ମୁଦ୍ରୀକରଣ ଓ ଭିତ୍ତିଭୂମି ବିକାଶ
ଡ. ଅସୀମା ସାହୁ ଚଳିତବର୍ଷ ଅଗଷ୍ଟ ୨୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ମୁଦ୍ରୀକରଣ ପାଇପଲାଇନ (ଏନ୍ଏମ୍ପି) ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏନ୍ଏମ୍ପି ଅଧୀନରେ ଆଗାମୀ ଚାରିବର୍ଷ ଅର୍ଥାତ୍ ୨୦୨୨-୨୫ ଆର୍ଥତ୍କବର୍ଷ ମଧ୍ୟରେ ମୋଟ ୬ଲକ୍ଷ କୋଟି ଟଙ୍କାର ଏକ ବିପୁଳ…
ଚିତ୍ରରୁ ଆରମ୍ଭ
ଡ. ଗୌରହରି ରାଉତ ପାଠ ନ ପଢ଼ି ପିଲାଟି ସବୁବେଳେ ଚିତ୍ରରେ ମନ ଦେଉଥିଲା। ଏଥିପାଇଁ ଘରେ ସମସ୍ତଙ୍କର ରୋଷର ଶିକାର ହେଲା ସେ, ଦୂର୍ ଦୂର୍ ମାର୍ ମାର୍ କଲେ ସଭିଏଁ। ପିତାଙ୍କର ଚିନ୍ତା ବଢ଼ିଲା, କୋଷ୍ଠି ନେଇ ଦେଖାଇଲେ…
ମିଲିଟାରୀ ହାତରେ ସୁଦାନ
ଉତ୍ତରପୂର୍ବ ଆଫ୍ରିକାରେ ସୁଦାନ ଅବସ୍ଥିତ। ବିଶ୍ୱର ଅନ୍ୟତମ ଅତ୍ୟନ୍ତ ଦରିଦ୍ର ଦେଶ ଭାବେ ସର୍ବଦା କୁଖ୍ୟାତି ଅର୍ଜନ କରିଆସିଛି। ଅନେକ ହଜାର ଶିଶୁ ଅପପୁଷ୍ଟି ଯୋଗୁ ମୃତ୍ୟୁମୁଖରେ ପଡ଼ିବା ଖବର ସର୍ବଦା ଶୁଣିବାକୁ ମିଳେ। ଗୃହଯୁଦ୍ଧ ଯୋଗୁ ଏହାର ଅର୍ଥନୀତି ନିମ୍ନ…
ଏଇ ଭାରତରେ
ଜଣେ ମହିଳା ଚାଷୀ ବର୍ଷକୁ ୩୦ ଲକ୍ଷରୁ ଅଧିତ୍କ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମହାରାଷ୍ଟ୍ରର ଏହି ଚାଷୀ ହେଉଛନ୍ତି ସଙ୍ଗୀତା ପିଙ୍ଗେଲ ଓ ରହୁଛନ୍ତି ନାସିକର ମାଟୋରି ଗାଁରେ। ୩୯ ବର୍ଷୀୟା ସଙ୍ଗୀତା ବିଜ୍ଞାନରେ ଡିଗ୍ରୀ…
ଜନଜୀବନ ଓ ଆୟୁ
ନାରାୟଣ ଚନ୍ଦ୍ର ବିଶ୍ୱାଳ ଅବ୍ୟବସ୍ଥିତ ଜୀବନଶୈଳୀ, ବେପରୁଆ ଜୀବନ, କର୍ମବ୍ୟସ୍ତତାର ଚାପ, ଯାବତୀୟ ଶାରୀରିକ ଓ ମାନସିକ ଷ୍ଟ୍ରେସ୍ ଭିତରେ ବି ଭାରତୀୟଙ୍କ ଆୟୁଷ ବଢ଼ୁଛି। ଗତ ଦୁଇବର୍ଷ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଶିଶୁ ଅତିକମ୍ରେ ୬୭ ବର୍ଷରୁ ଉର୍ଦ୍ଧ୍ୱ ବଞ୍ଚତ୍ବେ।…
ଶିକ୍ଷାନୀତି, ସ୍ଥାୟୀ ବିକାଶ ଓ ବିଶ୍ୱବିଦ୍ୟାଳୟ
ଡ. ପ୍ରୀତିଶ ସାହୁ ଆଲବର୍ଟ ଆଇନଷ୍ଟାଇନ କହିଥିଲେ- ଶିକ୍ଷା କେବଳ ଜ୍ଞାନ ଅର୍ଜନ କରିବା ପାଇଁ ନୁହେଁ ବରଂ ମାନସିକ ବିକାଶ, ଚିନ୍ତାକରିବାର ଶକ୍ତି ଏବଂ ତାଲିମ ପାଇବା ପାଇଁ ଉଦ୍ଦିଷ୍ଟ ହେବା ଦରକାର। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ-୪ ଅନୁଯାୟୀ…
ପାର୍ଶ୍ୱସ୍ଥ ପ୍ରବେଶକାରୀ
ପୂର୍ବରୁ ଅନେକଥର ଶୁଣାଯାଇଛି ଏବଂ ଏବେ ପୁନର୍ବାର କେନ୍ଦ୍ର ସରକାର ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ୩୧ ଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ ବିଭିନ୍ନ ମନ୍ତ୍ରଣାଳୟରେ ଲାଟେରାଲ ବା ପାର୍ଶ୍ୱସ୍ଥ ପ୍ରବେଶ କରାଇ ଚାକିରି ଦେବେ। ଆଗରୁ ଏଭଳି ମଧ୍ୟ କେତେକଙ୍କୁ ନିଆଯାଇଛି। କିନ୍ତୁ…
ଏଇ ଭାରତରେ
ଭାରତୀୟ ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁ ସଫଳ ହୋଇପାରି ନ ଥିଲେ ହର୍ଷ ଗଲଓ୍ବାଲି। ଏଥିପାଇଁ ସେ ଭାଙ୍ଗି ନ ପଡ଼ି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏବେସୁଦ୍ଧା ସେ ୩୦୦ରୁ…
ଫେସ୍ବୁକ ଯୋଗ୍ୟତା
ହରେକୃଷ୍ଣ ଦାସ ମୋର ଗୋଟିଏ ଭିଡିଓ ୟୁଟ୍ୟୁବ୍ରେ ଅପ୍ଲୋଡ୍ କରି ଫେସ୍ବୁକରେ ତା’ର ଲିଙ୍କ୍ଟି ମୋର ବନ୍ଧୁ ଶେୟାର କରିଛନ୍ତି ବୋଲି ଜାଣିବା ପରେ ସେଇଟିକୁ ମତେ ଦେଖେଇବାକୁ ପତ୍ନୀଙ୍କୁ କହିଲି ଓ ପ୍ରଥମେ ଉତ୍ତର ମିଳିଲା ‘ହେଃ, ତମେ…
ଲେଖକ ସୃଷ୍ଟି ପାଇଁ ସାହିତ୍ୟ କର୍ମଶାଳା
ଡ. ଛାୟାକାନ୍ତ ଷଡ଼ଙ୍ଗୀ କିଛିଦିନ ତଳେ ଖବରକାଗଜରେ ପ୍ରକାଶିତ ଏକ ଖବର ‘ବିଦ୍ୟାଳୟରୁ ସୃଷ୍ଟି ହେବେ ଲେଖକ’ ମୋତେ ବିସ୍ମିତ କରିଥିଲା। ଖବର ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ‘ମୁଁ ବି ଲେଖକ ହେବି’ ନାମରେ ଏକ କାର୍ଯ୍ୟକ୍ରମ…
ଷଡ଼ଯନ୍ତ୍ର ତତ୍ତ୍ୱ
ଗତ ୫ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଦେଢ଼ବର୍ଷରେ ପେଟ୍ରୋଲ ୩୬ ଟଙ୍କା ଓ ଡିଜେଲ ୨୭ ଟଙ୍କା ବଢ଼ିଛି। ଓଡ଼ିଶାର ମାଲକାନଗିରିରେ ୨୪ ଅକ୍ଟୋବରରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୧୩ ପଇସା…
ଏଇ ଭାରତରେ
ଡିଜିଟାଲ ଯୁଗରେ ଡାକ କଥା ଭାବିବାକୁ କାହା ପାଖରେ ସମୟ ନ ଥିବାବେଳେ ଜଣେ ଯୁବତୀ ଚିଠି ମାଧ୍ୟମରେ ୪୩ଟି ଦେଶରେ ବନ୍ଧୁତା ସ୍ଥାପନ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କେରଳର ରେଜ୍ବିନ ଅବ୍ବାଙ୍କ ଦ୍ୱାରା ସମ୍ଭବ ହୋଇଛି।…
Archives


