ଏଇ ଭାରତରେ

ବିହାରର ଚାଷୀ ସୁଧାଂଶୁ କୁମାର ଏକ ସ୍ବୟଂ ନିୟନ୍ତ୍ରିତ ଫାର୍ମରେ ୨୮,୦୦୦ ଫଳଗଛ ଉତାରି ପାରିଛନ୍ତି। ଏହାକୁ ଅନ୍‌ଲାଇନରେ ନିୟନ୍ତ୍ରଣ କରୁଛନ୍ତି। ସମସ୍ତିପୁରରେ ୨୦୦ ଏକର ବିଶିଷ୍ଟ ଫାର୍ମରେ ସେ ଆମ୍ବ, ଲିଚୁ, ଜାମୁ, ଡ୍ରାଗନଫ୍ରୁଟ୍ସ ଗଛ ଲଗାଇଛନ୍ତି। ଏହି ଫାର୍ମରୁ ସୁଧାଂଶୁ ବର୍ଷକୁ ପାଖାପାଖି ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସବୁଦିନ ସେ ଫାର୍ମକୁ ଯାଇ ସେଠାରେ କଣ୍ଟ୍ରୋଲ ରୁମ୍‌ରେ ବସି ଜଳସେଚନ ତଥା କୀଟନାଶକ ପ୍ରୟୋଗ କାର୍ଯ୍ୟ ଆରାମରେ ସମ୍ପାଦନ କରିପାରୁଛନ୍ତି। କେରଳର ଟାଟା ଟି ଗାର୍ଡେନରେ ଆସିଷ୍ଟାଣ୍ଟ ମ୍ୟାନେଜର ଚାକିରି ଛାଡ଼ି ସୁଧାଂଶୁ ଚାଷ ଆରମ୍ଭ କରିଥିଲେ। ପ୍ରଥମେ ଏଥିତ୍ରେ ସେ ୨୫,୦୦୦ଟଙ୍କା ବ୍ୟୟ କରିଥିଲେ। ଫାର୍ମରେ ୬୦ ଏକରରେ ମାଇକ୍ରୋ ଇରିଗେସନ ସିଷ୍ଟମ ରଖାଯାଇଛିି। ଓ୍ବେର୍‌ଲେସ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ ନେଟ୍‌ଓ୍ବର୍କ ସହ ଫାର୍ମକୁ ସଂଯୋଗ କରାଯାଇଛିି। ବିଶ୍ୱର ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ସ୍ମାର୍ଟଫୋନ କିମ୍ବା ଲାପ୍‌ଟପ ମାଧ୍ୟମରେ ଜଳସେଚନ ପଦ୍ଧତିକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହନ୍ତି ୫୮ ବର୍ଷୀୟ ସୁଧାଂଶୁ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri