କାରାଗାର
ନିମାଇଁ ଚରଣ ଲେଙ୍କା ସଂସାରରେ ଦୁଃଖୀଲୋକ ସୁଖୀଲୋକଠାରୁ ଅଧିକ ଭାଗ୍ୟବାନ। କାରଣ ସୁଖଭୋଗ ପୁଣ୍ୟଫଳରୁ ଖର୍ଚ୍ଚହୁଏ, କିନ୍ତୁ ଦୁଃଖଭୋଗ ପାପଫଳରୁ ଖର୍ଚ୍ଚହୁଏ। ଜଣେ ଦୁଃଖଭୋଗ କରୁଥିଲେ ମଧ୍ୟ ପୁଣ୍ୟକର୍ମ କରିଚାଲିଲେ ପାପଫଳ ଶୂନ୍ୟହୋଇ ପୁଣ୍ୟଫଳ ଜମା ହୋଇଯାଏ, କିନ୍ତୁ ସୁଖୀଲୋକ ପୁଣ୍ୟକର୍ମ…
ବିକାଶ କେତେଦୂର
ଇଂ. ଶକ୍ତି ପ୍ରସାଦ ଦାସ ଏକ ଜନ କଲ୍ୟାଣକାରୀ ରାଷ୍ଟ୍ର ହିସାବରେ ଭାରତର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବରେ ବିକାଶମୂଳକ ନୀତି ଘୋଷଣା କରୁଛନ୍ତି ଓ ମାଳ ମାଳ ଯୋଜନା ଆଣୁଛନ୍ତି। କିନ୍ତୁ ଜାତିସଙ୍ଘର ‘ବିଶ୍ୱ ମାନବ…
ଏଇ ଭାରତରେ
ଭାରତୀୟ ନାରୀଙ୍କ ଧୈର୍ଯ୍ୟ, ସହନଶୀଳତା ତଥା ସେବା ମନୋଭାବ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ଆସିଛି, ଯାହା ଏବେ ପ୍ରମାଣିତ କରିଛନ୍ତି ଦିଲ୍ଲୀର ଉଷା ଗୁପ୍ତା। ବୟସ ୮୭। କୋଭିଡ୍ ମହାମାରୀରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ସଂକ୍ରମିତଙ୍କୁ…
ଏଇ ଭାରତରେ
କୃଷିର ଉନ୍ନତିରେ ଦେଶର ଉନ୍ନତି, ଏହା ଉପଲବ୍ଧିି କରିଛନ୍ତି ନାସାର ପୂର୍ବତନ ବୈଜ୍ଞାନିକ ଡ. ପରାଗ ନର୍ଭେକର। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ୧୨ ବର୍ଷ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ମହାରାଷ୍ଟ୍ରରେ କୃଷି ଓ କୃଷକଙ୍କ ବିକାଶରେ…
ବିଶ୍ୱାସର ସଙ୍କଟ
ଡ. ଚିନ୍ତାମଣି ପଣ୍ଡା ଲୋକ ଚରିତ୍ରରେ ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ନ ରହିଲେ ସମାଜର ସ୍ଥିତି କଳ୍ପନା କରିହୁଏନା। ମାନବ ଏକ ସାମାଜିକ ପ୍ରାଣୀ ହେଲେ ମଧ୍ୟ ନିଜକୁ କିମ୍ବା ନିଜର ପରିବାରକୁ ଶୃଙ୍ଖଳାବଦ୍ଧ କରି ଅନୁଶାସନରେ…
ଅଘୋଷିତ ଜରୁରୀ ପରିସ୍ଥିତ
ଡ. ସନ୍ତୋଷ କୁମାର ମହାପାତ୍ର ଏଥିରେ କୌଣସି ସନ୍ଦେହ ନାହିଁଯେ ଇନ୍ଦିରା ଗାନ୍ଧୀଙ୍କ କାଳରେ ଜରୁରିକାଳୀନ ସ୍ଥିତି (୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭) ଭାରତୀୟ ଗଣତନ୍ତ୍ରର ଘୋର ଅନ୍ଧକାର ସମୟ ଥିଲା। ଇନ୍ଦିରା ଗାନ୍ଧୀ ଏଥିପାଇଁ ନିର୍ବାଚନରେ…
ବିପ୍ଳବଙ୍କ ଭୟ
ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ୍-ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି)ର ଏକ ଟିମ୍ ନିକଟରେ ତ୍ରିପୁରା ଗସ୍ତରେ ଯାଇଥିଲା। ରାଜ୍ୟର କେତେକ ସ୍ଥାନ ବୁଲି ସେଠାକାର ଶାସନ ସଂକ୍ରାନ୍ତରେ ସାଧାରଣରେ ମତ ସଂଗ୍ରହ କରୁଥିବା ୨୨ ଜଣିଆ ଏହି ଟିମ୍ ଅଗରତାଲାର…
ଆନ୍ତଃରାଜ୍ୟ ଯୁଦ୍ଧ
ଭାରତର ଉତ୍ତରପୂର୍ବାଞ୍ଚଳକୁ ଦେଖିଲେ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିବା ଭଳି ମନେହେଉଛିି। ବହୁ ଆଗରୁ ଶୁଣି ଆସିଥିଲୁ ଭାରତ ସହ ଚାଇନା କିମ୍ବା ପାକିିସ୍ତାନ ଯୁଦ୍ଧ କରିଛନ୍ତି। ଏବେ ଯେତେବେଳେ ଖବରକାଗଜରୁ ପଢ଼ିବାକୁ ମିଳୁଛି ଯେ, ମିଜୋରାମ ଓ ଆସାମ…
ଏଇ ଭାରତରେ
ମୁମ୍ବାଇରେ ଫୁଡ୍ ଫରେଷ୍ଟ ସୃଷ୍ଟି କରି ଜର୍ଜ ରେମିଡିଓସ୍ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଜର୍ଜଙ୍କ ବୟସ ୩୬। ସେ ୬ ବର୍ଷରେ ମୁମ୍ବାଇରେ ୧୦ଟି ଛୋଟ ଛୋଟ ଫୁଡ୍ ଫରେଷ୍ଟ ବା ଖାଦ୍ୟଭିତ୍ତିକ ଜଙ୍ଗଲ କରିଛନ୍ତି। ଏଥିରେ ଅମୃତଭଣ୍ଡା, ପିଜୁଳି,…
ବିବର୍ତ୍ତନର ପରିପୋଷକ ବର୍ଣ୍ଣାଶ୍ରମ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଐଶୀ ବିଧାନରେ ପ୍ରକୃତି ବକ୍ଷରେ ଯେଉଁ ସୃଷ୍ଟି- ସ୍ଥିତି- ବିନାଶର ନିତ୍ୟ ଲୀଳା ସଂଘଟିତ ହୋଇ ଚାଲିଛି ତାହାର ଏକ ପ୍ରଧାନ ଉଦ୍ଦେଶ୍ୟ ହେଲା ଊର୍ଦ୍ଧ୍ୱମୁଖୀ ବିବର୍ତ୍ତନ ବା କ୍ରମାଗତ ଉତ୍କର୍ଷରେ ବିକାଶ ଲାଭ କରିବା। ସର୍ବବ୍ୟାପୀ ସତ୍ତା…
ବିପର୍ଯ୍ୟୟର ବିଭୀଷିକା: ବଜ୍ରପାତ
ଉମାଶଙ୍କର ଦାସ ଜଳବାୟୁ ପରିବତ୍ତର୍ର୍ନ ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟର ମୁଖ୍ୟ ଉତ୍ସ ବୋଲି ୨୦୦୬ରେ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଥିଲା। ବରିଷ୍ଠ ବୈଜ୍ଞାନିକ ତଥା ପାଣିପାଗବିତ୍ କମଳଜିତ ରାୟଙ୍କ ଦ୍ୱାରା ୨୦୨୧ରେ ପ୍ରକାଶିତ ଗବେଷଣା ଭିତ୍ତିକ ତଥ୍ୟ ଅନୁଯାୟୀ ଭାରତରେ ବିଗତ…
ୟେଦୁରପ୍ପା ଗଲେ ଯେ
କର୍ନାଟକ ମୁଖ୍ୟମନ୍ତ୍ରୀ ପଦବୀରୁ ବି.ଏସ୍. ୟେଦୁରପ୍ପା ୨୬ ଜୁଲାଇରେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ କହିଛନ୍ତି ଯେ, ସେ ବିଷାଦରେ ନୁହେଁ ଖୁସିରେ ପଦ ଛାଡ଼ିଛନ୍ତି। ତାଙ୍କୁ ଏବେ ୭୮ ବର୍ଷ ବୟସ। ୭୫ ବର୍ଷ ପରେ ମଧ୍ୟ ପ୍ରଧାନମନ୍ତ୍ରୀ…
Archives


