ଏଇ ଭାରତରେ

ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍‌ଡି କୋଟେ ବ୍ଲକ୍‌ ନିବାସୀ ପ୍ରେମା ପ୍ରଥମେ କପା ଓ ମକା ଚାଷ କରୁଥିଲେ। ପରେ ଚିଆ ଚାଷ କରି ପୂର୍ବାପେକ୍ଷା ୩ ଗୁଣ ଲାଭ କରୁଛନ୍ତି। ଏହି ଲାଭରେ ସେ ଦୁଇଚକିଆ ଗାଡି କିଣି ଆଖପାଖ ଗାଁକୁ ଯାଇ ୩୦ ଜଣ ଚାଷୀଙ୍କୁ ଚିଆ ଚାଷ କରିବା ଲାଗି ଉତ୍ସାହିତ କରୁଛନ୍ତି। ମହିଳାମାନେ ମଧ୍ୟ ପ୍ରେମାଙ୍କ ପ୍ରେରଣା ଲାଭ କରି ଚିଆ ଚାଷ କରି ସେମାନଙ୍କ ଆୟ ବୃଦ୍ଧି କରିପାରିଛନ୍ତି। ପ୍ରେମା ନାଗରହୋଲେ ଜଙ୍ଗଲରୁ ବିସ୍ଥାପିତ ହୋଇ ସୋଲେପୁରା ସଂରକ୍ଷିତ ଜଙ୍ଗଲକୁ ଆସିବା ପରେ ଚିଆ ଓ ଦକ୍ଷିଣ ଆମେରିକାର ମିଲେଟ୍‌ ଚାଷ କରି ପ୍ରଥମେ ୧.୨୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଚିଆ ଚାଷରେ ସଫଳତା ପାଇଁ ତାଙ୍କୁ ‘ଚିଆ ରାଣୀ’ ବୋଲି କୁହାଯାଉଛି। ସେ ତାଙ୍କ ଘରପାଖରୁ ୫୦ କି.ମି. ପରିସରରେ ଥିବା ଗାଁଗୁଡ଼ିକୁ ଯାଇ ୩୦ ଜଣ ଚାଷୀଙ୍କୁ ଗାଇଡ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ଡା. ଏମ. ରେଗି ଏବଂ ଡା.ଲଳିତା ରେଗି । ଏକ ଡାକ୍ତର ଦମ୍ପତି ତାମିଲନାଡୁର...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ୧୫୦୦ ଗୃହହୀନଙ୍କୁ ଆଶ୍ରୟସ୍ଥଳୀରେ ରଖି ସେମାନଙ୍କୁ ରୋଜଗାରକ୍ଷମ କରିବାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇଏଏସ୍‌ ଅଧିକାରୀ ଏସ୍‌.ଶ୍ରୀରାମ ସମ୍ବାଶିବ ରାଓ। କେରଳର...

ଐତିହ୍ୟ ପ୍ରଦର୍ଶନର ଆବଶ୍ୟକତା

ଡ. ପ୍ରମୋଦ କୁମାର ପଣ୍ଡା ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ପରିକ୍ରମା ସୌନ୍ଦର୍ଯ୍ୟକରଣ ଏକ ସ୍ବାଗତଯୋଗ୍ୟ ଓ ସୁନ୍ଦର ପଦକ୍ଷେପ। ଏହାଦ୍ୱାରା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ...

ମାନସିକ ଚାପ ଓ ସଂକ୍ରମଣ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଧୁନିକ ଜୀବନ ଶୈଳୀର ଅନ୍ୟତମ ଭୟାବହ ପରିଣାମ ହେଲା ମାନସିକ ଚାପ। ଅପରିସୀମ ଲୋଭ, କ୍ରୋଧ, ଈର୍ଷା, ହିଂସା, ଭୟ...

ଆତ୍ମପ୍ରେମର ପ୍ରଦର୍ଶନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ମଣିଷ ସବୁଠାରୁ ବେଶି ଭଲପାଏ ନିଜକୁ। ନିଜର ଚେହେରା, ହାବଭାବ, କର୍ମ ଅନ୍ୟମାନଙ୍କ ନିମନ୍ତେ ଗ୍ରହଣୀୟ ନ ହେଲେ ମଧ୍ୟ...

ଏଇ ଭାରତରେ

ମେହନତି ମଣିଷ ପାଇଁ ସବୁ କିଛି ସମ୍ଭବ। ଏହିପରି ଜଣେ ମଣିଷ ହେଉଛନ୍ତି ପଟିଆଲା ଜିଲାର ଭାଦସୋଁ-୨ର ବ୍ଲକ୍‌ ଶିକ୍ଷା ଅଧିକାରୀ ବଲକାର କୌର। ନିଷ୍ଠାପର...

ଏଇ ଭାରତରେ

ପେସାରେ ଜଣେ ଡାକ୍ତର, କିନ୍ତୁ ପରିବେଶ ସୁରକ୍ଷା ପାଇଁ ସଦା ବ୍ୟସ୍ତ ଡା.ପରମେଶ୍ୱର ମୁଣ୍ଡେ। ସେ ମହାରାଷ୍ଟ୍ରରେ ପର୍ଯ୍ୟଟନଭିତ୍ତିକ ପାହାଡ଼ଗୁଡ଼ିକୁ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ କରିବା ଲାଗି...

ଏଇ ଭାରତରେ

କୋଭିଡ୍‌-୧୯ରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଡ. ମନୋଜ ଗୋଏଲ ବି ଜଣେ, ଯିଏ ମହାମାରୀ ବ୍ୟାପିବା ଦିନଠାରୁ ଏଯାବତ ଛୁଟି ନ...

Advertisement
Archives

Model This Week