ଜିନ୍ ବିବର୍ତ୍ତିତ ଖାଦ୍ୟ କାହା ସ୍ବାର୍ଥରେ
ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ୱପୂଣର୍ର୍ ଆବଶ୍ୟକତା। ଖାଦ୍ୟ ମଣିଷ ପାଇଁ ସବୁବେଳେ ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇ ରହିଆସିଛି। ଖାଦ୍ୟ ସହିତ ବ୍ୟକ୍ତିଗତ ପସନ୍ଦ ବା ରୁଚି ଓ ସାଂସ୍କୃତିକ ପ୍ରଶ୍ନ ଯୋଡ଼ି ହୋଇଥାଏ। ଆମ…
ଭୁଲ୍କୁ ଭୁଲ୍ କହିବା
କିଛିଦିନ ତଳେ ଆମେ ଜଣେ ନିକଟ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥାଉ। ସମସ୍ତେ ବସି କଥାଭାଷା ହେବା ଭିତରେ ସମ୍ପର୍କୀୟଙ୍କ ବାର ତେର ବର୍ଷର ପୁଅ କୌଣସି କାରଣରୁ ତା’ର ଜେଜେବାପାଙ୍କ ଉପରେ ଖୁବ୍ ଜୋରରେ ବିରକ୍ତ ହେବାକୁ ଲାଗିଲା। ତା’ର…
ଏଇ ଭାରତରେ
କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ପ୍ରତି ଏବେ ମଧ୍ୟ ସମାଜରେ ଭିନ୍ନ ଚିନ୍ତାଧାରା ବଳବତ୍ତର ରହିଛି। ସେମାନଙ୍କୁ ସାମାଜିକ ସ୍ତରରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଦୈନନ୍ଦିନ ଜୀବନ ଘାତ ପ୍ରତିଘାତ ମଧ୍ୟରେ କଟୁଛି। ହେଲେ ଏସବୁ ସମସ୍ୟା ଦୂର…
ଅତୀତରୁ ଆକଳନ
ୟା ଭିତରେ ମୁଁ କେବେ ଉତ୍ତରପ୍ରଦେଶ ଯାଇନାହିଁ ଏବଂ ସେଠାରେ ହେଉଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ମଁୁ ଯାହା କହୁଛି ତାହା ଏବକାର ତଥ୍ୟ କିମ୍ବା ମୁଁ କରିଥିବା କୌଣସି ତୃଣମୂଳସ୍ତରୀୟ ପ୍ରସ୍ତୁତି ଉପରେ ଆଧାରିତ ନୁହେଁ। ତେବେ ଏହି ନିର୍ବାଚନର…
ପାରଦର୍ଶୀ ଉପଦେଷ୍ଟା
ଭାରତର ଅର୍ଥନୀତି ୨୦୧୬ର ବିମୁଦ୍ରୀକରଣ ଓ ଏହାର ୪ ବର୍ଷ ପରେ କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଛି। ଇନ୍ଧନଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଦର ନେଇ ପ୍ରତିକ୍ଷଣରେ ନାଗରିକ ସନ୍ତୁଳି ହେଉଛି। ନିଯୁକ୍ତି ସଙ୍କୁଚିତ ହୋଇଯାଇଥିବାରୁ…
ଧଳା ବଦଳରେ…
ମହାଭାରତ ଯୁଦ୍ଧ ସରିଗଲା। ରାଜଗାଦିରେ ଅଧିଷ୍ଠିତ ହେବାକୁ ଥିବା ଧର୍ମାମତ୍ା ଯୁଧିଷ୍ଠିର କିନ୍ତୁ ଅତ୍ୟନ୍ତ ବିମର୍ଷ ଥାଇ ଚିନ୍ତା କରୁଥାନ୍ତି ”ଭାଇ, ବନ୍ଧୁ, ଗୁରୁ ଓ ଦୁଇପଟରୁ ଅସଂଖ୍ୟ ସୈନିକ ତଥା ହାତୀ, ଘୋଡ଼ା ଇତ୍ୟାଦିଙ୍କ ମୃତ୍ୟୁରୁ ପାଇଲି କ’ଣ? ବରଂ…
ବଜେଟକୁ ନେଇ ଆଶା
ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିତାରାମନ ଫେବୃୟାରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ବିଭିନ୍ନ ସଂସ୍ଥା, ଯୋଜନା ପ୍ରଣୟନକାରୀ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ଉଦ୍ୟୋଗୀମାନଙ୍କର ମତାମତ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଆୟ ବ୍ୟୟର…
ଏଇ ଭାରତରେ
କୃଷିର ମୋହ ଆଗରେ ପିଏଚ୍ଡିର ଆକର୍ଷଣ ଫିକା ପଡ଼ିଛି ଇନ୍ଶାହା ରସୁଲଙ୍କ ଜୀବନରେ। କଶ୍ମୀରର ଏହି ମହିଳା ବେଙ୍ଗାଲୁରୁର ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ଶିକ୍ଷା ଶେଷ କରି ଦକ୍ଷିଣ କୋରିଆରେ ପିଏଚ୍ଡି କରୁଥିଲେ। କିନ୍ତୁ ଜୈବିକ ଚାଷର ବିକାଶ ପାଇଁ ସେ…
ଏଇ ଭାରତରେ
କେରଳର ଛାବରା ଦର୍ଶନ ସିଏମ୍ଆଇ ପବ୍ଲିକ୍ ସ୍କୁଲ ପରିବେଶ ଉପଯୋଗୀ ଅଭିିଯାନର ଏକ ସଫଳ ଦୃଷ୍ଟାନ୍ତ । ଏର୍ନାକୁଲମ ଜିଲା କୋନାମାଭୁସ୍ଥିତ ଉକ୍ତ ସ୍କୁଲରେ ଏକ ଆକର୍ଷଣୀୟ ବାଉଁଶ ଉଦ୍ୟାନ କରାଯାଇଛି। ଅଧ ଏକର ଜମିରେ ପ୍ରାୟ ୩୦ ପ୍ରଜାତିର ବାଉଁଶ…
ଲକ୍ଷ୍ୟ ଏକ, ମାର୍ଗ ଅନେକ
ଇବ୍ରାର ଖାଁ ଭାରତ ପରି ବିଶାଳ ଗଣତାନ୍ତ୍ରିକ ଦେଶରେ ବହୁ ଧର୍ମ, ଜାତି ଏବଂ ଭାଷାର ଯେଉଁ ଅପୂର୍ବ ସମନ୍ବୟ ପରିଦୃଷ୍ଟ ହୁଏ ତାହା ପୃଥିବୀର ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନି। ଜାତି, ଧର୍ମ, ଭାଷା, ସମ୍ପ୍ରଦାୟ ଏବଂ ଅଞ୍ଚଳକୁ…
ପଞ୍ଚାୟତ ନିର୍ବାଚନର ଉଦ୍ଦେଶ୍ୟ ଓ ବାସ୍ତବତା
ଅନିଲ କୁମାର ବିଶ୍ୱାଳ ରାଜ୍ୟରେ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଓଡ଼ିଶାରେ ପାଖାପାଖି ୮୫% ଲୋକେ ରୁହନ୍ତି ଗ୍ରାମାଞ୍ଚଳରେ; ଯେଉଁଠି ଏହି ନିର୍ବାଚନ ହେବାକୁ ଯାଉଛି । ବିଧାନସଭା ଓ ଲୋକ ସଭା ନିର୍ବାଚନ ସହିତ…
ଏମ୍ଏଚ୍ଏରେ ବନ ଅଧିକାରୀ
କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଆଇଏଏସ୍ ଗୋଷ୍ଠୀକୁ ଅଣଦେଖା କରି ଆସୁଛନ୍ତି। ଏହି ଧାରା ପୂର୍ବରୁ ଲାଗି ରହିଛି ଓ ଏହା ଏବେ ପୁନର୍ବାର ସ୍ପଷ୍ଟ ହୋଇଛି। ଗତ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ନିଯୁକ୍ତି ପାଇଁ ସବୁ ସର୍ଭିସରୁ…
Archives


