ଏଇ ଭାରତରେ
ପିଢ଼ି ପରେ ପିଢ଼ି ୧୦୩ ବର୍ଷ ହେବ ସୁରୁଖୁରୁରେ ଚାଲିଥିବା ଏକ ଭୋଜନାଳୟ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଭୋଜନାଳୟ ରହିଛି କୋଲକାତାର କଲେଜ ଷ୍ଟ୍ରିଟ୍ରେ। ଏହାକୁ ୧୯୧୮ରେ ସ୍ବାଧୀନତା ସଂଗ୍ରାମୀ ନୀହାର ରଞ୍ଜନ ମଜୁମ୍ଦାର ଆରମ୍ଭ କରିଥିଲେ। ଏହାର…
ନାମ ପାଇଁ ଡହଳବିକଳ
ବିଚିତ୍ର ବିଶ୍ୱାଳ ଆମେ ଦେଖୁଛେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଖେଳାଳିଙ୍କ ଫଟୋ ଅପେକ୍ଷା ନେତାମାନଙ୍କର ଫଟୋ ବଡ଼ ହୋଇ ଦେଖାଯାଉଛି। ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରତିଯୋଗିତାରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି। ଅବଶ୍ୟ…
କେତେ ସତ
ଡା. ଶୁଭଶ୍ରୀ ମିଶ୍ର ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡ଼େ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା ହେଉଥିଲାବେଳେ ନଚେତ୍ ହୋଇସାରିବା ପରେ ଟିକା ନେଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା ସହିତ କୌଣସି…
ପୁନର୍ନିିର୍ମାଣର ଚାବିକାଠି
ଡଜୋମାର୍ଟ ଓଟୋର୍ବାଏଭ ଆଫଗାନ୍ ସରକାରଙ୍କ ପତନ ଓ ତାଲିବାନ୍ କାବୁଲ ଦଖଲ କରିବା ପରେ ସେଠାରେ ନୀରବତା ଛାଇଯାଇଛି। ଅଧିକାଂଶ ଦୋକାନ ଓ ଶିଳ୍ପସଂସ୍ଥା ବନ୍ଦ ରହିଛି। ସାଧାରଣ ନାଗରିକମାନେ ଘରେ ଲୁଚି ରହିଛନ୍ତି। ଲୁଟେରାଙ୍କ କବଳରୁ ସହରକୁ ରକ୍ଷା କରିବା…
ବିଶ୍ୱାସଘାତକତାର ସ୍ମାରକ
ବ୍ରହ୍ମ ଚେଲାନୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଶୀଘ୍ର ତଥା ଭୁଲ ନିଷ୍ପତ୍ତି ନେବା ପରେ ସନ୍ତ୍ରାସବାଦୀମାନେ ଆଫଗାନିସ୍ତାନକୁ କବ୍ଜା କରି ନେଇଛନ୍ତି। ଫଳରେ ସେଠାରେ ଆମେରିକା ଦୀର୍ଘଦିନ ଧରି ଚଳାଇଥିବା ଯୁଦ୍ଧର ଲଜ୍ଜାଜନକ ପରିସମାପ୍ତି…
ଚଢ଼ା ଶେୟାର ବଜାର
ଦେବାଶିଷ ଆଚାର୍ଯ୍ୟ କୋଭିଡ୍-୧୯ର ପ୍ରଥମ ଏବଂ ଦ୍ୱିତୀୟ ଲହର ଆମର ଅର୍ଥନୀତିକୁ ଦୋହଲେଇ ଦେଇଛି ସତ କିନ୍ତୁ ଶେୟାର ବଜାର ହୁତୁହୁତୁ ବଢ଼ିଚାଲିଛି। ସମ୍ପ୍ରତି ସେନ୍ସେକ୍ସ ଯାହାକି ବମ୍ବେ ଷ୍ଟକ୍ ଏକଚେଞ୍ଜର ସୂଚକାଙ୍କ ୫୪,୦୦୦ ଉପରେ ପହଞ୍ଚତ୍ଅଛି ଏବଂ ନିଫ୍ଟି ସୂଚକାଙ୍କ…
ଶୂନଠାରୁ ସାମାନ୍ୟ ଭଲ
ରାଧାମୋହନ ମହାପାତ୍ର ଏବେ ପ୍ରାୟ ଏକ ମାସ ବା ତଦୂର୍ଦ୍ଧ୍ୱ କାଳ ହେବ ଜାତୀୟ ତଥା ଅନ୍ତର୍ଜାତୀୟ ଖବର ପରିବେଷଣ କ୍ଷେତ୍ରରେ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାର ବିଷୟବସ୍ତୁ ପାଠକଙ୍କ ଦୃଷ୍ଟି ଆକର୍ଷଣ କଲା। ଆସନ୍ତୁ ଭାରତର କ୍ରୀଡ଼ାନୈପୁଣ୍ୟ ଉପରେ ନଜର ପକାଇବା।…
ଏଇ ଭାରତରେ
ମୃତ୍ୟୁ ଧମକକୁ ଖାତିର ନ କରି ସୁମିତା ବାନାର୍ଜୀ କୋଲକାତାର ରବୀନ୍ଦ୍ର ସରୋବର ସୁରକ୍ଷା ଲାଗି ଯେଉଁଭଳି ସଂଗ୍ରାମ କରୁଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ। ପଶ୍ଚିମବଙ୍ଗ ଦୁର୍ଗାପୁର ନିବାସୀ ସୁମିତା ୧୯୯୦ରେ କୋଲକାତା ଆସି କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା…
ଏଇ ଭାରତରେ
ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍ଡି କୋଟେ ବ୍ଲକ୍ ନିବାସୀ ପ୍ରେମା ପ୍ରଥମେ କପା ଓ ମକା ଚାଷ କରୁଥିଲେ। ପରେ ଚିଆ ଚାଷ କରି ପୂର୍ବାପେକ୍ଷା…
ଧନ କ’ଣ ସୁଖ କିଣିପାରେ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଏ ପ୍ରଶ୍ନର ଜବାବ ଦେବାକୁ ହେଲେ ପ୍ରଥମେ ନିରୂପଣ କରିବାକୁ ହେବ ସୁଖର ସଂଜ୍ଞା। ଅନେକ ଦାର୍ଶନିକ ଏବଂ ଚିନ୍ତାଶୀଳ ବ୍ୟକ୍ତି ଏହାକୁ ଏକ ପ୍ରହେଳିକା ବୋଲି କହନ୍ତି। ଏଣୁ କବି ରାଧାନାଥଙ୍କ ଭାଷାରେ…
ଲୋକ ଦୋଷୀ, ସରକାର ଅସହାୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଅନେକ ବିଷୟ ଅବତାରଣା କରିଛନ୍ତି। ତେବେ ପୂର୍ବରୁ ରହିଆସିଥିବା ତାଙ୍କ ସ୍ଲୋଗାନ ‘ସବ୍ କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ’ ସହ ‘ସବ୍ କା…
ଏଇ ଭାରତରେ
ହାତୀ ଓ ମଣିଷ ମଧ୍ୟରେ ଲାଗିରହୁଥିବା ସଂଘର୍ଷକୁ କମ୍ କରିବାରେ ପଶ୍ଚିମବଙ୍ଗର ଜଣେ ଶିକ୍ଷକଙ୍କ ଅବଦାନ ନିଶ୍ଚୟ ପ୍ରେରଣାଦାୟକ। ଜଲପାଇଗୁଡ଼ି ଜିଲାର ମାଲ୍ବଜାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏସ୍.ପି. ପାଣ୍ଡେ ବନ ଅଧିତ୍କାରୀ, ପଞ୍ଚାୟତ ଏବଂ ଚା ବଗିଚାର ମାଲିକମାନଙ୍କ ସହଯୋଗରେ…
Archives


