ସମ୍ପାଦକୀୟ

ଦିଲ୍ଲୀରେ ଅଭାବ

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ ଉତ୍ତମ ସହଯୋଗ ଓ ସମ୍ପର୍କ ରହିଲେ ପ୍ରଶାସନିକ କାର୍ଯ୍ୟ ସୁଗମ ଓ ସୁଦୃଢ଼ ହୋଇଥାଏ। କିନ୍ତୁ ଭାରତରେ ତାହା ଦିନକୁ ଦିନ ବିଗିଡ଼ିବା ଲକ୍ଷ୍ୟ କରାଯାଉଛି। କେନ୍ଦ୍ର ସରକାର ସର୍ବଦା ରାଜ୍ୟର…

ଭାଙ୍ଗିବା ପ୍ରକ୍ରିୟା ଚାଲିବ

ନୂଆ ଇତିହାସ ସୃଷ୍ଟି କରିବା ଲାଗି ଚାହୁଁଥିବା ବ୍ୟକ୍ତି ପୁରୁଣା ଇତିହାସକୁ ସମ୍ମାନ ଦେବା କଥା। କିନ୍ତୁ ଆଜିର ମୋଦି ସରକାର ଅତୀତକୁ ଭୁଲିଯାଇ ଭିନ୍ନ ଧରଣର ଇତିହାସ ସୃଷ୍ଟି କରିବାକୁ ଚାହୁଁଛନ୍ତି। ପୂର୍ବସୂରୀମାନେ ଯାହା କରିଥିଲେ ତାହା ସବୁ ଭୁଲ୍‌…

ଭୁବନେଶ୍ୱରରେ ଉତ୍ପାତ ଦର୍ଶନ

ସହଦେବ ସାହୁ ସାରଳାଦାସଙ୍କ ମହାଭାରତର ମୂଷଳୀ ପର୍ବରେ ‘ଦ୍ୱାରିକାରେ ନାନା ଉତ୍ପାତ ଦର୍ଶନ…’ ଅଧ୍ୟାୟରେ ଉଲ୍ଲେଖ ଅଛି ଯେ ଅତିଶୟ ସାମାଜିକ ବିଶୃଙ୍ଖଳା ଦେଖାଦେବାରୁ ‘କେବଣ ମତେ ୟେ ସମସ୍ତ କ୍ଷୟ କରାଇବି’ ଭାବି ଶ୍ରୀକୃଷ୍ଣ ‘କୋକୁଆ’ ଭୟ ଭିଆଇଲେ, ପରସ୍ପର…

ଏ ଉତ୍ସବ କ’ଣ ଶିଶୁସୁଲଭ

ଶୁଭନାରାୟଣ ଶତପଥୀ ସନ୍ଧ୍ୟାବେଳ। କେହି ଜଣେ ବ୍ୟକ୍ତି ରମାକାନ୍ତବାବୁଙ୍କ ଦୁଆର ଠକ୍‌ଠକ୍‌ କଲେ। ରମାକାନ୍ତ ବାବୁଙ୍କ ସହଧର୍ମିଣୀ ରମାମଣୀ ମ୍ୟାଡାମ ଯାଇ ଦେଖନ୍ତି ତ ଜଣେ ଯୁବକ ତାଙ୍କ ଗେଟ୍‌ ସାମ୍ନାରେ ଠିଆ ହୋଇଛନ୍ତି। ଯୁବକଜଣକ ରମାମଣୀ ମ୍ୟାଡାମଙ୍କୁ ପଚାରିଲେ, ରମାକାନ୍ତ…

ଏଇ ଭାରତରେ

ଗୁଆପତ୍ର ସହ ତା’ ଖୋଳପାକୁ ଆମେ ଜାଳିଦେଉଛେ କିମ୍ବା ଫିଙ୍ଗି ଦେଉଛେ। କିନ୍ତୁ କେରଳର ଏବେ ଦମ୍ପତି ସେଥିରୁ କପ୍‌, ପ୍ଲେଟ୍‌, ଚାମଚ ସହିତ ଗ୍ରୋ ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। ଦେବକୁମାର ନାରାୟଣନ୍‌ ପେସାରେ ଜଣେ ଇଞ୍ଜିନିୟର। ସେ ଓ ତାଙ୍କ…

ବିପଜ୍ଜନକ ସ୍ଥିତି

ଭାରତର ରାସ୍ତାରେ ଏକୁଟିଆ ଜଣେ ମହିଳା ସୁରକ୍ଷିତ କି? ସୁରକ୍ଷାକୁ ନେଇ ସେମାନେ ସବୁବେଳେ ବିପଦ ଓ ଭୟ ଅନୁଭବ କରୁଛନ୍ତି କି? ଉତ୍ତର ଜାଣିବା ଲାଗି ମୁଁ ୫୦ ଜଣ ପୁରୁଷଙ୍କୁ ଏହି ପ୍ରଶ୍ନ ପଚାରିଥିଲି। ମହିଳାମାନେ ସୁରକ୍ଷିତ ମଣନ୍ତି…

ଇୟୁର ଯୁବ ସଭାନେତ୍ରୀ

ଛୋଟିଆ ୟୁରୋପୀୟ ରାଷ୍ଟ୍ର ମାଲ୍‌ଟା। ଆୟତନରେ ବିଶ୍ୱର ୧୦ମ କ୍ଷୁଦ୍ର ଦେଶ। ସମୁଦାୟ ଲୋକସଂଖ୍ୟା ୫,୧୫,୦୦୦ରୁ ଅଧିକ। ସେହି ଦେଶର ୪୩ ବର୍ଷୀୟା ମହିଳା ରୋବର୍ଟା ମେଟ୍‌ସୋଲା ୟୁରୋପୀୟ ସଂଘ (ଇୟୁ) ପାର୍ଲାମେଣ୍ଟର ସଭାପତି ନିର୍ବାଚିତ ହୋଇଛନ୍ତି। ଫଳରେ ସେ ଏହି…

ଗୋଟିଏ ନଦୀ, ଦୁଇଟି ଧାରା

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତୀୟ ଅସ୍ମିତାର କିମ୍ବଦନ୍ତୀ ପୁରୁଷ ସୁଭାଷ ଚନ୍ଦ୍ର ବୋଷ- ଉଭୟ ବିଶ୍ବ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଦେଶପ୍ରେମ ବହ୍ନିର ଅନିର୍ବାଣ ଜ୍ୟୋତି। ଜଣେ ଅହିଂସା ସଂଗ୍ରାମର ବେସାଲିସ୍‌ କର୍ଣ୍ଣଧାର, ଅନ୍ୟ ଜଣେ ସଶସ୍ତ୍ର…

ଏଇ ଭାରତରେ

ପେସାରେ ବ୍ୟବସାୟୀ ହେଲେ ବି ପ୍ରାଣୀ ସୁରକ୍ଷା ଅତୁଲ ସରିନଙ୍କ ନିଶା ପାଲଟିଛି। ଅସହାୟ ଗୋରୁ, କୁକୁର, ବିଲେଇ, ଗଧ, ଛେଳି, ଘୁଷୁରି ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୧୫,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରିସାରିଛନ୍ତି।…

ଏଇ ଭାରତରେ

କପ୍‌ରେ ଚା’ ପିଇବା ପରେ ତାହାକୁ ବିସ୍କୁଟ ଭଳି ଖାଇପାରିବେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି କପ୍‌ ତିଆରି କରୁଛନ୍ତି ପୁନିତ ଦତ୍ତ। ‘ଆଟାବେୟର କଟ୍‌ଲେରି ଷ୍ଟାର୍ଟଅପ’୍‌ ମାଧ୍ୟମରେ ଏଭଳି କପ୍‌ ତିଆରି କରାଯାଉଛି। ପ୍ଲାଷ୍ଟିକ୍‌ ଡିସ୍ପୋଜାଲର ବିକଳ୍ପ…

ପ୍ରଜ୍ଞାପନ ମେଢ଼କୁ ସ୍ଥାନ ମିଳୁ

ଡ. ପ୍ରମୋଦ କୁମାର ପଣ୍ଡା ଭାରତରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକ ବାସ କରନ୍ତି। ମରୁଭୂମିଠୁ ହିମପାତ ଅଞ୍ଚଳ ତଥା ସମୁଦ୍ରତଟ ଦ୍ୱୀପ ଅଞ୍ଚଳ ପରିବେଷ୍ଟିତ ଭାରତବର୍ଷ, ପୃଥିବୀର ସମସ୍ତ ପ୍ରକାର ଜଳବାୟୁରେ ଆଚ୍ଛାଦିତ। ସେହିପରି ସମୁଦ୍ରପତନ ଠାରୁ ହିମାଳୟର…

ସମୟର ଆହ୍ବାନ

ବିମଳ ପ୍ରସନ୍ନ ଦାସ ସମୟ ଏକ ନିରବଚ୍ଛିନ୍ନ ଧାରା। ତାକୁ ଆମେ ବର୍ଷ, ମାସ, ଦିନ ଦଣ୍ଡରେ ପରିଣତ କରୁ। ସେହି ନୀତି ନିୟମରେ ବର୍ଷଟିଏ ଯିବା ଏବଂ ବର୍ଷଟିଏ ଆସିବା ଏକ ସ୍ବାଭାବିକ ପ୍ରକ୍ରିୟା। ତାହା ସତ୍ତ୍ୱେଏହି ସ୍ବାଭାବିକ ପ୍ରକ୍ରିୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri