ସମ୍ପାଦକୀୟ

ଆଲୋକରୁ ଅନ୍ଧାର ଆଡ଼କୁ

କେଉଁ କାଳରୁ ଆମ ମହନୀୟ ସଂସ୍କାରରେ ମହାମନ୍ତ୍ରଟିଏ ହୋଇ କୋଟି ପ୍ରାଣରେ ଝଙ୍କୃତ ହୋଇଆସୁଛି, ସଂଜୀବନୀ ଶକ୍ତି ହୋଇ ପ୍ରବାହିତ ହୋଇଆସୁଛି ଆମର ପ୍ରତିଟି ରକ୍ତବିନ୍ଦୁରେ; ପୁଣି ଆମ ସାମାଜିକ ଚେତନାର ପରମ୍ପରାରେ ପ୍ରାର୍ଥନାଟିଏ ହୋଇ ଉଚ୍ଚାରିତ ହେଉଛି ସେଇ ରହସ୍ୟମୟ…

ଏଇ ଭାରତରେ

ମୃତ୍ୟୁ ପରେ ଶବଦାହ ସମ୍ମାନର ସହ ହେବା ଉଚିତ। କୌଣସି କାରଣରୁ ଶବ ବାହାରେ ପଡ଼ିରହିଲେ କିମ୍ବା ଏହା ପାଇଁ କେହି ଦାବି ନ କଲେ ତାହା ମାନବୀୟ ସମ୍ମାନ ହାନିକରେ। ଏଣୁ ଶବଦାହ ଲାଗି ପଞ୍ଜାବର ହରଜିନ୍ଦର ସିଂ ଚିମା…

ଏଇ ଭାରତରେ

ତାମିଲନାଡୁର ଭିଲ୍ଲୁପୁରମ୍‌ ଜିଲା ମରକ୍କନାମ ଟାଉନ୍‌ର ପାଞ୍ଚ ନଂ.ଓ୍ବାର୍ଡରେ ଥିବା ଅଙ୍ଗନଓ୍ବାଡିକୁ ଏସ୍‌. ସୁମତି ନୂଆ ରୂପ ଦେଇଛନ୍ତି। ସୁମତିଙ୍କ ଘର ଟାଉନ୍‌ ନିକଟସ୍ଥ ପୁଡୁପାକ୍କମ ଗାଁରେ। ଆରମ୍ଭରୁ ଅଙ୍ଗନଓ୍ବାଡିରେ ଘର ବ୍ୟତୀତ କିଛି ବି ନ ଥିଲା। ସେଠାରେ ୨୦୧୭ରେ…

ଉପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ ବୈଦିକ ସାହିତ୍ୟରେ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ ଆଦି ୪ ଗୋଟି ଗ୍ରନ୍ଥକୁ ବେଦର ସଂଜ୍ଞା ପ୍ରଦାନ କରାଯାଇଛି। ଯେଉଁ ୩ ଗୋଟି ଦାର୍ଶନିକ ସିଦ୍ଧାନ୍ତ ଉପରେ ବୈଦିକ ସାହିତ୍ୟ ପର୍ଯ୍ୟବସିତ, ତାହା ହେଲା-…

ସଙ୍କୁଚିତ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର ଗତ ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି। ସାଧାରଣତଃ, ଯେଉଁ ଦଳ ଶାସନ କରୁ ବା ଯିଏ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ହେଉନା କାହିଁକି, ପ୍ରତ୍ୟେକ ବର୍ଷ ଅଧିକ…

ନିୟମ ଅମାନ୍ୟ

କେରଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନେ ସେମାନଙ୍କ ସରକାରୀ ଗାଡ଼ିରେ ବହୁ ସମୟରେ ବ୍ଲୁ ଫ୍ଲାଗ୍‌ ବା ନୀଳ ପତାକା ଲଗାଇଥାନ୍ତି। ଏଥିରେ ଥିବା ପ୍ରତୀକ ମସୁରି ଟ୍ରେନିଂ ଏକାଡେମୀର ପ୍ରତୀକ ସହ ସମାନ । କିନ୍ତୁ ଏବେ କେରଳ…

ଏଇ ଭାରତରେ

ମହାମାରୀ ସମୟରେ ଲକ୍‌ଡାଉନ ଅନେକଙ୍କୁ ନୂଆ ବାଟ ଦେଖାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଲାଲ୍‌ ବହାର। ସେ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ଲାଇବ୍ରେରି ଖୋଲିଛନ୍ତି। ପ୍ରଥମେ ସେ ତାଙ୍କ ଗାଁରେ ପିଲାମାନେ ପଢିବା ଲାଗି ଲାଇବ୍ରେରି ଖୋଲିଥିଲେ। ପରେ ୨୫୦ ଗାଁରେ…

ମଧୁବାବୁଙ୍କୁ ଚିଠି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ମହାଶୟ! ଓଡ଼ିଆ ଜାତିର ଭୀଷ୍ମ ପିତାମହ ମଧୁସୂଦନ ଦାସ (ଜନ୍ମ ତା ୨୮ା୪ା୧୮୪୮ରିଖ ଏବଂ ମୃତ୍ୟୁ ତା ୦୪ା୨ା୧୯୩୪ ରିଖ)ଙ୍କୁ ଅନ୍ତରର ଭକ୍ତିପୂତ ପ୍ରଣାମ। ଆପଣ ହେଉଛନ୍ତି ଅନେକ କାହାଣୀ ଓ ଉପକଥାର ନାୟକ। ଆପଣଙ୍କୁ ଦେଖିବାର…

ଗଣତନ୍ତ୍ରର ଅଧୋଗତି

ଫେଡେରିକୋ ଫୁବିନି ପାଶ୍ଚାତ୍ୟର ସବୁ ଦେଶରେ ଏବେ ଅନୁଦାର ବା ନୀଚମନା ରାଜନେତାଙ୍କ ଆବିର୍ଭାବ ଗଣତନ୍ତ୍ରର ଭବିଷ୍ୟତକୁ ଧ୍ୱଂସମୁଖକୁ ଠେଲିଦେଇଛି। ପ୍ରଥମେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଥା ବିଚାରକୁ ନିଆଯାଉ। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହୋଇ ତାହାକୁ…

ବାର୍ଦ୍ଧକ୍ୟର ଗତିରୋଧ

ଡା. ସମ୍ରାଟ କର ଲୋଳିତ ଚର୍ମ, ହ୍ରାସ ପାଉଥିବା ସ୍ମୃତି ଶକ୍ତି, କର୍କଟ ଓ ହୃଦ୍‌ରୋଗର ଭୟ ସହ ବାର୍ଦ୍ଧକ୍ୟର ସ୍ପର୍ଶ ଆମ ସମସ୍ତଙ୍କ ଜୀବନରେ ଅବଶ୍ୟମ୍ଭାବୀ; ଯେଉଁଥିରୁ ବର୍ତ୍ତିବା ଅସମ୍ଭବ ନିଶ୍ଚୟ। ତଥାପି ହଜାର ହଜାର ବର୍ଷ ଧରି ମାନବ…

ଆଫ୍ରିକାର ସ୍ବାସ୍ଥ୍ୟ ପ୍ରଯୁକ୍ତି

ଷ୍ଟିଫେନ୍‌ ଓଗ୍‌ଓ୍ବିନୋ ଆଫ୍ରିକାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବାରେ ସାଧାରଣତଃ ଘୋର ଅକ୍ଷମତା ଦେଖାଯାଇଥାଏ। ଏହିି ମହାଦେଶର ସବୁ ଦେଶ ଚିକିତ୍ସା ଉପକରଣ ଓ ଓଷଧ ଯୋଗାଣ ଶୃଙ୍ଖଳା, ପ୍ରଯୁକ୍ତିଗତ ସ୍ବାସ୍ଥ୍ୟ ସେବା ଯୋଗାଇବା, ଚିକିତ୍ସାଗତ ତଥ୍ୟର ସମୀକ୍ଷା ଓ ଷ୍ଟୋରେଜ ଏବଂ…

ପ୍ରକୃତିର ରୂପରେଖ

ସଚ୍ଚିଦାନନ୍ଦ ଦାଶ ଆଜିର ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷଜ୍ୱାଳା ଗ୍ରାସ କରିଛି। ଏବେ ପ୍ରକୃତି ଓ ପରିବେଶ ଅସ୍ଥିର । ବିଶ୍ୱର ଯଦି ଅଙ୍ଗରକାମ୍ଳ ମାତ୍ରା ହ୍ରାସ ନ ପାଏ, ଜୀବନ ଦୁର୍ବିଷହ ହୋଇପଡ଼ିବ। ପ୍ରକୃତି ଏବଂ ପରିବେଶର ସ୍ଥିତିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?