ସମ୍ପାଦକୀୟ

ଅଭିନବ ଦୃଷ୍ଟିକୋଣ

କୋଭିଡ୍‌ ମହାମାରୀରେ ବାବୁମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି। ମହାମାରୀକୁ ରୋକିବାକୁ ସରକାର ନେଉଥିବା ପଦକ୍ଷେପ ଲାଗୁ କରିବାରେ ସେମାନେ ପ୍ରମୁଖ ଭୂମିକା ନେଇ ଆସୁଛନ୍ତି। ଅନେକ ବାବୁ ମଧ୍ୟ ନିଆରା କାର୍ଯ୍ୟ କରିଛନ୍ତି। ବିଶେଷଜ୍ଞମାନଙ୍କର ନେଟ୍‌ଓ୍ବର୍କ ସ୍ପିକ୍‌ଇନ୍‌, ଯାହା ଏସିଆରେ…

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ୧୫୦୦ ଗୃହହୀନଙ୍କୁ ଆଶ୍ରୟସ୍ଥଳୀରେ ରଖି ସେମାନଙ୍କୁ ରୋଜଗାରକ୍ଷମ କରିବାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇଏଏସ୍‌ ଅଧିକାରୀ ଏସ୍‌.ଶ୍ରୀରାମ ସମ୍ବାଶିବ ରାଓ। କେରଳର କୋଝିକୋଡ ଜିଲାର ଜିଲାପାଳ ଭାବେ ଶ୍ରୀରାମ ‘ଉଦ୍ୟମ ଚାରିଟେବଲ୍‌ ଟ୍ରଷ୍ଟ’ ଗଠନ କରି ତା’ମାଧ୍ୟମରେ…

ପରମାଣୁ ଯୁଦ୍ଧର ବିଭୀଷିକା

ଡା. ନିତ୍ୟାନନ୍ଦ ସ୍ବାଇଁ ୧୯୪୫ ମସିହା ଅଗଷ୍ଟ ୬ ତାରିଖ। ଏହି ଦିବସଟି ଏକ ବିଭୀଷିକାମୟ ସ୍ମରଣୀୟ ଦିନ। କାରଣ ଏହି ଦିନ ଜାପାନର ହିରୋଶିମାରେ ଆମେରିକା ପରମାଣୁ ବୋମା ନିକ୍ଷେପ କରିଥିଲା। ବୋମାଟି ନିଶ୍ଚିହ୍ନ କରି ଦେଇଥିଲା ହିରୋଶିମା ସହରଟିକୁ।…

ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ କ

ଫାଓ୍ବାଜ ଏ.ଜର୍ଜେସ୍‌ ମଧ୍ୟପ୍ରାଚ୍ୟରେ ସମ୍ପର୍କ ଓ ମେଣ୍ଟରେ ପରିବର୍ତ୍ତନ ହେବାରେ ଲାଗିଛି। ସେଠାରେ ତୀବ୍ର ଶତ୍ରୁତା ମଧ୍ୟରେ କୂଟନୀତି ବେଶ୍‌ ଗତିଶୀଳ ହୋଇଛି। ସୌଦି ଆରବ, ଇରାନ, ଟର୍କି ଏବଂ ଇଜିପ୍ଟ ସେମାନଙ୍କ ବୈଦେଶିକ ନୀତିର ପୁନଃସମୀକ୍ଷା କରି ଦୂରେଇ ଦେଇଥିତ୍ବା…

ଓଁର ବିଜ୍ଞାନ ତଥ୍ୟ

ଡ. ନରେନ୍ଦ୍ର ସେଠୀ ସନାତନ ହିନ୍ଦୁ ଧର୍ମରେ କୌଣସି ମନ୍ତ୍ର ପୂର୍ବରୁ ଓଁ ଉଚ୍ଚାରଣ କରାଯାଇଥାଏ। ବୌଦ୍ଧ, ଜୈନ, ଶିଖ୍‌ ଇତ୍ୟାଦି ଧର୍ମରେ ମଧ୍ୟ ଓଁ ଶବ୍ଦକୁ ଧାର୍ମିକ ମହତ୍ତ୍ୱ ଦିଆଯାଇଛି। ଓଁର ଆକ୍ଷରିକ ଅର୍ଥ ହେଲା ‘ସବୁକିଛି ଓ ସମସ୍ତେ’।…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୫, ୨୦୨୧)

ଜଣେ ବ୍ୟକ୍ତି ଭୁବନେଶ୍ୱରର ରାସ୍ତାରେ ଭିଜି ଭିଜି ମୁଣ୍ଡରେ ଗାମୁଛା ପକାଇ ଯାଉଛନ୍ତି ଭୁବନେଶ୍ୱରରେ ପ୍ରବଳ ବର୍ଷା ଭୁବନେଶ୍ୱରର ରାସ୍ତାରେ ଜଣେ ଶିଶୁ ଅସୁରକ୍ଷିତ ଭାବରେ ଯାତ୍ରା କରୁଛି  

ଚିନ୍ତାର କାରଣ ଚାଇନା

ଡାନିଏଲ କେ.ଗାର୍ଡନର ଚାଇନା ଅତୀତର ଜୀବାଶ୍ମ ଇନ୍ଧନ ଶକ୍ତି ନିର୍ଭରଶୀଳତାକୁ ଛାଡି ପାରୁନାହିଁ କି ଅକ୍ଷୟ ଶକ୍ତିସମ୍ପନ୍ନ ଭବିଷ୍ୟତକୁ ଆପଣାଇପାରୁ ନାହିଁ । ଏହି ଦୁଇ ବିକଳ୍ପ ମଧ୍ୟରେ ଏବେ ଫସିଯାଇଛି। ଚାଇନା ବିଶ୍ୱର ମୋଟ ତାପଜ ଶକ୍ତିର ୫୩% ଉପତ୍ାଦନ…

ଆୟତ୍ତରେ ରହିବ ଡେଙ୍ଗୁ

ଡା. କାନ୍ତୀ ନାୟକ ଡେଙ୍ଗୁ ଜ୍ୱରର ଲକ୍ଷଣ ମଶା କାମୁଡ଼ିବାର ୪-୭ ଦିନ ମଧ୍ୟରେ ଦେଖାଯାଏ। ବେଳେବେଳେ ୧୨-୧୪ ଦିନ ପରେ ମଧ୍ୟ ଡେଙ୍ଗୁ ଜ୍ୱରର ଲକ୍ଷଣ ପ୍ରକାଶ ପାଏ। ଜ୍ୱର ହେଲେ ଦେହ ଖୁବ୍‌ ତାତିଯାଏ ଓ ଦିନରେ ୪-୫…

ଆନ୍ତଃରାଜ୍ୟ ତିକ୍ତତା ଦୂର ହେଉ

ପ୍ରକାଶ ତ୍ରିପାଠୀ ଗତ ଜୁଲାଇ ୨୬ରେ ଆସାମ ଓ ମିଜୋରାମ ସୀମାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ କୌଣସି ଏକ ସଭ୍ୟ, ଗଣତାନ୍ତ୍ରିକ ଓ ସଂଘୀୟ ବ୍ୟବସ୍ଥା ଥିବା ରାଷ୍ଟ୍ର ପାଇଁ ଆଦୌ ସ୍ପୃହଣୀୟ ନୁହେଁ। ଏହା ଦେଶର ଏକତା ଓ ଅଖଣ୍ଡତା…

ଏଇ ଭାରତରେ

ବିନା ମାଟିରେ ଦିନକୁ ୫୦ କେ.ଜି. ଚାରା ଉପତ୍ାଦନ ହେଉଥିବା ପଦ୍ଧତି ବିକାଶ କରିଛନ୍ତି ଦୁଇ ଇଞ୍ଜିନିୟର ବନ୍ଧୁ। କୋଲକାତାର ଇଲେକ୍ଟ୍ରିକାଲ ଇଞ୍ଜିନିୟର ସୌର୍ଯ୍ୟଦୀପ ବସାକ ଓ ଇନ୍ଦୋରର ମେକାନିକାଲ ଇଞ୍ଜିନିୟର ଲବକେଶ ବାଲଚନ୍ଦାନିଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ହାଇଡ୍ରୋଫୋନିକ…

ଏଇ ଭାରତରେ

ନିଜର ମାର୍କେଟିଂ ରଣନୀତିରେ ଜଣେ କୃଷକ ୩୨ଟି ଦେଶର ଲୋକଙ୍କୁ ଆକର୍ଷିତ କରିବା କିଛି କମ୍‌ କଥା ନୁହେଁ। ତାଙ୍କର ଏଭଳି ମାର୍କେଟିଂ ରଣନୀତିକୁ ସହଜରେ କେହି ବିଶ୍ୱାସ କରୁ ନ ଥିତ୍ଲେ ବି ସତ। ଏହି କୃଷକ ହେଉଛନ୍ତି ଗୁଜରାଟର…

ଅବିଶ୍ୱାସ୍ୟ ପ୍ରଚେଷ୍ଟା

ଡ. ମନୋରଂଜନ ପ୍ରଧାନ   ମହାଭାରତୀୟ ଯୁଗର କଥା। କୌରବମାନଙ୍କ ବିରୋଧ ହେତୁ ବନବାସୀ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇ ଫେରିଛନ୍ତି। ବିଶିଷ୍ଟ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧବିଦ୍ୟା ଶିଖିବାର ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥାଏ। ଅବସାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri