ଏଇ ଭାରତରେ

ଟ୍ରାଫିକ୍‌ରେ ସାବୁନ ବିକ୍ରି କରୁଥିବା ଜଣେ ପିଲା ନିଷ୍ଠା ବଳରେ ଡାକ୍ତର ହୋଇ ଗ୍ରହଣଖଣ୍ଡିଆ ସମସ୍ୟା ଜଡ଼ିତ ପିଲାମାନଙ୍କର ମାଗଣାରେ ଅପରେଶନ କରୁଛନ୍ତି। ଏଭଳି ଅଭିଯାନ ଚଳାଉଥିବା ଡାକ୍ତର ହେଲେ ଡା. ସୁବୋଧ କୁମାର ସିଂ। ରହୁଛନ୍ତି ଉତ୍ତରପ୍ରଦେଶର ବାରାଣସୀରେ। ସେ ଏବେ ସୁଦ୍ଧା ୩୭,୦୦୦ ପିଲାଙ୍କ ଅପରେଶନ କରି ଗ୍ରହଣଖଣ୍ଡିଆ ସମସ୍ୟା ଦୂର କରିପାରିଛନ୍ତି। ଫଳରେ ୨୫୦୦ ପରିବାର ଉପକୃତ ହୋଇଛନ୍ତି। ସୁବୋଧଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯିବା ପରେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଥିଲା। ପରେ ତାଙ୍କ ବଡ଼ ଭାଇ ପରିବାର ଚଳାଇଥିଲେ । ହେଲେ ତାହା ପର୍ଯ୍ୟାପ୍ତ ନ ଥିଲା। ଏଣୁ ସୁବୋଧ ପଢ଼ିବା ସମୟରେ ସାବୁନ, କ୍ୟାଣ୍ଡେଲ ଆଦି ବିକ୍ରି କରି କିଛି ରୋଜଗାରେ କରୁଥିଲେ। ପରେ ମେଡିକାଲ ସାଇନ୍ସରେ ଡିଗ୍ରୀ ହାସଲ କରି ୧୯୯୯ରେ ଚାକିରିରେ ଯୋଗ ଦେଇଥିଲେ। ପରେ ୨୦୦୪ରେ ଜି.ଏସ୍‌. ମେମୋରିଆଲ ହସ୍ପିଟାଲ ନିର୍ମାଣ କରି ସେବେଠାରୁ ସେ ମାଗଣାରେ ମେଡିକାଲ କ୍ୟାମ୍ପମାନ ଆୟୋଜନ କରି ଗ୍ରହଣଖଣ୍ଡିଆ ପିଲାମାନଙ୍କ ଅପରେଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ପରୀକ୍ଷାର୍ଥୀ

ହରିଶଙ୍କର ମିଶ୍ର   ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୪୭ ହଜାର ଛାତ୍ରୀଛାତ୍ର...

ଏଇ ଭାରତରେ

ମାଓବାଦୀଙ୍କ ପ୍ରଭାବରେ ୨୦୦୫ରୁ ଭିଟାମାଟି ଛାଡି ଆସିଥିବା ୧୧ଟି ପରିବାର ଛତିଶଗଡ଼ ଦାନ୍ତଓ୍ବୋଡାର ଜୁଡୁମପାରା ବସ୍ତିରେ ରହି ଏବେ ମାଓବାଦ ବିରୋଧରେ ଲଢେଇ କରୁଛନ୍ତି। ଏହି...

ପ୍ରାଚୀନ ବିଶ୍ୱରେ ସଙ୍ଗରୋଧ

ଇଂ. ମାୟାଧର ସ୍ବାଇଁ ଚାଇନାରୁ ଆରମ୍ଭ ହୋଇ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ରୋଗ ପୃଥିବୀର ପ୍ରାୟ ସମସ୍ତ ଦେଶକୁ ବ୍ୟାପିଗଲାଣି। ଏଥିରେ ଆକ୍ରାନ୍ତ ହୋଇ...

ଭାରତ ଓ କ୍ରିକେଟ

ଶରତ ଚନ୍ଦ୍ର ମିଶ୍ର ସିପାହି ଆନ୍ଦୋଳନ (୧୮୫୭) ସମୟକୁ ଭାରତରେ ଇଂରେଜ ଓ ଭାରତୀୟଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ। ଇଷ୍ଟ ଇଣ୍ଡିଆ କମ୍ପାନୀଠାରୁ ଇଂରେଜ...

ଟିକା ରାଜନୀତି ଓ ବାସ୍ତବତା

ଡ. ପ୍ରୀତିଶ କୁମାର ସାହୁ କରୋନାର ଦ୍ୱିତୀୟ ଲହର ମୁଖ୍ୟତଃ ଭାବରେ ବିଶ୍ୱରେ ଖାଣ୍ଡବ ବନ ଦହନ ଭଳି ବିପର୍ଯ୍ୟୟ ଘଟାଉଥିବା ସମୟରେ ଏହା ସରକାର...

ଟାଇମ୍‌ ବ୍ୟାଙ୍କ

ଡ. ମୌସୁମୀ ପରିଡ଼ା ‘ଟାଇମ୍‌ ବ୍ୟାଙ୍କ୍‌’ ଯୋଜନାରେ ସମୟକୁ ଜମା ରଖି ଆବଶ୍ୟକବେଳେ ସେହି ନିର୍ଦ୍ଦିଷ୍ଟ ସମୟକୁ ନିଜ ପାଇଁ ବିନିଯୋଗ କରାଯାଇପାରେ। ଏହି ଯୋଜନା...

ଓଡ଼ିଆ ପାଇଁ ଲଜ୍ଜା

ଓଡ଼ିଆ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍‌ ଭାଷାକୁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କିନ୍ତୁ ସବୁ ଭାଷାକୁ ସମାନ ଦୃଷ୍ଟିରେ ଦେଖାଯାଉ ନାହିଁ।...

ଅରୁଚିକର ରାଣେ

କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ୨୪ ଅଗଷ୍ଟରେ ଗିରଫ କରିଛି। ୨୩ ଅଗଷ୍ଟରେ ଜନଆଶୀର୍ବାଦ...

Advertisement
Archives

Model This Week