ଚିପ୍କୋ ଆନ୍ଦୋଳନ ଓ ପ୍ରକୃତିର ତାଣ୍ଡବ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଫେବୃୟାରୀ ୭, ୨୦୨୧ ଦିନ ପ୍ରାୟ ୧୦ଟା। ସବୁଦିନ ଭଳି ସେଦିନ ମଧ୍ୟ ଉତ୍ତରାଖଣ୍ଡର ଚାମୋଲି ଅଞ୍ଚଳର ତପୋଭୂମି ହସୁଥିଲା ସୂର୍ଯ୍ୟକିରଣରେ । ହଠାତ୍ ମାଡ଼ି ଆସିଲା ଖଣ୍ଡପ୍ରଳୟ, ଋଷିଗଙ୍ଗା ଏବଂ ଧଉଳି ଗଙ୍ଗା…
ସେଠି ବସି ଏଠି ମାଡ଼
ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଗତବର୍ଷ ଅକ୍ଟୋବର ୧୨ ତାରିଖରେ ବଡ଼ଧରଣର ବିଦ୍ୟୁତ୍ ବିଭ୍ରାଟ ଘଟିଥିଲା। ଚଳଚଞ୍ଚଳ ଏହି ମହାନଗରୀ କାର୍ଯ୍ୟ ଦୁଇ ଘଣ୍ଟାରୁ ଅଧିକ ସମୟ ବନ୍ଦ ହୋଇଯାଇଥିଲା। ଏବେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ,…
ଆମେ ଖାଇବା କ’ଣ
ପ୍ରେମାନନ୍ଦ ନାୟକ ଜଗତର କଲ୍ୟାଣ ତଥା ଜୀବନ ଧାରଣ ପାଇଁ ସୃଷ୍ଟିକର୍ତ୍ତା ତାଙ୍କ ସୃଷ୍ଟିରେ ସୁବନ୍ଦୋବସ୍ତ କରିଛନ୍ତି। ବିଡମ୍ବମନାର ବିଷୟ, ଆଜିର ସ୍ବାର୍ଥାନ୍ବେଷୀ ମଣିଷ କେବଳ ଅଧିକ ଅର୍ଥ ଉପାର୍ଜନ ଲାଳସାରେ ସୃଷ୍ଟିର ସବୁ ପଦାର୍ଥକୁ ଭେଜାଲ ବା ଅପମିଶ୍ରଣ କରି…
ସୀମାର ଦୁଃଖ
ଅନିଲ କୁମାର ବିଶ୍ୱାଳ ଏବେ ଆମ ରାଜ୍ୟରେ ଚର୍ଚ୍ଚା ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳକୁ ନେଇ। ଆନ୍ଧ୍ର ସରକାର ଓଡ଼ିଶାର କିଛି ଅଞ୍ଚଳରେ ନିର୍ବାଚନ କରାଇଛନ୍ତି। ଓଡ଼ିଶା ସରକାରଙ୍କ ବିରୋଧ ସତ୍ତ୍ୱେ, ସୁପ୍ରିମକୋର୍ଟର ସ୍ଥିତାବସ୍ଥା ବଜାୟ ରଖିବାର ନିର୍ଦ୍ଦେଶ, ଦେଶର ଆଦର୍ଶ…
ଏଇ ଭାରତରେ
ଗୁଆହାଟି ଆଇଆଇଟି ଗବେଷକମାନେ ଏକ ପ୍ରକାର ବର୍ନର ବିକାଶ କରିଛନ୍ତି, ଯାହା ଇନ୍ଧନ ବାବଦରେ ଖର୍ଚ୍ଚ ୪୦ ପ୍ରତିଶତ କମାଇପାରୁଛି। ଏହି ବର୍ନରର ନାମ ରଖାଯାଇଛି ପୋରୋସ ରାଡିଆଣ୍ଟ ବର୍ନର (ପିଆରବି)। ଏହା ଏଲ୍ପିଜି, ବୟୋଗ୍ୟାସ୍ ଏବଂ କିରୋସିନ ଭଳି ଇନ୍ଧନ…
ଗୃହିଣୀଙ୍କ ହାହାକାର
ଭାରତରେ ପୂର୍ବରୁ ରୋଷେଇ ଲାଗି କାଠ, ଘଷି, ଛଣକୁଟା, ପତ୍ର, ତୈଳବୀଜ ଜାତୀୟ ଫସଲର ଚୋପା ସହ କୋଇଲା ଆଦି ବ୍ୟବହାର କରାଯାଇଆସୁଥିଲା। ଏହାଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଉଛି ବୋଲି କୁହାଯାଇ କେନ୍ଦ୍ର ସରକାର ଗରିବ ଓ ଅସହାୟଙ୍କୁ ଲିକ୍ୟୁଫାଏଡ୍…
ଯେତେ ଅଧିକ ନିୟମାବଳୀ
ସାମାଜିକ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ୨୫ ଫେବୃୟାରୀରେ କେନ୍ଦ୍ର ସରକାର ନୂଆ ନିୟମାବଳୀ ଆଣିଛନ୍ତି। ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବର ଓ ଘୃଣା ବୃଦ୍ଧିକାରୀ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ସକାଶେ ଏଭଳି ନିୟମାବଳୀ ଆଣିବାର ଆବଶ୍ୟକତା…
ଉପେକ୍ଷିତ ମାତୃତ୍ୱ
ଡ. ପ୍ରଫୁଲ୍ଲ କୁମାର ସାହୁ ମମତା ଅଜାଡ଼ି ଦେବାର ଅନ୍ୟ ନାମ ମାଆ। ଆମ ଜୀବନ ଭୂମିକୁ ସିକ୍ତକରି ବହିଯାଇଥିବା ଏକ ଶୀତଳ ଝର। କିଏ ତାକୁ ବାତ୍ସଲ୍ୟର ବାରିଧାରା କହେ ତ କିଏ କହେ ସେବା ଓ ସହନଶୀଳତାର କୋମଳ…
ପିଲା ମନ
ଅଞ୍ଜନ ଚାନ୍ଦ ଏବେ ମୁଁ ସ୍କୁଲକୁ ଯିବାକୁ ଗାଁଭିତରେ ରାସ୍ତାଟିଏ ପାଇଯାଇଛି। ମୋତେ ଆଉ ସବୁଦିନ ଚଳଚଞ୍ଚଳ ରାଜରାସ୍ତାକୁ ଯିବାକୁ ପଡୁନାହିଁ। ଯିବାଆସିବାରେ ପାଞ୍ଚ କିଲୋମିଟର ରାସ୍ତା ଓ ଦଶ ମିନିଟ୍ ସମୟ କମ୍ ପଡୁଛି। ଗାଁ ରାସ୍ତାରେ କେତେ ଅନ୍ତରଙ୍ଗ…
ଏଇ ଭାରତରେ
ମହିଳାମାନେ କୃଷି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇପାରିବେ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ସାନ୍ନା ଖାଁ। ମିରଟ ନିବାସୀ ୩୧ ବର୍ଷୀୟା ସାନ୍ନା ଜୈବିକ କୃଷି ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ସହ ଜିଆଖତ ପ୍ରସ୍ତୁତ କରି ବର୍ଷକୁ ୧ କୋଟି…
ଖାତିର ନାହିଁ
ଆକାର ପଟେଲ ୱାଶିଂଟନ ପୋଷ୍ଟ ସମ୍ପାଦକୀୟ ବୋର୍ଡ ଲେଖିଛି ଯେ,ଭାରତର ଗଣତନ୍ତ୍ର ଦାବି ଉପରେ ପ୍ରଶ୍ନ ଉଠାଇବା ଉଚିତ। ସଂସଦରେ ବିନା ଭୋଟରେ କୃଷି ଆଇନ ପ୍ରଣୟନ ହେବାଠାରୁ ଯୁବତୀମାନଙ୍କୁ ଜେଲରେ ରଖିବା ଯାଏ,ସରକାରରେ ଯାହାସବୁ ଘଟୁଛି ସେ ସମ୍ପର୍କିତ ଉପଲବ୍ଧ…
ମହାଜାଗତିକ ଆହ୍ବାନ
ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ପ୍ରଫେସର ଡ. ଅଜୟ କୁମାର ପାତ୍ର ଯାହାର ଭୂଗୋଳ ଯେତେ ସୁନ୍ଦର, ତାହାର ଇତିହାସ ସେତେ କଳଙ୍କିତ। ପୃଥିବୀ ଓ ଦ୍ୱିତୀୟ ପୃଥିବୀ ମହାସମରର ଭୟାବହତା, ନାଗାସାକି ଓ ହିରୋଶିମାର ବୀଭତ୍ସ ରୂପ ଏବଂ ବିଗତ…
Archives


