ହସ, ରୋଗ ଓ ବିନୟଭାବ
ଡ. ବାଇଧର ସାହୁ ଚାର୍ଲି ଚାପ୍ଲିନ ବା ଚାର୍ଲି ଭାବରେ ସମଗ୍ର ପୃଥିବୀରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ୧୮୮୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ପରିବାରଟି ଦରିଦ୍ର ଥିବାରୁ ସମସ୍ତଙ୍କ ଭରଣ ପୋଷଣ ପାଇଁ ତାଙ୍କ ମାଆଙ୍କୁ ମଧ୍ୟ…
ଏଇ ଭାରତରେ
ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ, ଯାହା ପ୍ରମାଣ କରିଛନ୍ତି ବବିତା ଭଟ୍ଟ। ସଫ୍ଟଓ୍ବେର ପ୍ରଫେଶନାଲ ବବିତା ଚାକିରି ଛାଡି ହିମାଳୟ ଅଞ୍ଚଳର ଚାଷୀମାନଙ୍କୁ ରୋଜଗାର ବଢ଼ାଇବାର ବାଟ ଦେଖାଉଛନ୍ତି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତି ଚାଷକୁ ପ୍ରୋତ୍ସାହିତ କରିବା…
ଆତ୍ମନିର୍ଭର ବନାମ ବିଶ୍ୱନିର୍ଭର ଭାରତ
ଡ. ଷ୍ଟାଲିନ୍ ମିଶ୍ର ଦେଶରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଫଳ ବୋଲି ପ୍ରମାଣିତ ହୋଇଛି। କରୋନାର କରାଳଛାୟାରେ ପରିବାର, ସମାଜ ତଥା ଦେଶର ଅର୍ଥନୀତି ଆଜି ଧ୍ୱସ୍ତ। ମହାମାରୀକୁ ରୋକିବା ପାଇଁ ଓ ଅର୍ଥନୀତିକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ସମସ୍ତ ପ୍ରୟାସ…
ଏଇ ଭାରତରେ
ମୃତ୍ୟୁ ପରେ ଉପଯୁକ୍ତ ମର୍ଯ୍ୟାଦା ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କିନ୍ତୁ ଏବେ ମହାମାରୀ ସମୟରେ ଅନେକାଂଶରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଲକ୍ଷ୍ୟକରି କୋଭିଡ୍ ମୃତକଙ୍କୁ ମର୍ଯ୍ୟାଦା ସହ କବର ବା ସମାଧି ଦେଉଛନ୍ତି ବେଙ୍ଗାଲୁରୁର ନିକୋଲି ଚେରିୟନ୍ ଓ…
ବ୍ଲାକ୍ ଫଙ୍ଗସ୍ ବିପଦ
ନାରାୟଣ ଚନ୍ଦ୍ର ବିଶ୍ୱାଳ ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟାବହତା ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍ ଫଙ୍ଗସ୍ ରୋଗୀ। ଷ୍ଟେରଏଡ୍ର ଅତ୍ୟଧିକ ବ୍ୟବହାର ସହ ଅଧିକ ଦିନ ଆଇସିୟୁରେ ରହିବା ଦ୍ୱାରା ବ୍ଲାକ୍ ଫଙ୍ଗସ୍ ରୋଗ ହୋଇଥାଏ। ଦିଲ୍ଲୀ…
ହଜିନି ମଣିଷପଣିଆ
ରଂଜନ କୁମାର ଦାସ କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ମଣିଷ-ମଣିଷଙ୍କ ଭିତରେ ସମ୍ପର୍କର ସୂତ୍ର କ୍ଷୀଣତର ହେଇହେଇ ଯାଉଚି। ମାସ ମାସ ଧରି କେହି କାହା ମୁହଁ ଦେଖିଲେ ନାହିଁ। କଥାବାର୍ତ୍ତା କମିଗଲା। କେହି କାହା କଥା ଶୁଣିବାକୁ…
ପଦ୍ମ ଭଳି ଟିକା
କରୋନାକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଟିକାକୁ ବଡ଼ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ସେଥିପାଇଁ ସମସ୍ତେ ଏହାକୁ ନେବା ସକାଶେ ଚେଷ୍ଟା କରୁଛନ୍ତି। କିନ୍ତୁ ଏହାର ଯୋଗାଣ ଠିକ୍ ଭାବେ ଉପଲବ୍ଧ ହେଉ ନ ଥିବାରୁ ଲୋକେ ଡହଳବିକଳ ହେଉଛନ୍ତି।…
ଏଇ ଭାରତରେ
ବିନା ମାଟିରେ ଗ୍ରୋ ବ୍ୟାଗ୍ରେ ପରିବା ଫଳୁଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଜଣେ କୃଷି ଅଧିକାରୀ ଜନ୍ ଶେରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। କେରଳର ଏଗ୍ରିକଲ୍ଚର ଇନୋଭେଶନ ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ଜନ୍ ବିନା ମାଟିରେ…
ଏକ ଯୁଗାନ୍ତକାରୀ ରାୟ ସପକ୍ଷରେ
ରାଜୀବ କୁମାର ନାୟକ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ୧୧ ମାର୍ଚ୍ଚ ୨୦୨୦ରେ ଜାରି କରା ଯାଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦ରୁ କମ୍ ପିଲାଥିବା ବିଦ୍ୟାଳୟକୁ ପାଖ ସ୍କୁଲରେ ମିଶ୍ରଣ କରିବା ନିଷ୍ପତ୍ତିକୁ ଇତିମଧ୍ୟରେ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି…
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପାଇଁ ସତର୍କ ଘଣ୍ଟି
ହରେକୃଷ୍ଣ ପଣ୍ଡା ଭାରତରେ କରୋନା ସଂକ୍ରମଣ ସ୍ଥିତିର ଭୟାବହତାକୁ ଦେଖି ବିଶ୍ୱ ପାଇଁ ଏହା ସତର୍କ ଘଣ୍ଟି ବୋଲି ୟୁନିସେଫ୍ କହିଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ମେଡିକାଲ ଜର୍ନାଲ ଲାନ୍ସେଟର ସମ୍ପାଦକୀୟରେ କରୋନା ପରିଚାଳନାକୁ ନେଇ ଭାରତ ସରକାରଙ୍କ…
ନିଜ ବସ୍ତ୍ର ପରକୁ ଦେଇ
କରୋନା ଭାଇରସ୍ ନିୟନ୍ତ୍ରଣ ଉପରେ ଗଠିତ କେନ୍ଦ୍ର ସରକାରଙ୍କ କୋଭିଡ୍ ପ୍ୟାନେଲରୁ ପ୍ରସିଦ୍ଧ ଭୂତାଣୁ ବିଜ୍ଞାନୀ ଶହିଦ ଜମିଲ ଓହରି ଯାଇଛନ୍ତି। କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାର କାରଣ ସେ ଦର୍ଶାଇ ନାହାନ୍ତି। ଏହା କୁହାଯାଉଛି ଯେ, ବିଭିନ୍ନ ସମୟରେ…
ଦୃଷ୍ଟିଭଙ୍ଗ ହେଲାଣି
କରୋନା ମହାମାରୀଜନିତ ସ୍ଥିତିକୁ ପରିଚାଳନା କରିବାରେ ଭାରତ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଦେଶର କୋଣ ଅନୁକୋଣରେ ଆଲୋଚନା ହେଉଛି। ସେପ୍ଟେମ୍ବର ୨୦୨୦ରେ କୋଭିଡ୍-୧୯ ଭାରତରେ ଶୀର୍ଷ ଛୁଇଁଥିଲା ସତ, କିନ୍ତୁ ତାହାର ପ୍ରଭାବ ପରବର୍ତ୍ତୀ ସମୟରେ ହ୍ରାସ ପାଇ…
Archives


