙ୍କୁ କୃଷକମାନେ ବାଡାଉଛନ୍ତି। ସହରାଞ୍ଚଳର…
ମାନସିକ ସ୍ବାସ୍ଥ୍ୟ ଆଇନ ଓ ପୋଲିସ
ରାଜୀବ କର୍ମି ମାନସିକ ସ୍ବାସ୍ଥ୍ୟ ଯତ୍ନ ଆଇନକୁ ଆସନ୍ତା ଏପ୍ରିଲରେ ଚାରି ବର୍ଷ ପୂରିବ। ଅନେକ ତର୍କ ବିତର୍କ ଏବଂ ବିଚାରବିମର୍ଶ ପରେ ଏହି ଆଇନ ୨୦୧୭ରେ ପ୍ରଣୟନ ହୋଇଥିଲା। ଏଥିରେ ମୁଖ୍ୟତଃ ଘରେ ରହୁଥିବା ଓ ବାହାରେ ବୁଲୁଥିବା ମାନସିକ…
ମହିମା ଗୋସେଇଁ
ଡ. ଉଦ୍ଧବ ଚରଣ ନାୟକ ମହିମା ଗୋସେଇଁ ବା ମହିମା ସ୍ବାମୀ ହେଉଛନ୍ତି ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା। ତାଙ୍କର ମାତାପିତା, ଜନ୍ମ ସମୟ ଓ ଜନ୍ମସ୍ଥାନ ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ପ୍ରାପ୍ତ ନ ହୋଇ ମହିମା…
Archives


