ଏଇ ଭାରତରେ

ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍‌ଡି କୋଟେ ବ୍ଲକ୍‌ ନିବାସୀ ପ୍ରେମା ପ୍ରଥମେ କପା ଓ ମକା ଚାଷ କରୁଥିଲେ। ପରେ ଚିଆ ଚାଷ କରି ପୂର୍ବାପେକ୍ଷା ୩ ଗୁଣ ଲାଭ କରୁଛନ୍ତି। ଏହି ଲାଭରେ ସେ ଦୁଇଚକିଆ ଗାଡି କିଣି ଆଖପାଖ ଗାଁକୁ ଯାଇ ୩୦ ଜଣ ଚାଷୀଙ୍କୁ ଚିଆ ଚାଷ କରିବା ଲାଗି ଉତ୍ସାହିତ କରୁଛନ୍ତି। ମହିଳାମାନେ ମଧ୍ୟ ପ୍ରେମାଙ୍କ ପ୍ରେରଣା ଲାଭ କରି ଚିଆ ଚାଷ କରି ସେମାନଙ୍କ ଆୟ ବୃଦ୍ଧି କରିପାରିଛନ୍ତି। ପ୍ରେମା ନାଗରହୋଲେ ଜଙ୍ଗଲରୁ ବିସ୍ଥାପିତ ହୋଇ ସୋଲେପୁରା ସଂରକ୍ଷିତ ଜଙ୍ଗଲକୁ ଆସିବା ପରେ ଚିଆ ଓ ଦକ୍ଷିଣ ଆମେରିକାର ମିଲେଟ୍‌ ଚାଷ କରି ପ୍ରଥମେ ୧.୨୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଚିଆ ଚାଷରେ ସଫଳତା ପାଇଁ ତାଙ୍କୁ ‘ଚିଆ ରାଣୀ’ ବୋଲି କୁହାଯାଉଛି। ସେ ତାଙ୍କ ଘରପାଖରୁ ୫୦ କି.ମି. ପରିସରରେ ଥିବା ଗାଁଗୁଡ଼ିକୁ ଯାଇ ୩୦ ଜଣ ଚାଷୀଙ୍କୁ ଗାଇଡ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସରକାରୀ ସ୍କୁଲରେ ପିଲା ସଂଖ୍ୟା କମିବା ଏବେ ଚିନ୍ତାର କାରଣ ହେଉଛି। ଏଥିରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତଥାପି...

ବାପା କେବେ କାନ୍ଦନ୍ତିନି

ଡ. ନରେନ୍ଦ୍ର ସେଠୀ ସବୁ ପିଲାଙ୍କୁ ବାପା ସୁପର ହିରୋ ଲାଗନ୍ତି। ଯାତର ମହଙ୍ଗା ଖେଳନା, ସେକେଣ୍ଡହାଣ୍ଡ ସାଇକେଲ, ହୋଲିର ପିଚକାରି, ଜନ୍ମ ଦିନର ଜାମା...

ଅର୍ଥନୀତି ଓ ପରିବେଶ

ଡ. ଜୟକୃଷ୍ଣ ପାଣିଗ୍ରାହୀ ଅର୍ଥନୀତି ହେଉଛି ଦ୍ରବ୍ୟ ଓ ସେବା ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାରର ଏକ ବ୍ୟବସ୍ଥା, ଯାହା ପରିଶେଷରେ ଏକ ଗୋଷ୍ଠୀ ମଧ୍ୟରେ...

ଶ୍ରମିକ ଅସୁରକ୍ଷିତ

ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଶିବଶକ୍ତି ଷ୍ଟୋନ୍‌ କ୍ରଶରରେ ଚକା ବେଲ୍ଟ ଛିଣ୍ଡି ୧୭ ମାର୍ଚ୍ଚରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ...

ସବାଇ ଘାସରୁ ଶିଳ୍ପ ସମ୍ଭାବନା

ଅଧ୍ୟାପକ ଗୋପବନ୍ଧୁ   ସବାଇ ଗ୍ରାସ୍‌ ବା ବୁବେଇ ଘାସ ମୟୂରଭଞ୍ଜ ଜିଲାର ଏକ ବିଶାଳ ଅଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଥାଏ। ବିଶେଷକରି ମୋରଡ଼ା...

ଏଇ ଭାରତରେ

କୃଷକଙ୍କ ହିତ ପାଇଁ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ହରିୟାଣାର ନିଶା ସୋଲାଙ୍କି ଅନ୍ୟତମ। ନିଶା ହରିୟାଣାର ପ୍ରଥମ ଡ୍ରୋନ୍‌ ପାଇଲଟ୍‌। ସେ...

ସାଇବର ଅପରାଧ ଓ ଶିଶୁ ସୁରକ୍ଷା

ରାଜୀବ କୁମାର ନାୟକ   ବର୍ତ୍ତମାନ ଇଣ୍ଟରନେଟ୍‌ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି। ଇଣ୍ଟରନେଟ୍‌ ମାଧ୍ୟମରେ ବନ୍ଧୁ ସୃଷ୍ଟି, ଭାବ ପ୍ରକାଶ,...

ବିଦେଶୀ ସାଜିପାରନ୍ତି ଦୂତ

ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri