ଏଇ ଭାରତରେ

ଆଇନ ଡିଗ୍ରୀ ହାସଲ କରିବା ପରେ ଜଣେ ଆଇନଜୀବୀ ରୋଜଗାର ଲକ୍ଷ୍ୟ ନେଇ କାମ କରୁଥିବାବେଳେ ତାମିଲନାଡୁର ସି ଗୁଣସେକର କିନ୍ତୁ ଭିନ୍ନ ଧାରାରେ ଚାଲିଛନ୍ତି। ସେ ୨୦ ବର୍ଷ ହେଲା ଇଣ୍ଟରକାଷ୍ଟ କପଲ ବା ଆନ୍ତଃଜାତି ଦମ୍ପତିଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରୁଛନ୍ତି। ଏଭଳି ୨୦୦ ଦମ୍ପତିଙ୍କୁ ସେ ଏକାଠି କରିବାରେ ସକ୍ଷମ ହୋଇଛନ୍ତି। ଆନ୍ତଃଜାତି ବିବାହକୁ ନେଇ ବୃଦ୍ଧିପାଉଥିବା ଅନରକିଲିଂ ମୃତ୍ୟୁ ରୋକିବା ଲାଗି ଦମ୍ପତିମାନଙ୍କୁ ଆଇନଗତ ଓ ସାମାଜିକ ସୁରକ୍ଷା ଯୋଗାଇ ଦେଉଛନ୍ତି। ୨୦୧୧ରେ ଆଇନରେ ଡିଗ୍ରୀ ହାସଲ କଲା ପରେ ସେ ଆମ୍ବେଡକର ପେରିୟାର ଇଣ୍ଟରକାଷ୍ଟ ମ୍ୟାରେଡ କପଲ୍ସ ଆଶୋସିଏଶନ ଗଠନ କରି ଆନ୍ତଃଜାତି ବିବାହ ସମ୍ପାଦନ କରୁଛନ୍ତି। ଏହାବାଦ ୨୦୧୭ରେ ‘ଅଧନିନାଲ କଧଲ ସିଭର’ (ଏକେଏସ୍‌) ଏନ୍‌ଜିଓ ଗଠନ କରି ଆଇନଗତ ସହାୟତା ଯୋଗାଇ ଦେଉଛନ୍ତି। ଉକ୍ତ ଏନ୍‌ଜିଓ ନାମର ଅର୍ଥ ହେଉଛି ‘ଏଣୁ ଆଗେଇଯାଅ ଓ ଭଲ ପାଅ’। ଏନ୍‌ଜିଓରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦୦ ଆଇନଜୀବୀ ଯୋଡ଼ି ହୋଇଛନ୍ତି। ଦମ୍ପତିମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏବେ ତ୍ରିଚି ସେଫ୍‌ ହାଉସ୍‌ରେ ୧୦-୧୫ ଦମ୍ପତି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri