ଧାନକିଣାରେ ରାଜନୀତ
ଆମ ରାଜ୍ୟରେ ଧାନକିଣା ପ୍ରକ୍ରିୟା ସବୁବେଳେ ଏକ ସମସ୍ୟା ହୋଇ ରହିଆସିଛି। ପ୍ରତିବର୍ଷ ଏହି ପ୍ରକ୍ରିୟା ସଞ୍ଚାଳନ କରିବାରେ ଦେଖାଯାଉଥିତ୍ବା ଅସଙ୍ଗତି ବା ଅବ୍ୟବସ୍ଥା ଯୋଗୁ ସରକାର କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ୧୨,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଧାନ…
କୁକୁରଛୁଆଙ୍କ ସୁରକ୍ଷା ଲୋଡ଼ା
ମାନେକା ଗାନ୍ଧୀ ୧୯୮୭ରେ ରାସ୍ତାରେ ବୁଲୁଥିବା ଗୋଟିଏ ମା’କୁକୁରର ମାସକର ଛୁଆମାନଙ୍କୁ ମୁଁ ଖାଇବାକୁ ଦେଉଥିଲି। ସେମାନେ ଭୟଙ୍କର ଭାବେ ମରିବା ଆରମ୍ଭ କରିଦେଲେ। ସେମାନଙ୍କ ମଳରେ ପଡୁଥିବା ରକ୍ତର ନମୁନା ପରୀକ୍ଷା କରିବା ପରେ ତାହା ପରଜୀବୀ କୃମି ବୋଲି…
ସମାଜ ସେବା ଓ ଭଗବତ ପ୍ରେମ
ସୁମନ୍ତ କୁମାର ଭୂୟାଁ ଗୋଟିଏ ଗାଁରେ ଏକ ଭବ୍ୟ ଶିବ ମନ୍ଦିର ଥିଲା। ସେ ମନ୍ଦିରରେ ଯେଉଁ ପୂଜକ ଥିଲେ ତାଙ୍କର ନିତିଦିନିଆ ଅଭ୍ୟାସ ଅନୁଭୂତି ଯୋଗୁ ସେ ଗୋଟିଏ ହାତରେ ଆରତି କରିପାରୁଥିବା ବେଳେ ଅନ୍ୟ ହାତରେ ଘଣ୍ଟି ବଜାଇ…
ବଞ୍ଚି ରହିବାର କଳା
ରଞ୍ଜନ କୁମାର ଦାସ ଅନେକ ସମୟରେ ଆମକୁ କୁହାଯାଇଥାଏ ଶ୍ରେଷ୍ଠ ହୁଅ, ସବୁଠୁ ଭଲ ପ୍ରଦର୍ଶନ କର। ଏପରିକି ବୈଜ୍ଞାନିକ ମେଣ୍ଡେଲ ମଧ୍ୟ କହିଲେ, କେବଳ ଶ୍ରେଷ୍ଠ ହିଁ ସୃଷ୍ଟିରେ ବଞ୍ଚତ୍ ରହିବ। ଅନ୍ୟମାନେ ତିଷ୍ଠି ପାରିବେ ନାହିଁ। ତେଣୁ ପିଲାଟି…
ଏଇ ଭାରତରେ
ରାଜସ୍ଥାନର ଜଣେ ଚାଷୀ କେବଳ ଟମାଟୋ ଚାଷକରି ବର୍ଷକୁ ୪ ଲକ୍ଷ ଟଙ୍କାରୁ ଅଧିତ୍କ ରୋଜଗାର କରୁଛନ୍ତି। ଏହି ଚାଷୀ ଜଣକ ହେଉଛନ୍ତି ସଲେରା ଗାଁର ଶଙ୍କର ଜାଟ। ତାଙ୍କ ଚାଷର ବିଶେଷତ୍ୱ ହେଉଛିି, ସେ ଜୈବିକ, ସିଞ୍ଚନ ଓ ମୁଲଚିଂ…
ଏଇ ଭାରତରେ
ବିଶ୍ୱାସରେ ସବୁ କିଛି ସମ୍ଭବ- ଏହି ଉକ୍ତିଟି ଏକ ମନ୍ତ୍ର ପାଲଟିଯାଇଛି ମିଜୋରାମର ଶେଲିଂ ଗାଁର କୃଷକମାନଙ୍କ କ୍ଷେତ୍ରରେ। ସେମାନେ ବିଶ୍ୱାସରେ ଦୋକାନ ଚଳାଇ ବିନା ସମସ୍ୟାରେ ରୋଜଗାର କରିଆସୁଛନ୍ତି। ଦୋକାନଗୁଡ଼ିକରେ କେହି ରହନ୍ତି ନାହିଁ। ଏହି ବ୍ୟବସ୍ଥାରେ ବହୁ ପୂର୍ବରୁ…
ମାନବ ସମାଜର ଜୀବନରେଖା
ଅଲେଖ ଚନ୍ଦ୍ର ସାମଲ ନଦୀ ମାନବ ସମାଜ ପାଇଁ ଜୀବନରେଖାର ଭୂମିକା ନିର୍ବାହ କରିଆସିଛି। ମନୁଷ୍ୟକୁ ଜଳ ଯୋଗାଇ ଦେବା ସହ ଜୈବ ବିବିଧତା ସଂରକ୍ଷଣ, କୃଷି କାର୍ଯ୍ୟରେ ସହାୟତା କରିଆସିଛି ନଦୀ। ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁ…
ବିଜ୍ଞ ମଣିଷର ଅଜ୍ଞତା
ବୈକୁଣ୍ଠନାଥ ମିଶ୍ର ପ୍ରାଚୀନ କାଳରେ ଯେତେବେଳେ ଆମ ଦେଶରେ ରାଜତନ୍ତ୍ର ପ୍ରଚଳିତ ଥିଲା, ସେହି ସମୟରେ ରାଜା ଜମିଦାରଙ୍କ ଅତ୍ୟାଚାରରେ ସାଧାରଣ ପ୍ରଜା କେବଳ ନିର୍ଯାତିତ, ନିଷ୍ପେଷିତ ହେଉ ନ ଥିଲେ; ବରଂ ଶାସନ ଦାୟିତ୍ୱରେ ଥିବା ଅହଂକାରୀ ବ୍ୟକ୍ତିଙ୍କର…
ଟି-ଶାର୍ଟ ବାରଣ
ଇନ୍ଦ୍ରଧନୁର ସାତ ରଙ୍ଗ। ଯଦି ରଙ୍ଗସବୁ ଗୋଟିଏ ହୋଇଥାଆନ୍ତା, ତାହା ହେଲେ ତାହାର ସୌନ୍ଦର୍ଯ୍ୟ ରହି ନ ଥାଆନ୍ତା। ଭାରତର ସୌନ୍ଦର୍ଯ୍ୟ ତା’ର ବିବିଧତା ଭିତରେ ରହିଛି। ଆଜି କିଛି ଶକ୍ତି ବିବିଧତା ମଧ୍ୟରେ ଥିବା ସୁନ୍ଦରତାକୁ ଦେଖିପାରୁ ନାହାନ୍ତି। ନିଜେ…
ବସନ୍ତ ଓ ଯୌବନ
ଉପେନ୍ଦ୍ର ବିଶ୍ୱାଳ ଆମ୍ର ମୁକୁଳର ଆବେଗିକ ଆମନ୍ତ୍ରଣରେ ସମ୍ମୋହନ ହୋଇଉଠେ ବସନ୍ତ। ଅଧୀର ହୋଇ ଅନେଇଥାଏ ବାଗ୍ଦେବୀଙ୍କ ଆଗମନୀକୁ। ବିଦ୍ୟାଦାତ୍ରୀଙ୍କ ଆବାହନୀ ହେଲାକ୍ଷଣି ଧରାପୃଷ୍ଠକୁ ଓହ୍ଲାଇ ଆସେ ବସନ୍ତ। ସେଇଠୁ ସର୍ବତ୍ର ସ୍ନିଗ୍ଧତା ସବୁଜିମାର ସୁନ୍ଦର ସମାବେଶ ସହିତ ମନ୍ଦ ମଳୟର…
ଡିଜିଟାଲ ମିଡିଆକୁ ଏତେ ଭୟ କାହିଁକି
ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ଡିଜିଟାଲ ମିଡିଆ ରୂପେ ପରିଚିତ ସୋସିଆଲ ମିଡିଆ ଓ ୱେବ୍ ଚ୍ୟାନେଲଗୁଡ଼ିକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଏବେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ନିକଟରେ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଓ…
ଏଇ ଭାରତରେ
ଲତା କଚ୍ଚାଓ୍ବା ନିଜର ନିଷ୍ଠା ଓ ନିରନ୍ତର ପ୍ରୟାସ ବଳରେ ମେଘଓ୍ବାଲା ସମ୍ପ୍ରଦାୟର ୧୫,୦୦୦ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି। ପାରମ୍ପରିକ ଏମ୍ବ୍ରୋଡୋରି ‘କାସିଡାକରି’ କାର୍ଯ୍ୟ ମାଧ୍ୟମରେ ସେ ଏହା କରିପାରିଛନ୍ତି। ମେଘଓ୍ବାଲା ସମ୍ପ୍ରଦାୟର ଲୋକମାନେ ୧୯୭୧ରେ ପାକିସ୍ତାନରୁ ଆସି ରାଜସ୍ଥାନର…
Archives


