ସମ୍ପାଦକୀୟ

ଜୀବନ ମାନ ପ୍ରତି ଧ୍ୟାନ ଦିଆଯାଉ

ଡ. ସନ୍ତୋଷ କୁମାର ମହାପାତ୍ର ଆସନ୍ତା ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଗତବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥନୀତି ମାନ୍ଦାବସ୍ଥା ଓ ମନ୍ଥର ଅଭିବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଥିଲା। ଏବେ କରୋନା...

ଏଇ ଭାରତରେ

ବୟସ କମ୍‌ ହେଲେ କ’ଣ ହେବ, କାମ କିନ୍ତୁ ପ୍ରଭାବଶାଳୀ। ଏମିତି ଜଣେ ପିଲା ହେଉଛନ୍ତି ତନ୍‌ଭୀ ଅରବିନ୍ଦ। ବୟସ ୧୪। ସେ ୯ମ ଶ୍ରେଣୀରେ ପଢୁଛନ୍ତି। ତନ୍‌ଭୀ ବରିଷ୍ଠ ନାଗରିକମାନଙ୍କୁ ଅନ୍‌ଲାଇନରେ ମେସେଜ ପଠାଇବା, ଆପ୍‌ କିମ୍ବା ଷ୍ଟ୍ରିମ୍‌...

ଏଇ ଭାରତରେ

ବଣ ପାହାଡ଼ଘେରା ଦୁର୍ଗମ ଅଞ୍ଚଳର ଆଦିବାସୀ ଗ୍ରାମଗୁଡ଼ିକରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାୟ ଅନେକ ଅମଙ୍ଗ ହୋଇଥାନ୍ତି। କିନ୍ତୁ ମହାରାଷ୍ଟ୍ରର ଶିକ୍ଷକ ଦମ୍ପତି ପୋପାଟ୍ରାଓ ଫୁଣ୍ଡେ ଓ ତାଙ୍କ ସ୍ତ୍ରୀ ଅନୁରାଧାଙ୍କ ଚିନ୍ତାଧାରା ଭିନ୍ନ। ସେମାନେ ଆଦିବାସୀ...

ଅମର ହେବ ମଣିଷ

ଡ. ନରେନ୍ଦ୍ର ସେଠୀ   ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଭାଗବତର ଏହି ମର୍ମସ୍ପର୍ଶୀ ବାଣୀର ଅର୍ଥ ହେଲା ଯିଏ ଜନ୍ମ ନେବ ତା’ର ମୃତ୍ୟୁ ନିଶ୍ଚିତ। ସେ ଦେବତା ହେଲେ ମଧ୍ୟ ଏହି ନିୟମରେ...

ଗଣତନ୍ତ୍ରର ମହାପର୍ବ

ଡ.ପ୍ରଫୁଲ୍ଲ କୁମାର ସାହୁ   ଆଜି ଜାନୁୟାରୀ ୨୬ ତାରିଖ। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ମହାପର୍ବ। ସତୁରି ବର୍ଷରୁ ଊଦ୍ଧର୍‌ବ କାଳ ଧରି ଏହି ଦିବସ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସଚେତନ କରାଇ ଚାଲିଛି ସମ୍ବିଧାନ ପ୍ରଦତ୍ତ ଅଧିକାର ଓ...

ଆଇନର ବ୍ୟାଖ୍ୟାନ

ବମ୍ବେ ହାଇକୋର୍ଟ ବିଚାରପତି ପୁଷ୍ପା ଗନେଡିଓ୍ବାଲାଙ୍କ ଦ୍ୱାରା ଦିଆଯାଇଥିବା ରାୟ ଅନୁଯାୟୀ ଯଦି କୌଣସି ପୁରୁଷ ଜଣେ କିଶୋରୀର ପୋଷାକ ଉପରୁ ସ୍ତନକୁ ଛୁଅନ୍ତି, ତେବେ ତାହା ଯୌନ ଅପରାଧ ହେବ ନାହିଁ। ଯଦି ପୁରୁଷ ଏବଂ ସାନ ଝିଅ...

ଟାଣିଆଣି ସମ୍ମାନ

ଗତ ସପ୍ତାହର ଶେଷଦିନକୁ ଦେଶବ୍ୟାପୀ ଏକ ପର୍ବ ଭାବେ ପାଳନ କରାଯିବାର ପ୍ରଚେଷ୍ଟା ହୋଇଥିଲା। ସ୍ବାଧୀନତା ସଂଗ୍ରାମୀ, ଜାତୀୟ କଂଗ୍ରେସର ସଭାପତି ଏବଂ ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଆର୍ମି (ଭାରତୀୟ ସେନାନୀ ବା ଆଜାଦ ହିନ୍ଦ୍‌ ଫୌଜ)ର ଜନ୍ମଦାତା ନେତାଜୀ ସୁଭାଷ...

ସଶସ୍ତ୍ର ସେନାରେ ମହିଳାଙ୍କୁ ସମାନତା

ଅଜୟ କୁମାର ବ୍ରିଟିଶ ଶାସନ କାଳରୁ ଭାରତୀୟ ପ୍ରତିରକ୍ଷା ବଳରେ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରବେଶାଧିକାର ରହିଆସିଥିଲେ ସୁଦ୍ଧା, ସେମାନଙ୍କ ଭୂମିକା ମୁଖ୍ୟତଃ ନର୍ସିଂ ଓ ମେଡିକାଲ ଅଧିକାରୀ ଏବଂ ସେନା, ସେମାନଙ୍କ ପରିବାର ଓ କୌଣସି ସ୍ଥାନରେ...

କରୋନା ସଂକ୍ରମିତ ମା’ଙ୍କ ସ୍ତନ୍ୟପାନ

ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ତ୍ତମାନ ସମୟରେ କରୋନା ଯଦିଓ ତଳ ମୁହଁା ହେଲାଣି ତଥାପି ସାଧାରଣରେ ଲୋକମାନଙ୍କ ଭିତରେ ଭୟ ରହିଛି। ବିଶେଷକରି କରୋନାର ଶିକାର ହୋଇଥିବା ମା’ମାନେ ନିଜ ଶିଶୁଙ୍କୁ ସ୍ତନ୍ୟପାନ ଦେବା ନେଇ ବଡ଼ ଚିନ୍ତାରେ ପଡ଼ୁଛନ୍ତି। ମା’କ୍ଷୀର...

ଦେଶକୁ ଗଲା ଝୁମୁକା

ଦ୍ୱିତୀ ଚନ୍ଦ୍ର ସାହୁ ଅନେକ ଦିନ ପରେ ଗାଁକୁ ଯାଇଥିଲି। କରୋନା ହେତୁ କିଏ କୁଆଡ଼େ ଯିବା ଆସିବା ଏକ ପ୍ରକାର ବନ୍ଦ। ଘରୁ ବାହାରକୁ ଯାଇ ଥରେ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। କରୋନା ଆସିଯାଇନି...

ଏଇ ଭାରତରେ

କେହି ଯଦି ଆପଣଙ୍କୁ ପଚାରେ କି ଆପଣ ୨୬ ଜାନୁୟାରୀକୁ ଦେଖିଛନ୍ତି! ତା’ହେଲେ ଆପଣଙ୍କୁ ପ୍ରଶ୍ନଟା ହୁଏତ ଅଜବ ମନେ ହୋଇପାରେ। କିନ୍ତୁ ପ୍ରକୃତରେ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କର ନାଁ ହେଉଛି ୨୬ ଜାନୁୟାରୀ।...

ଖାଲି ବାହାନା

ଆକାର ପଟେଲ ଲଗାତର ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥାର ୧୩ଶ ତ୍ରୈମାସିକରେ ଆମେ ପ୍ରବେଶ କରିଛୁ। ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) କହିଲେ ଦେଶରେ ଗତ ୧୨ ମାସରେ ସେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri