ସମ୍ପାଦକୀୟ

ପଶ୍ଚାତ୍ତାପ କରିବାକୁ ହେବ

ଆମ ଉପରେ ଜଳବାୟୁ ପରିବର୍ତ୍ତନର ପରିଣାମ ଧୀରେ ଧୀରେ ଅନୁଭୂତ ହେଉଛି। ଏହାର ଉତ୍ତରଦାୟିତ୍ୱ ବର୍ତ୍ତମାନର ପିଢି ନେଉନାହାନ୍ତି। ୧୯୮୦ରେ ସାମ୍‌ନାକୁ ଆସିଥିବା ‘ଗ୍ରୀନ୍‌ ହାଉସ ଗ୍ୟାସ୍‌’, କ୍ଲୋରୋଫ୍ଲୋରକାର୍ବନ’ ଏବଂ ‘ହୋଲ୍‌ ଇନ୍‌ ଓଜୋନ ଲେୟାର’ ଭଳି ବାକ୍ୟାଂଶ ବା ଶବ୍ଦଗୁଡ଼ିକ…

ଦୁଃସାହସିକ ଅଭିଯାତ୍ରୀ

ବିସ୍ମୟ ବିଶ୍ୱ। ତା’ମଧ୍ୟରେ ଗୋଟିଏ ଗ୍ରହ ପୃଥିବୀ ଯେଉଁଠାରେ ମାନବସତ୍ତା ରହିଛି। ତେଣୁ ମଣିଷର ଅଭିଯାନ ଭୂମିଠାରୁ ଅନ୍ତରୀକ୍ଷ ଯାଏ ଅହରହ ଚାଲିଛି। ଅଦ୍ଭୁତ ଭୂଖଣ୍ଡ ଓ ପ୍ରକୃତି କୋଳରେ ଏଭଳି ସବୁଅଞ୍ଚଳ ରହିଛି, ଯାହାକୁ ସାଧାରଣ ଲୋକ ପହଞ୍ଚତ୍ବା କଷ୍ଟକର…

ମୃତ୍ୟୁ: ଏକ ସମର୍ଥ ଭାବନା

ଡ. ନିଖିଳା ନନ୍ଦ ପାଣିଗ୍ରାହୀ ମନୋଜ ଦାସ ଜଣେ ବିବର୍ତ୍ତନଶୀଳ ଆତ୍ମା। କେତେ ଜନ୍ମରେ କେତେ ଦାସ, କେତେ ମହାପାତ୍ର କି କେତେ ଜନ୍‌, କେତେ ରବିନ୍‌ସନ, କେତେ କ’ଣ ହୋଇଥିବ, ସେ ଏବଂ ଆଉ କେତେ ହେବ ତାହା ମୁଁ…

ଏଇ ଭାରତରେ

ପଶ୍ଚିମବଙ୍ଗର ସୁନ୍ଦରବନରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଅକ୍ସିଜେନ ଯୋଗାଇବାରେ ଲାଗିଛନ୍ତି ସୌମିତ୍ର ମଣ୍ଡଳ। ବଡ଼କଥା ହେଉଛି, ସୁନ୍ଦରବନରେ ଥିବା ୯ଟି ଦ୍ୱୀପାଞ୍ଚଳରେ ରାସ୍ତା ଭଲ ନ ଥିତ୍ବାରୁ ସେଠାକାର ପୀଡ଼ିତଙ୍କ ନିକଟରେ ସେ ସାଇକେଲରେ ନେଇ ଅକ୍ସିଜେନ ପହଞ୍ଚାଉଛନ୍ତି। ସେଥିପାଇଁ…

ଏଇ ଭାରତରେ

ଗୋଟିଏ କି ଦୁଇଟି ପ୍ରକାର ଧାନ ନୁହେଁ, ୬୫୦ ପ୍ରକାର ଧାନ ଚାଷ କରୁଛନ୍ତି କେରଳର ସତ୍ୟନାରାୟଣନ ବେଲେରି। କସାରଗଡର ନେତିନେଗେ ଗାଁ ନିବାସୀ ସତ୍ୟନାରାୟଣନ ଅଭିନବ ପଦ୍ଧତିରେ କମ୍‌ ଜମିରେ ତାର୍‌ପୋଲିନ ଓ ଗ୍ରୋ ବ୍ୟାଗ୍‌ ବ୍ୟବହାର କରି ଧାନଚାଷ…

ମହାକାଶ ପର୍ଯ୍ୟଟନର ସମ୍ଭାବନା

ନଗେନ୍ଦ୍ର ନାଥ ପଟ୍ଟନାୟକ ଏବେ ମହାକାଶ ପର୍ଯ୍ୟଟନ ବାସ୍ତବତାରେ ପରିଣତ ହୋଇଛି। ଅରବପତି ରିଚାର୍ଡ ବ୍ରାନ୍‌ସନ୍‌ଙ୍କ ଘରୋଇ କମ୍ପାନୀ ଭର୍ଜିନ ଗେଲୋକ୍ଟିକ ମହାକାଶରେ ଯାତ୍ରା କରିବାର ସ୍ବପ୍ନକୁ ସାକାର କରି ଦେଖାଇଛି। ବ୍ରାନ୍‌ସନ୍‌ଙ୍କ ବ୍ୟତୀତ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ମଧ୍ୟ…

ରାଜନୀତିର ଊର୍ଦ୍ଧ୍ୱରେ ପାଇକ ସଂଗ୍ରାମ

ଅନିଲ ବିଶ୍ୱାଳ ଅନେକ ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ପାଇକ ସଂଗ୍ରାମ। ପାଇକ ସଂଗ୍ରାମକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବରେ ମାନ୍ୟତା ନେଇ ରାଜ୍ୟ ସଭାରେ ପଚରାଯାଇଥିବା ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କ ନାସ୍ତିବାଚକ ଉତ୍ତର…

କି ପରିବର୍ତ୍ତନ

କେନ୍ଦ୍ର ସରକାରଙ୍କ ଦ୍ୱାରା ସଚିବସ୍ତରୀୟ ଅଦଳବଦଳ କରାଯାଇଛି। ଏଥିରେ ୯ଟି ମନ୍ତ୍ରଣାଳୟ ଓ ବିଭାଗକୁ ମିଳିଛି ନୂଆ ସଚିବ। କେନ୍ଦ୍ରରେ ଏ ପ୍ରକାର ପଦୋନ୍ନତି ଲାଗି ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ଦୀର୍ଘଦିନ ଧରି ଚାହଁି ବସିଥିଲେ। ଉକ୍ତ ଅଦଳବଦଳ ବା…

ଏଇ ଭାରତରେ

ପବନରୁ ମିଳୁଥିବା ପାଣି ଜଳ ସଙ୍କଟ ଦୂର କରିବ। ଏଥିପାଇଁ ବିଶ୍ୱ ସ୍ତରରେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି ବୈଜ୍ଞାନିକମାନେ। ହେଲେ ଭାରତର ଏକ ଷ୍ଟାର୍ଟଅପ୍‌ ଏ କ୍ଷେତ୍ରରେ କିଛି ପାଦ ଆଗକୁ ବଢ଼ିଛି। ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍‌ ‘ଉରାଭୁ ଲ୍ୟାବ୍‌’ର ୪…

ଭଲ ମଣିଷର ପରିଭାଷା

ଡ. ସିଦ୍ଧାର୍ଥ କାନୁନ୍‌ଗୋ ରୁଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କୁ ଯଦି କିଏ ନମସ୍କାର କରୁଥିଲେ, ସେ ତତ୍‌କ୍ଷଣାତ୍‌ ସେହି ବ୍ୟକ୍ତିଙ୍କୁ ପ୍ରତିନମସ୍କାର ଜଣାଇ କହୁଥିଲେ, ‘ଭଲ ମଣିଷ ହୁଅ’। ଇତିହାସ ସୂଚାଇଦିଏ ଯେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସିନୋପ୍‌ (ଖ୍ରୀ.ପୂ. ୪୧୦-୩୨୩) ସେ…

ଆମେରିକା ଗଣତନ୍ତ୍ର ପ୍ରତି ବିପଦ

ମାଇକେଲ୍‌ ଲିଣ୍ଡ୍‌ ଓ୍ବାଶିଂଟନ୍‌ ଡିସିରେ ୬ ଜାନୁୟାରୀ ୨୦୨୧ରେ ଯାହା ଘଟିଥିଲା ସେଥିରୁ ବହୁତ କିଛି ଶିଖିବାକୁ ବାକି ରହିଛି। କାପିଟୋଲରେ ଟ୍ରମ୍ପ୍‌ଙ୍କ ସପକ୍ଷବାଦୀ ବିଦ୍ରୋହୀ ଜୋରଜବରଦସ୍ତି ପ୍ରବେଶ କରିଥିଲେ। ଆମେରିକାର ସାମ୍ବିଧାନିକ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ଏହା ଥିଲା…

ସଜାଗ ହେବା ବେଳ

ବିପ୍ଳବ ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି। ଏପରିକି ଏଥିପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ କରିବାକୁ ପଡ଼ିଲା ଆଉ ସରକାର କଠୋର ନିଷ୍ପତ୍ତି ସ୍ବରୂପ ସ୍କୁଲ ବନ୍ଦ ରଖିବାକୁ ବାଧ୍ୟ ହେଲେ। ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri