ମାନସିକ ଚାପ ଓ ସଂକ୍ରମଣ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଧୁନିକ ଜୀବନ ଶୈଳୀର ଅନ୍ୟତମ ଭୟାବହ ପରିଣାମ ହେଲା ମାନସିକ ଚାପ। ଅପରିସୀମ ଲୋଭ, କ୍ରୋଧ, ଈର୍ଷା, ହିଂସା, ଭୟ ଆଦି ନକାରାତ୍ମକ ଭାବପ୍ରବଣତା ଆମଠାରେ ବଢ଼ି ବଢ଼ି ଚାଲିବା ହେଉଛି ଏହାର ପ୍ରଧାନ କାରଣ।…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରି ରାଜସ୍ଥାନର ଏକ ଗାଁ ପଡିିଆ ଜମିରେ ଘଞ୍ଚଜଙ୍ଗଲ ସୃଷ୍ଟି କରିପାରିଛି। ଉଦୟପୁରଠାରୁ ୭୫କି.ମି. ଦୂର କାରେକ୍ ହେଉଛି ପଶ୍ଚିମ ରାଜସ୍ଥାନର ଶେଷ ଗାଁ। ଏହି ଗ୍ରାମର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୩୩୯ ହେକ୍ଟର ଜମିରେ…
ଏଇ ଭାରତରେ
ପରିଶ୍ରମର ଫଳ ମହୁ ଭଳି ମିଠା, ଯାହା ଚାଖିପାରିଛନ୍ତି ପଞ୍ଜାବର ଚାଷୀ ଗୋବିନ୍ଦର ସିଂ ରାନ୍ଦଓ୍ବା। ନିଜର ସୁନା ଅଳଙ୍କାର ବିକ୍ରି କରି ମହୁ ଚାଷ ଆରମ୍ଭ କରିଥିଲେ। ଏଥିରୁ ଏବେ ସେ ବର୍ଷକୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର…
ଆତ୍ମନିର୍ଭର ଓଡ଼ିଶା
ଶ୍ୱେତପଦ୍ମାସିନୀ ମହାନ୍ତି ଓଡ଼ିଶା ‘ଆତ୍ମନିର୍ଭର’ ହେବା ଦରକାର। କିନ୍ତୁ ଏହା ରୋଜଗାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିନି। ପାଠୁଆ, ଅପାଠୁଆ ଓଡ଼ିଆ ପୁଅଙ୍କ ପାଇଁ ଓଡ଼ିଶାରେ ରୋଜଗାର ନାହିଁ। କାହିଁକି ନାହିଁ? ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶାରେ ଅଭାବ ରହିଛି କେଉଁଠି।…
ପରିବେଶ ସନ୍ତୁଳିତ ବିକାଶ ଆବଶ୍ୟକ
ଇଂ. ଶକ୍ତି ପ୍ରସାଦ ଦାସ ଆମେ ସମସ୍ତେ ଜାଣୁ, ଜଳବାୟୁ ପରିବର୍ତ୍ତନ ଆମ ସଭ୍ୟତା ପାଇଁ ସବୁଠାରୁ ବଡ଼ ଆହ୍ବାନ। ତେଣୁ, ପରିବେଶକୁ ରକ୍ଷା କରିବାର ସମୟ ଆସନ୍ନ। ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ, ମଣିଷର ପ୍ରବୃତ୍ତି ହେଉଛି ସାମ୍ପ୍ରତିକ ଭୋଗ…
ସମୟ ନାହିଁ
ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି। ଏଥିରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗ୍ଲା ଭାଗ ନେଇ ଶିଶୁଙ୍କୁ ଆତଙ୍କବାଦୀ…
ମିଶ୍ରିତ ଶିକ୍ଷା
କୋଭିଡ୍-୧୯ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘ ୧୫ ମାସ ପିଲାମାନେ ଘରେ ରହି ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ର ସୁବିଧା ନାହିଁ ସେମାନେ ପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଆଗକୁ ଭୂତାଣୁର ପ୍ରଭାବ କମିଲା…
ଏଇ ଭାରତରେ
କୃଷି ପାଇଁ ଶୁଷ୍କ ଅଞ୍ଚଳ ବଡ଼ ସମସ୍ୟା। ତେବେ ଏହାକୁ କିଭଳି ଦୂର କରାଯାଇ ପାରିବ ତାହାର ଏକ ମଡେଲ ସାମ୍ନାକୁ ଆଣିଛି ମହାରାଷ୍ଟ୍ରର ଏକ ଗାଁ। ଏହି ଗାଁର ନାଁ କଡ଼ଓ୍ବାଞ୍ଚି। ମରୁଡିପ୍ରବଣ ମରାଠାଓ୍ବାଡ଼ାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକ…
ଆଞ୍ଚଳିକ ଭାଷା ଓ ବୈଷୟିକ ଶିକ୍ଷା
ଲଳିତ କୁମାର ପାତ୍ର ସର୍ବୋଚ୍ଚ କ୍ଷମତାର ପରିଚାଳକଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହେଉଛି ରାଷ୍ଟ୍ର ମଧ୍ୟରେ ଥିବା ସମସ୍ତ ଆଞ୍ଚଳିକ ଭାଷାର ସୁରକ୍ଷା ଓ ସମୃଦ୍ଧି କରିବା। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ଦିଆଯିବା ପାଇଁ…
ମାଟ୍ରିକ ପରୀକ୍ଷା ଫଳ: ଏକ ବିଶ୍ଳେଷଣ
ଅଧ୍ୟାପକ ଶରତ କୁମାର ଦାସ ଓଡ଼ିଶା ରାଜ୍ୟ ସରକାର କରୋନା ସଂକ୍ରମଣର ଭୟାବହତା ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ବାତିଲ କରିବା ପରେ ମୂଲ୍ୟାଙ୍କନର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ପୂର୍ବକ ଗତ ୨୫…
କଳା ଗୋରା
ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍ଙ୍କ ହତ୍ୟାକାରୀ ଆମେରିକା ମିନିଆପଲିସ୍ର ପୂର୍ବତନ ପୋଲିସ ଅଫିସର ଡେରେକ୍ ଚଉଭିନ୍ଙ୍କୁ ୨୬ ଜୁନ୍ରେ ମିନେସୋଟା କୋର୍ଟ ୨୨ ବର୍ଷ ୫ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ କୃଷ୍ଣକାୟମାନେ ଆଶ୍ୱସ୍ତି ଲାଭ…
ମୁଣ୍ଡ ଉପରେ ଯିବ!
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ସପ୍ତାହରେ ରେଳଗାଡ଼ି ଯୋଗେ ଉତ୍ତରପ୍ରଦେଶର କାନପୁର ଯାଇଥିଲେ। ଏହି ଦେଶର ବିରାଟକାୟ ରେଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଅଳ୍ପ କେତୋଟି ଗାଡ଼ି ଚାଲିଛି। ଅବଶ୍ୟ ରାଷ୍ଟ୍ରପତିଙ୍କ ରେଳ ଗାଡ଼ିରେ…
Archives


