ଏଥର କଠିନ ପରିଶ୍ରମ
ମୋଦି ସରକାରରେ ପ୍ରଥମ ଥର ମନ୍ତ୍ରୀ ହୋଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ର ସବୁଠୁ ବ୍ୟସ୍ତ ବ୍ୟକ୍ତି ବୋଲି କୁହାଯିବ। ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ଏବେ ଅଧିକାରୀମାନଙ୍କୁ ସଂଗଠିତ କରି ତାଙ୍କ ଅନୁସାରେ କାର୍ଯ୍ୟ କରାଇବାକୁ…
ଏଇ ଭାରତରେ
ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା ବ୍ୟକ୍ତି ପୁରସ୍କୃତ କରିଥାନ୍ତି। କିନ୍ତୁ ଫେଲ୍ ହୋଇଥିବା ପିଲାଙ୍କୁ ପୁରସ୍କାର କି ଉପହାର ଦେବା କଥା କେବେ ଶୁଣିଛନ୍ତି ! ହେଲେ ଏମିତି…
ମହାପ୍ରଭୁଙ୍କ ଘର କଳି
ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଜଗତର ନାଥ ଜଗନ୍ନାଥ ମାନବବାଦର ଠାକୁର। ତାଙ୍କ ମାନବୀୟ ଲୀଳାର ସର୍ବଶ୍ରେଷ୍ଠ ଜାଜ୍ୱଲ୍ୟମାନ ଦୃଷ୍ଟାନ୍ତ ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ହେରାପଞ୍ଚମୀ ସେହି ନବଦିନ ବ୍ୟାପି ଯାତ୍ରାର ଏକ ଅଂଶ ବିଶେଷ ବା ଉପଯାତ୍ରା। ରଥଯାତ୍ରାର ପଞ୍ଚମ…
ସ୍ବର୍ଣ୍ଣିମ ମୁହୂର୍ତ୍ତ
ଡ. କିଶୋର ମହାନ୍ତି ଭାରତରେ ପ୍ରତ୍ୟେକ ବର୍ଷ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ରେଡିଓ ପ୍ରସାରଣର ଅୟମାରମ୍ଭ ୧୯୨୦ରୁ ପ୍ରାୟତଃ ଆରମ୍ଭ ହୋଇଥିଲା। ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ୧୯୨୭ରେ ମୁମ୍ବାଇସ୍ଥିତ ରେଡିଓ କ୍ଲବ ଦ୍ୱାରା…
ଆମେରିକା ଶେୟାର ବଜାର ଓ ଚାଇନା କମ୍ପାନୀ
ଶାଙ୍ଗ ଜିନ୍ ଓ୍ବି ହଂକଂ କିମ୍ବା ଅଫ୍ଶୋର ସେଣ୍ଟର୍ରେ ପଞ୍ଜୀକୃତ ହୋଇଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକ ସମେତ ୨୫୦ ଚାଇନା କମ୍ପାନୀ ସେମାନଙ୍କର ବାର୍ଷିକ ଆୟ ଏବଂ ଲାଭ ଚାଇନା ଓ ଆମେରିକା ଶେୟାର ବଜାରରୁ ହିଁ ପାଉଛନ୍ତି। କିନ୍ତୁ ନିକଟରେ ଚାଇନା…
ଶାନ୍ତି ପ୍ରତିଷ୍ଠାର ଦାୟିତ୍ୱ
ଜୁଆନ ମାନ୍ୟୁଏଲ ସାଣ୍ଟୋସ ଇଂଲିଶ କବି ଜନ୍ ମିଲ୍ଟନ ତାଙ୍କ ‘ପାରାଡାଇଜ୍ ଲଷ୍ଟ୍’ କବିତାରେ ଏକ ସଶସ୍ତ୍ର ଯୁଦ୍ଧର ଅବସାନ ଘଟାଇ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଆବଶ୍ୟକ ସଂଗ୍ରାମର ମୌଳିକ ସତ୍ୟକୁ ପ୍ରକାଶ କରିଛନ୍ତି। ତାଙ୍କ ମତରେ- ଯିଏ…
ଝିଅ ଟିଏ ଅଛି ତ…
ଛନ୍ଦା ମିଶ୍ର ସମୟ ବଦଳୁଛି। ବଦଳୁଛି ଲୋକଙ୍କ ମାନସିକତା। ଏଇ କିଛିଦିନ ତଳେ ଦେଖା ହେଲା ପରିଚିତା ଜଣେ ମାଉସୀଙ୍କ ସହ। ତାଙ୍କ ପୁଅ ଝିଅ ସମସ୍ତେ ଉଚ୍ଚ ଶିକ୍ଷିତ ଏବଂ ପ୍ରତିଷ୍ଠିତ। ତେବେ ତାଙ୍କ ମନରେ ଗୋଟିଏ ଧାରଣା ବସା…
ଅଫ୍ଲାଇନ ପାଠପଢ଼ା ଚିନ୍ତା
ରାଜୀବ କୁମାର ନାୟକ କରୋନା ପ୍ରଭାବରେ ଛାତ୍ରୀଛାତ୍ରମାନେ ପାଖାପାଖି ଦେଢ଼ବର୍ଷ ହେଲା ବିଦ୍ୟାଳୟର ଦ୍ୱାର ମାଡ଼ି ନ ଥିବା ବେଳେ ଏହା ଭିତରେ ଓଡ଼ିଶା ସରକାର ଅନ୍ଲାଇନ ଶିକ୍ଷାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କ ସକାଶେ ଅଫ୍ଲାଇନରେ ପାଠପଢ଼ା ପାଇଁ ବ୍ୟଗ୍ରତା ଦେଖାଇଛନ୍ତି। ଅନ୍ଲାଇନ…
ଏଇ ଭାରତରେ
ପେସାରେ ଶିକ୍ଷକ ହେଲେ ବି ବୃକ୍ଷରୋପଣ ନିଶାରେ ପଡ଼ିଯାଇଛନ୍ତି ରାଜସ୍ଥାନର ପ୍ରସନ୍ନପୁରି ଗୋସ୍ବାମୀ। ସେ ୩୪ ବର୍ଷରେ ମେରାଙ୍ଗଗଡ଼ ଚାରିପାଖରେ ୨୨ ହେକ୍ଟର ଜମିରେ ୫୦,୦୦୦ ଗଛ ଲଗାଇ ସାରିଲେଣି। ୧୫ ଏକରରେ ବିଭିନ୍ନ ଗଛ ଓ ୭ ଏକରରେ କେବଳ…
ଏଇ ଭାରତରେ
ନିଜର ଡ୍ୟୁଟି ସମ୍ପାଦନ କରିବା ସହ ବଳକା ସମୟରେ ସାଲାଡ ବିକ୍ରି କରି ମାସକୁ ୧.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପୁଣେର ମେଘା ବଫନ୍ନା। କେବଳ ଏତିକି ନୁହେଁ, ସେ ଏହି ବ୍ୟବସାୟରେ ୩୦ ଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତି…
ସକଳ ତୀର୍ଥ ତୋ ଚରଣେ
ଇଂ. ରୌଶନ୍ ଖାନ୍ ଇସ୍ଲାମ ଧର୍ମର ପାଞ୍ଚୋଟି ମୌଳିକ ନୀତି ମଧ୍ୟରେ ହଜ୍ ହେଉଛି ଶେଷ କର୍ମଭିତ୍ତିକ ଉପାସନା। ଏହା ମୁସଲିମ କ୍ୟାଲେଣ୍ଡରର ଶେଷମାସ ‘ଜିଲ୍ ହଜ୍’ର ୮, ୯ ଓ ୧୦ ତାରିଖ ତିନିଦିନ ଧରି ଆରବର ମକ୍କା…
ସମସ୍ତଙ୍କ ପାଇଁ ସମାନ ନିୟମ କେବେ
ଅନିଲ କୁମାର ବିଶ୍ୱାଳ କିଛି ଦିନ ତଳେ ସମାନ ନାଗରିକ ସଂହିତାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି; ଯାହା ଦେଶରେ ସମାନ ନାଗରିକ ସଂହିତାକୁ ଲାଗୁ କରିବା ନେଇ ଚାଲିଥିବା ବିତର୍କକୁ ପୁଣି ଥରେ ଆଗକୁ…
Archives


