ସମ୍ପାଦକୀୟ

ପ୍ରଦୂଷିତ ଖାଦ୍ୟ ଓ ରୋଗ

ଡା. ଉମେଶ ଚନ୍ଦ୍ର ପାତ୍ର କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଓ ପ୍ରଦୂଷିତ ଖାଦ୍ୟ ଶୃଙ୍ଖଳା ଯୋଗୁଁ ‘ଏଲର୍ଜି’ ବଢ଼ୁଛି ବୋଲି ନିକଟରେ ଦିଲ୍ଲୀସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଟେଷ୍ଟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ରାଜ କୁମାର ଏକ ବୈଜ୍ଞାନିକ ସଂଗୋଷ୍ଠୀରେ ମତବ୍ୟକ୍ତ କରିଛନ୍ତି।…

ଅନ୍ତରାତ୍ମାର ଡାକ

ଉପେନ୍ଦ୍ର ବିଶ୍ୱାଳ ଶିଶୁଟିଏ ଯେବେ ଜନ୍ମନିଏ ସେତେବେଳେ ମନେହୁଏ କେହି ଜଣେ ଦେବତାଙ୍କର ହେଲା ଧରାବତରଣ। କାରଣ ତା’ଦେହରେ ଲେଶମାତ୍ର ନ ଥାଏ କଳୁଷ କାଳିମା; ବରଂ ଦିବ୍ୟଭାବରେ ଝଲସୁଥାଏ ମୁଖମଣ୍ଡଳ। ଯାହୁଁ ବୟସ ବଢ଼ି ବଢ଼ି ଚାଲେ ତାହୁଁ ବିଭିନ୍ନ…

ଏଇ ଭାରତରେ

ଜଣେ ଦିବ୍ୟାଙ୍ଗ ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଦୃଷ୍ଟାନ୍ତ ସାମ୍‌ନାକୁ ଆସିଛି ଗୁଜରାଟରେ। ନିଲମ୍‌ ପାରାମର ତାଙ୍କ ଭଉଣୀ ରେଖାଙ୍କ ସହାୟତାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ, ଶିକ୍ଷା ଏବଂ ସେମାନଙ୍କ ରହିବାର ସୁବିଧା…

ଏଇ ଭାରତରେ

କଷ୍ଟାର୍ଜିତ ଅର୍ଥରେ ଆରାମରେ ରହିବା କଥା ଚିନ୍ତା ନ କରି ପରିବେଶ ଓ ଜଳ ସୁରକ୍ଷାରେ ମଜ୍ଜିଯାଇଛନ୍ତି ଡ. ରାଘବେନ୍ଦ୍ର ଆର୍‌। ସେ କର୍ନାଟକର ମହୀଶୂରସ୍ଥିତ ଶେଷାଦ୍ରିପୁରମ୍‌ ଡିଗ୍ରୀ କଲେଜରେ ନ୍ୟାଶ୍‌ନାଲ ସର୍ଭିସ ସ୍କିମ୍‌ (ଏନ୍‌ଏସ୍‌ଏସ୍‌)ର ପ୍ରୋଗ୍ରାମ କୋର୍ଡିନେଟର ଭାବେ କାର୍ଯ୍ୟରତ।…

ଅସାଥୀ ଗାଁସାଥୀ

ମମତା ପଣ୍ଡା   ଗାଁସାଥୀମାନେ ଗାଁର ସାଥୀ। ଏମାନେ ସମସ୍ତଙ୍କର ସାଥୀ ହୋଇ ବି ନିଜେ ଅସାଥୀ। ରୋଜଗାର ନ ଥିବାରୁ ଏମାନଙ୍କ ପାରିବାର ପଣିଆରେ ବିମୁଖ ହୋଇ ପରିବାର ଅନେକ ସମୟରେ ମରିବାର ରାସ୍ତା ଦେଖାଇ ଦେଉଛନ୍ତି। ପରିଜନ ସାଜୁଛନ୍ତି…

ଆତ୍ମପ୍ରେମର ପ୍ରଦର୍ଶନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ମଣିଷ ସବୁଠାରୁ ବେଶି ଭଲପାଏ ନିଜକୁ। ନିଜର ଚେହେରା, ହାବଭାବ, କର୍ମ ଅନ୍ୟମାନଙ୍କ ନିମନ୍ତେ ଗ୍ରହଣୀୟ ନ ହେଲେ ମଧ୍ୟ ସେସବୁକୁ ସେ ନକାରାତ୍ମକ ଦୃଷ୍ଟିରେ ଦେଖେନାହିଁ। ପ୍ରତ୍ୟେକ ବ୍ୟକ୍ତି ଚାହେଁ ଲୋକେ ତାକୁ ସୁନ୍ଦର…

କ୍ରିପ୍ଟୋ ଆଇନ

କ୍ରିପ୍ଟୋ କରେନ୍ସି ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ ମୁଦ୍ରା। ଏହାକୁ ସ୍ପର୍ଶ କରି ହେଉ ନ ଥିଲେ ମଧ୍ୟ କାରବାର ଦ୍ରୁତଗତିରେ ବଢ଼ି ଚାଲିଛି। ୯ ନଭେମ୍ବରରେ ବିଶ୍ୱ କ୍ରିପ୍ଟୋ ବଜାର ପୁଞ୍ଜି ୩ ଟ୍ରିଲିୟନ ବା ୩ ଲକ୍ଷ…

ଏଇ ଭାରତରେ

ଦୁଃଖରେ ପଡ଼ିଲେ ମଣିଷ ଅନ୍ୟଠାରୁ ସହଯୋଗ ମାଗେ କିନ୍ତୁ ଅସହାୟ ପ୍ରାଣୀ ତାହା କରିପାରନ୍ତି ନାହିଁ। ସେମାନଙ୍କ ପାଖରେ କେହି ଜଣେ ପହଞ୍ଚି ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ଦୂର କରିଥାଏ, ଯାହା କରୁଛନ୍ତି ନମ୍ରତା ହଖୁ ଓ ତାଙ୍କ ପରିବାର।…

ବିଶ୍ବାସ ମୂଳେ ଏ ଜଗତ

ଡ. ମନୋରଞ୍ଜନ ପ୍ରଧାନ କୁହାଯାଏ ବିଶ୍ବାସ ମୂଳେ ଏ ଜଗତ। ଜୀବନର ଅନେକ କାର୍ଯ୍ୟ ଓ ସିଂହ ଭାଗ ସମୟ ଅନ୍ୟ ଉପରେ ବିଶ୍ୱାସ ଅନୁସାରେ ହୋଇଥାଏ। ଯେପରି ଜଣେ ଡାକ୍ତରଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ବାସ ପ୍ରକଟ କରି…

ସହରୀକରଣ ଓ ବାୟୁ ପ୍ରଦୂଷଣ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଜୀବଜଗତର ଆଦ୍ୟ କାଳରୁ ଅଦ୍ୟାବଧି ଘଟି ସାରିଥିବା ପାଞ୍ଚଟି ମହାବିଲୁପ୍ତିଗୁଡ଼ିକର ଅନ୍ୟତମ ମୁଖ୍ୟ କାରଣ ରୂପେ ପରିବେଶ ପ୍ରଦୂଷଣକୁ ଦାୟୀ କରାଯାଏ। ଏ ପ୍ରତ୍ୟେକରେ ତଦାନିନ୍ତନ ପ୍ରଜାତିଗୁଡ଼ିକ ମଧ୍ୟରୁ ପ୍ରାୟ ୮୦ ଶତାଂଶ ପର୍ଯ୍ୟନ୍ତ ବିଲୁପ୍ତ…

ହାତ ବାନ୍ଧିଦେଲେ

ଲଖିମ୍‌ପୁର ଖେରି ମାମଲାର ତଦନ୍ତରେ ଅଗ୍ରଗତି ହେଉ ନ ଥିବାରୁ ସୁପ୍ରିମକୋର୍ଟ ୮ ନଭେମ୍ବରରେ ଅସନ୍ତୋଷ ବ୍ୟକ୍ତ କରି ଉତ୍ତରପ୍ରଦେଶ ସରକାର ଉକ୍ତ ଘଟଣାର ଯେଉଁ ନ୍ୟାୟିକ କମିଶନ ଗଠନ କରିଛନ୍ତି, ତାହାର ସ୍ବଚ୍ଛତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ତେଣୁ…

ଭାରତ କେତେ ପ୍ରସ୍ତୁତ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନ ସ୍ତରକୁ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଥର ଲା ନିନା ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଶାରଦମାନେ ଆକଳନ କରିଛନ୍ତି। ତେଣୁ ଏହି ବର୍ଷ ଉତ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri