ଏଇ ଭାରତରେ
ଡେରାଡୁନ ଚିଡ଼ିଆଖାନାର ଡାଇରେକ୍ଟର ପି.କେ. ପାତ୍ରୋଙ୍କ ପରିବେଶ ସଚେତନତା ନିଶ୍ଚିତ ଭାବେ ପ୍ରେରଣାଦାୟକ। ସେ ଚିଡ଼ିଆଖାନାକୁ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ କରିପାରିଛନ୍ତି। ସେଠାରେ କୌଣସି ପ୍ଲାଷ୍ଟିକ ବ୍ୟବହାର କରାଯାଉନାହିଁ। ସେ ଚିଡ଼ିଆଖାନାର କାର୍ବନ ନିର୍ଗମନକୁ ଶୂନ ସ୍ତରକୁ ଆଣିପାରିଛନ୍ତି। ୨୦୧୪-୧୫ରେ ପାତ୍ରୋ…
ସ୍ମାର୍ଟ ସିଟି ଓ ବୁଲାକୁକୁର
ପ୍ରଭାତ କୁମାର ଦାସ କିଛିଦିନ ତଳେ ଗୋଟିଏ ଖବର ପ୍ରକାଶ ପାଇଥିଲା, ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କେହି ଜଣେ ଦୁଇଟି ବୁଲାକୁକୁରଙ୍କୁ ଗୁଳିକରି ହତ୍ୟା କରିବାର ଉଦ୍ୟମ କରିଥିଲେ। ସେଥିରୁ ଗୋଟିଏ ମୃତ୍ୟୁବରଣ କରିଥିଲା। କେହି ପଶୁପ୍ରେମୀ ଏହା ବିରୋଧରେ ଥାନାରେ…
ସବୁଜ ଆଣବିକ ଶକ୍ତି
ହାନ୍ସ ଓ୍ବେର୍ନର ସିନ୍ ୟୁରୋପୀୟ ସଂଘ (ଇୟୁ) ୨୦୨୦ରେ ପରିବେଶ ଉପଯୋଗୀ ତଥା ନିରନ୍ତର କାର୍ଯ୍ୟକଳାପଗୁଡ଼ିକର ବର୍ଗୀକରଣ କରିଥିଲା। କେଉଁ କାର୍ଯ୍ୟ ଜାରି ରଖିଲେ ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣ ହେବା ସହ ପରିବେଶ ସୁରକ୍ଷିତ ରହିବ ସେଥିପାଇଁ ଏକ ନୂଆ…
ପାଣିପାଗ, ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲ
ଇଂ. ମାୟାଧର ସ୍ବାଇଁ ପାଣିପାଗ ଓ ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲର ଭୂମିକା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ଆମେ ଜାଣୁ ଯେ ଉଦ୍ଭିଦ ସର୍ବଦା ଉତ୍ସ୍ବେଦନ (transpiration) କରିଥାଏ। ଏହି ପ୍ରକ୍ରିୟାରେ ଏହା ନିଜ ପତ୍ର ମାଧ୍ୟମରେ ଜଳକୁ ଜଳୀୟବାଷ୍ପରେ ପରିଣତ କରି…
ଏଇ ଭାରତରେ
ଘର ବଗିଚାରୁ ଯାତ୍ରା ଆରମ୍ଭ କରି ୧୦ ଏକର ଜମିରେ ଜୈବିକ ଚାଷରେ ସଫଳ ହୋଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ତାମିଲନାଡୁର ପି. ଭୁବନେଶ୍ୱରୀ। ଗୃହିଣୀ ଭାବେ ଘରେ କିଚେନ ଗାର୍ଡେନ ଆରମ୍ଭ କରିବା ପରେ ସେ ଅଧିକ ଜମିରେ…
ବିବାହ ଓ ପ୍ରତାରଣା
ବୈକୁଣ୍ଠନାଥ ମିଶ୍ର ପ୍ରେମ ଅଧିକାଂଶ କ୍ଷେତ୍ରରେ ବିବାହର ରୂପ ନେଉଛି। କିନ୍ତୁ ପରିତାପର ବିଷୟ ଯେ ପ୍ରେମବିବାହ ଭିତରୁ ପ୍ରାୟ ଶତକଡ଼ା ୭୦ ଭାଗ ବିଫଳ ହେଉଛି। ମାତ୍ର ୫୦/୬୦ ବର୍ଷ ପୂର୍ବେ ପ୍ରେମ ବିବାହ କ୍ୱଚିତ୍ ଦେଖାଯାଉଥିଲା। ପ୍ରେମବିବାହ…
ଆତ୍ମଚିନ୍ତନର ସମୟ
ଡ. ଅଜୟ କୁମାର ନନ୍ଦ ଆମ ଦେଶରେ ଏ ବର୍ଷ ମଧ୍ୟ ଦ୍ୱିତୀୟ ଥର ପାଇଁ କୋଭିଡ୍ କଟକଣା ମଧ୍ୟରେ ପାଳିତ ହେଉଛି ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ। ଏହି ମହାନ୍ ଦିବସର ସ୍ବତନ୍ତ୍ରତା ବିଶ୍ୱ ଦରବାରରେ ଆମକୁ ଏକ…
ଦେହ ସହୁନାହିଁ
ରାଜନୈତିକ ଦଳଗୁଡ଼ିକ ଯେଉଁଭଳି ଟିକସଦାତାଙ୍କଠାରୁ ସଂଗ୍ରହ କରାଯାଉଥିବା ସରକାରୀ ଅର୍ଥକୁ ବ୍ୟବହାର କରି ଜନସାଧାରଣଙ୍କୁ ମାଗଣାରେ ସାମଗ୍ରୀ ଓ ସୁବିଧା (ଫ୍ରିବିଜ୍) ଯୋଗାଇଦେବାର ପ୍ରତିଶ୍ରୁତି ଦେଉଛନ୍ତି, ତାହା ବିଧିବଦ୍ଧ ଭାବେ ବନ୍ଦ କରାଯିବା ଦରକାର ବୋଲି ଆଡ୍ଭୋକେଟ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ୍କୋର୍ଟରେ…
କନ୍ୟାରତ୍ନ କର ଯତ୍ନ
ଶିଶୁକନ୍ୟାଙ୍କ ପ୍ରତି ଅନାଦର ଭାବ ଏବେ ବି ସମାଜରେ ବଳବତ୍ତର ରହିଛି। ଭ୍ରୂଣ ନିରୂପଣ ଓ ଗର୍ଭପାତ ଦ୍ୱାରା ବହୁ ଶିଶୁକନ୍ୟାଙ୍କ ଜୀବନ ଯାଉଛି ଓ ଏହି ସଂଖ୍ୟା ବୃଦ୍ଧିିପାଉଛି ବୋଲି ଅନ୍ତଃରାଷ୍ଟ୍ରୀୟ ମେଡିକାଲ ଜର୍ନାଲ ଦି ଲାନ୍ସେଟରେ ପ୍ରକାଶିତ ରିପୋର୍ଟରୁ…
ଏଇ ଭାରତରେ
ନିଜ ଜୀବନର ସବୁ ଦୁଃଖ ଯନ୍ତ୍ରଣାକୁ ପଛ କରି ଅନ୍ୟମାନଙ୍କ ସେବାରେ ଲାଗିଛନ୍ତି ମୁମ୍ବାଇର ଟ୍ରାନ୍ସ ଓମ୍ୟାନ୍ ଅଭିନ୍ନ ଅହେର। ସେ ନିର୍ଯାତନା ଓ ବଳାକତ୍ାରର ଶିକାର ହୋଇ ମଧ୍ୟ ୨୬ ବର୍ଷ ହେବ ଟ୍ରାନ୍ସଜେଣ୍ଡରଙ୍କ ସ୍ବର ପାଲଟିଛନ୍ତି। ଅଭିନ୍ନ ୨୦୧୩ରେ…
ବାଲ୍ୟ ବିବାହମୁକ୍ତ ଓଡ଼ିଶା କେତେ ସମ୍ଭବ
ଘାସିରାମ ପଣ୍ଡା ସୁବର୍ଣ୍ଣପୁର ଜିଲାର ରୁଗୁଡ଼ିପାଲି ରାଜ୍ୟର ପ୍ରଥମ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବରେ ୨୦୧୯ରେ ପ୍ରଶାସନ ଦ୍ୱାରା ସ୍ବୀକୃତି ପାଇଥିଲା। ବାଲ୍ୟ ବିବାହର ନିରାକରଣ କ୍ଷେତ୍ରରେ ଏହାକୁ ଏକ ଉତ୍ତମ ପ୍ରୟାସ ଭାବରେ ଗ୍ରହଣ କରାଯାଇ ମହିଳା ଓ ଶିଶୁ…
ସାର୍, ମ୍ୟାଡାମ୍ ନୁହେଁ, ଟିଚର
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଗୋଟିଏ ବିଚକ୍ଷଣ ଚୋର ସହ ଏକ ଉଦୀୟମାନ ଚୋରର ବନ୍ଧୁତା ହେଲା। ଉଦୀୟମାନ ଚୋର ପଚାରିଲା, ‘ତୁମେ କେବେ ଧରାପଡ଼ିନାହିଁ?’ ବିଚକ୍ଷଣ ଉତ୍ତର ଦେଲା, ‘ମୁଁ କେବେ ଧରାପଡ଼ିନାହିଁ। ବୁଦ୍ଧିଥିଲେ ସହଜରେ ଖସି ଯାଇହୁଏ।’ ଦିନେ ରାତିରେ…
Archives


