ମଣିଷ ନା ପଶୁ
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଶୀ ର୍ଷକଟି ଆମ ସାମାଜିକ ଜୀବନରେ ପରିଲକ୍ଷିତ ହେଉଥିବା ଏକ ବହୁକଥିତ ଆକ୍ଷେପୋକ୍ତି। ସୃଷ୍ଟିର ସକଳ ଜୀବମାନଙ୍କ ମଧ୍ୟରେ ଦିବ୍ୟଜ୍ଞାନର ଅଧିକାରୀ ମଣିଷ ଯେତେବେଳେ ନିମ୍ନତମ ମଣିଷତ୍ୱଠୁ ଦୂରେଇ ଯାଇ ବିବେକ ବିବର୍ଜିତ କୌଣସି…
ଏଇ ଭାରତରେ
ସଏଲ୍ଲେସ ଫାର୍ମ ବା ବିନାମାଟିର ଫାର୍ମ କଥା କେବେ ଶୁଣିଛନ୍ତି। ଏମିତି ଏକ ଫାର୍ମ ଗଢ଼ିଛନ୍ତି ଆଇଆଇଟି, ମୁମ୍ବାଇର ଦୁଇ ପୂର୍ବତନ ଛାତ୍ର। ସେମାନେ ୦.୫ ଏକର ଫାର୍ମରେ ମାସକୁ ୭,୦୦୦ କେ.ଜି. ପରିବା ଉପତ୍ାଦନ କରୁଛନ୍ତି ଓ ଏଥିତ୍ରୁ ରୋଜଗାର…
ଏଇ ଭାରତରେ
ଅନଗ୍ରସର ଅଞ୍ଚଳରେ ରହୁଥିବା ଲୋକମାନେ କିଭଳି ସୁବିଧାରେ ଖାଦ୍ୟ ପାଇ ପାରିବେ ସେହି ବ୍ୟବସ୍ଥା କରିଛନ୍ତି କୋଏମ୍ବାଟୁରର ଏକ ଦମ୍ପତି। ପ୍ରଭୁ ଓ ତାଙ୍କ ସ୍ତ୍ରୀ ବ୍ରିନ୍ଦା କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଏବଂ ତେଲଙ୍ଗାନାର ବିଭିନ୍ନ ଅଞ୍ଚଳରେ ରହୁଥିବା ଅଭାବୀ…
ମନ ଅଧୀନରେ କର୍ମ
ମୌସୁମୀ ପରିଡ଼ା ଯେପରି କର୍ମ, ମଣିଷର ବର୍ତ୍ତମାନ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରେ; ସେହିପରି ଚିନ୍ତା ଓ ଚେତନା କର୍ମକୁ ନିୟନ୍ତ୍ରଣ କରନ୍ତି। ଏହି ଚିନ୍ତା ଓ ଚେତନା ପାରିପାର୍ଶ୍ୱିକ ଅବସ୍ଥା, ସମାଜ, ଶିକ୍ଷା ଓ ବ୍ୟକ୍ତିର ବିବେକ ଦ୍ୱାରା ପ୍ରଭାବିତ…
ଟିକା ପାଇବା ସୁଯୋଗ ନୁହେଁ, ଅଧିକାର
ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଭୟଙ୍କର ରୂପ ନେବା ସହିତ ଦେଶସାରା ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ରେକର୍ଡ ସ୍ତରରେ ପହଞ୍ଚତ୍ଥିବା ବେଳେ ଔଷଧ, ଅକ୍ସିଜେନ୍, ହସ୍ପିଟାଲ ଖଟିଆ ପାଇଁ ହାହାକାର…
ଘରେ ଅନଶନ
ମହାସମୁନ୍ଦ ଜିଲା(ଛତିଶଗଡ଼)ର ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ଅଧିକାରୀ ସୁଧାକର ବୋଡେଲେ ତାଙ୍କ ବିଭାଗରେ ହୋଇଥିବା ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ଯୋଜନାରେ ହୋଇଥିବା ୩୦ ଲକ୍ଷ ଟଙ୍କାର ଦୁର୍ନୀତି ଉପରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ…
ଏଇ ଭାରତରେ
ଶକ୍ତି ଅପଚୟ ରୋକିବା ଲାଗି ବହୁ ସମୟରେ ଅନେକ ଅଭିନବ ଉପାୟ ସାମ୍ନାକୁ ଆସୁଛି। ଏହି ରେସ୍ରେ ସାମିଲ ବ୍ୟକ୍ତିମାନଙ୍କ ମଧ୍ୟରୁ ଚେନାବ୍ ଭ୍ୟାଲିର ମହମ୍ମଦ ଜଓ୍ବାଦ ଖାନ୍ ଅନ୍ୟତମ। ସେ ପୁରୁଣା କାର୍ଗୁଡ଼ିକୁ ବିଦ୍ୟୁତ୍ଚାଳିତ (ଇଭି) କାର୍ କରି ତା’…
ଭଗବାନ୍ ଭରସା
ପ୍ରକାଶ ତ୍ରିପାଠୀ କରୋନାର ଦ୍ୱିତୀୟ ଲହରରେ ଭାରତ ଲହୁଲୁହାଣ ହେବାରେ ଲାଗିଛି। ପ୍ରତିଦିନ କେହି ନା କେହି ଚିହ୍ନା ପରିଚିତ ଲୋକଙ୍କ କରୋନା ଜନିତ ମୃତ୍ୟୁଖବର ମନକୁ ବିଚଳିତ କରୁଛି। ଏହା ସହ ଡାକ୍ତରଖାନାରେ ଶଯ୍ୟାର ଅଭାବ, ଜୀବନ ରକ୍ଷାକାରୀ ଔଷଧର…
ଲିଙ୍ଗ ଅନୁପାତ ଓ ଚାଇନା ଅର୍ଥନୀତ
ଶାଙ୍ଗ୍-ଜିନ୍ ଓ୍ବି ଚାଇନାର ସଦ୍ୟତମ ପ୍ରକାଶିତ ଜନଗଣନା ଅନୁସାରେ ପୁରୁଷଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ଅଧିକ ରହିଛି। ବୈଶ୍ୱିକ ମାନକ ତୁଳନାରେ ଏହା ଯଥେଷ୍ଟ ବେଶି ରହିଛି। ଜନସଂଖ୍ୟା ପରିସଂଖ୍ୟାନରେ ଜନ୍ମରୁ ଆରମ୍ଭ କରି ସବୁ ବର୍ଗରେ ରହିଥିବା ଲିଙ୍ଗଗତ ସାଂଖିକ…
ଆଦିଗୁରୁ
ଅଲେଖ ଚନ୍ଦ୍ର ମିଶ୍ର ନାମ ଗୁରୁଚରଣ। ଘର ନାମ ଗୁରୁକୃପା। ପୁଅ ଗୁରୁପ୍ରସାଦ। ଝିଅ ଗୁରୁପ୍ରିୟା। ପତ୍ନୀକୁ ଗେହ୍ଲାରେ ଡାକନ୍ତି ଗୁରୁପ୍ରଭା। ଇଏ ହେଲା କୁଳଭୂଷଣଙ୍କ(ଆଫିଡେଭିଟ କରି ଗୁରୁଚରଣ ହୋଇଥିବା) ସଂକ୍ଷିପ୍ତ ପରିଚୟ। ଗୃହର ଏକ ନିଭୃତ ବାତାନୁକୂଳ କୋଠରି ଠାକୁରଘର।…
ପରିବେଶ ଅନୁକୂଳ ଅନ୍ତିମ ସଂସ୍କାର
ମାନେକା ଗାନ୍ଧୀ ଯେଉଁଦିନ କୋଭିଡ୍ ଟେଷ୍ଟିଂ ଟିମ୍ ମୋର ପଜିଟିଭ୍ ଥିବା ଘୋଷଣା କଲା, ଠିକ୍ ତା’ପରେ ମୋତେ ମୃତ୍ୟୁ ଚିନ୍ତା ଘାରିଲା। ମୋ ଜାଣିବାରେ ଅନେକ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି। ଦୁଇ ଜଣ କୋଭିଡ୍-୧୯ରେ ପୀଡ଼ିତଙ୍କ ପାଇଁ ଅକ୍ସିଜେନ…
ହସ, ରୋଗ ଓ ବିନୟଭାବ
ଡ. ବାଇଧର ସାହୁ ଚାର୍ଲି ଚାପ୍ଲିନ ବା ଚାର୍ଲି ଭାବରେ ସମଗ୍ର ପୃଥିବୀରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ୧୮୮୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ପରିବାରଟି ଦରିଦ୍ର ଥିବାରୁ ସମସ୍ତଙ୍କ ଭରଣ ପୋଷଣ ପାଇଁ ତାଙ୍କ ମାଆଙ୍କୁ ମଧ୍ୟ…
Archives


