ଏଇ ଭାରତରେ
ଓକିଲାତି ଛାଡ଼ି ଘରଦ୍ୱାର ଜମିବାଡ଼ି ବିକ୍ରି କରି ମାଗଣାରେ ହେଲ୍ମେଟ ବାଣ୍ଟୁଛନ୍ତି ରାଘବେନ୍ଦ୍ର କୁମାର। ତାଙ୍କୁ ମଧ୍ୟ ଭାରତର ‘ହେଲ୍ମେଟ ମ୍ୟାନ’ ବୋଲି କୁହାଯାଉଛି। ସେ ଏବେ ୨୨ଟି ରାଜ୍ୟରେ ୫୦,୦୦୦ରୁ ଅଧିକ ହେଲ୍ମେଟ ବାଣ୍ଟି ସାରିଲେଣି। ୭ ବର୍ଷ ପୂବେ…
ଏଇ ଭାରତରେ
ଗୋଟିଏପଟେ କାର୍ଯ୍ୟ ଓ ଅନ୍ୟପକ୍ଷେ ଅସହାୟ ପିଲାଙ୍କୁ ଟିଉଶନ ସୁବିଧା ଯୋଗାଇଦେବା ଦାୟିତ୍ୱ ନିର୍ବାହ କରିବା କଷ୍ଟକର ହେଲେ ମଧ୍ୟ ବିହାରର ତିନିଜଣ ସରକାରୀ ଅଧିକାରୀ ଏହାକୁ ନିର୍ବାହ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସନ୍ତୋଷ କୁମାର, ବିଜୟ କୁମାର…
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ
ଅମୂଲ୍ୟ କୁମାର ପଣ୍ଡା ବିଶ୍ୱତାପନ କାରଣରୁ ମେରୁ ଅଞ୍ଚଳରେ ଗଚ୍ଛିତ ଗ୍ଲେସିୟର ତରଳିବାରେ ଲାଗିଛି। ଯେଉଁଥିପାଇଁ କେବଳ ପୃଥିବୀର ଜଳଚକ୍ର ପ୍ରଭାବିତ ହେଉଛି ତାହା ନୁହେଁ, ଆଗାମୀ ଦିନ ପାଇଁ ଏକ ବଡ଼ ବିପଦ ଡାକି ଆଣୁଛି ବୋଲି ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ…
ସଙ୍କଟରେ ଭାରତର ଗଣତନ୍ତ୍ର
କିଶୋର ଜେନା ଏକ ସ୍ବଚ୍ଛ ଓ ସ୍ବାଧୀନ ନିର୍ବାଚନ ପ୍ରକ୍ରିୟା, ଏକ ସ୍ବାଧୀନ ବିଚାର ବିଭାଗ, ଶକ୍ତିଶାଳୀ ବିରୋଧୀ ଦଳ, ବାଦ-ପ୍ରତିବାଦ ମୁଖର ଏକ ସଂସଦ, ଅପେକ୍ଷାକୃତ ସ୍ବାଧୀନ ଗଣମାଧ୍ୟମ ଏବଂ ରାଜନୀତିଠାରୁ ଦୂରରେ ଥିବା ଏକ ସୈନ୍ୟବାହିନୀ ଏହିସବୁ ମିଶି…
ହାତରୁ ଖସିଲେ ଅଣାୟତ୍ତ
ଡିସେମ୍ବର ୧୭ରୁ ୧୯ ତାରିଖ ତିନିଦିନ ଧରି ଉତ୍ତରାଖଣ୍ଡର ହରିଦ୍ୱାରରେ ଧର୍ମ ସଂସଦ ଅନୁଷ୍ଠିତ ହୋଇଥିଲା। ସେଥିରେ ୫୦ ସାଧୁ ଯୋଗଦେଇ ସଂଖ୍ୟାଲଘୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏପରି କି ୨୦ ଲକ୍ଷ ମୁସଲମାନଙ୍କୁ ହତ୍ୟା କରାଯିବା…
ସୁବିଧାରେ ନୀରବ
କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭାରତ ସମେତ ବିଶ୍ୱର ୧୦୮ ଦେଶରେ ତା’ର କାୟା ବିସ୍ତାର କରିଛି। ଏହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇ ନ ଥିଲେ ମଧ୍ୟ ସଂକ୍ରମଣ ହାର ବଢ଼ିଚାଲିଛି। ଏହି ଭାରିଆଣ୍ଟରେ ସବୁ ବର୍ଗ ଆକ୍ରାନ୍ତ…
ଅଭ୍ରାନ୍ତ ଦିଗ୍ଦର୍ଶକ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ସତ୍ସଙ୍ଗର ଆଚାର୍ଯ୍ୟଦେବ ଅଶୋକ ଚକ୍ରବର୍ତ୍ତୀ, ଅଗଣିତ ସତ୍ସଙ୍ଗୀଙ୍କ ପରମପ୍ରିୟ ‘ଶ୍ରୀଶ୍ରୀ ଦାଦା’ ତାଙ୍କର ପାର୍ଥିବ ଲୀଳା ସମାପନ କରି ଚଳିତ ମାସ ୧୬ତାରିଖରେ ଆନନ୍ଦଧାମ ଉଦ୍ଦେଶ୍ୟରେ ଯାତ୍ରା କଲେ। ପ୍ରକୃତରେ ସତ୍ସଙ୍ଗର ଆଚାର୍ଯ୍ୟଦେବମାନେ ସମାଜରେ କୌଣସି ମହାତ୍ମାର…
ଆସୁ ନୂଆ ବରଷ, ନ ହେଉ ସର୍ବନାଶ
ଉପେନ୍ଦ୍ର ବିଶ୍ୱାଳ ନୂଆ ବର୍ଷ କାହା ପାଇଁ ଆଣେ ହରଷ ତ କାହା ପାଇଁ ସର୍ବନାଶ। ଦିନ ପରେ ମାସ, ମାସ ପରେ ବର୍ଷ ଏହିପରି ପୁରାତନ ବର୍ଷକୁ ବିଦାୟ ଓ ନୂତନ ଇଂଲିଶ୍ ବର୍ଷକୁ ସ୍ବାଗତ କରିବାକୁ ଯାଇ…
ଏଇ ଭାରତରେ
ଜଣେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ପ୍ରେରଣାଦାୟୀ କାର୍ଯ୍ୟ ଦେଖିବାକୁ ମିଳିଛି ପୁଣେରେ। ଅମିତା ଦେଶପାଣ୍ଡେ ଆଇଟିରେ ଡିଗ୍ରୀ ହାସଲ କରିବା ପରେ ଚରଖା ଓ ତନ୍ତ ବ୍ୟବହାର କରି ଅଦରକାରୀ ପ୍ଲାଷ୍ଟିକ ଓ୍ବର୍ପରରୁ ଆକର୍ଷଣୀୟ ବ୍ୟାଗ୍ ତିଆରି କରୁଛନ୍ତି। ସ୍ବାଧୀନତା ସଂଗ୍ରାମ ସମୟରେ…
ଆଗକୁ ବଢ଼ିବା
ଆକାର ପଟେଲ ବିଭିନ୍ନ ଘଟଣାକୁ ଅନୁଧ୍ୟାନ କଲେ ବିଗତ ଦୁଇ ବର୍ଷ ଏକାଭଳି ଜଣାପଡ଼େ। ଆମେ ୨୦୨୦କୁ କୋଭିଡ୍ ମହାମାରୀରୁ ଆରମ୍ଭ କଲେ ଓ ୨୦୨୧ ମଧ୍ୟ ସେଥିରେ ଶେଷ କରିବାକୁ ଯାଉଛେ। କେବଳ କୋଭିଡ୍ ନୁହେଁ, ଏହି ଦୁଇ ବର୍ଷରେ…
ପରିବେଶ ଦ୍ରଷ୍ଟା
ମଦର ଟେରେସା ପୁରସ୍କାର ସାଧାରଣରେ ମଦର ଟେରେସା ସ୍ମୃତି ସମ୍ମାନ ନାମରେ ପରିଚିତ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି, ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବା ସଙ୍ଗଠନକୁ ଏହା ୨୦୦୪ ଠାରୁ ବାର୍ଷିକ…
ବିବାହ ବୟସ ବୃଦ୍ଧିର ପ୍ରୟାସ
ରାଜୀବ କୁମାର ନାୟକ ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପାଇଁ ଅନୁମୋଦନ ଦେଇ ସାରିଛି। ଆଗରୁ କେବଳ ପୁଅ ପିଲାଙ୍କ ସକାଶେ ଆଇନଗତ ବିବାହ ବୟସ ୨୧ ଥିବାବେଳେ ଝିଅ ପିଲାଙ୍କ ଲାଗି…
Archives


