ସମ୍ପାଦକୀୟ

ଏଇ ଭାରତରେ

ଜଣେ ଅପରାଧୀଙ୍କ ଜୀବନରେ ଆସିଥିବା ଅବିଶ୍ୱସନୀୟ ପରିବର୍ତ୍ତନ ଓ ତାଙ୍କ ନିଆରା ସେବା ସମାଜ ପାଇଁ ବାସ୍ତବ ପ୍ରେରଣାଦାୟକ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ଗ୍ବାଲିୟରର ଦେବ ପ୍ରତାପ। ପିଲାବେଳେ ସେ ଘର ଛାଡ଼ି ଚାଲିଯାଇଥିଲେ ଓ ପରେ ଗ୍ବାଲିୟର…

ଏଇ ଭାରତରେ

ଅନେକେ କହନ୍ତି, ଚାଷ କାର୍ଯ୍ୟ ତୁଲାଇବାର କ୍ଷମତା ନ ଥିବାରୁୁ ମହିଳାମାନେ ଏ କ୍ଷେତ୍ରରେ ସଫଳ ହୋଇପାରନ୍ତି ନାହିଁ। କିନ୍ତୁ ଏଭଳି କହୁଥିବା ଲୋକଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ନାସିକର ସାହସୀ ମହିଳା କୃଷକ ସଙ୍ଗୀତା ପିଙ୍ଗଲେ। ତାଙ୍କ ସଂଘର୍ଷର…

ସାମଗ୍ରିକ ବନାମ ସାମୟିକ

ଡ. ମୌସୁମୀ ପରିଡ଼ା ମଣିଷର ସାମଗ୍ରିକ କୃତି, ପ୍ରତିଭା, ସମାଜସେବା ପାଇଁ ତାକୁ ସମ୍ମାନିତ କିମ୍ବା ପୁରସ୍କୃତ କରିବା ଦ୍ୱାରା ଉତ୍ସାହ ବୃଦ୍ଧି ହେବା ସହିତ ଅନ୍ୟମାନେ ପ୍ରଭାବିତ ହୁଅନ୍ତି। ପ୍ରତିଭା ପୂଜା ସହିତ ସଚେତନତା ସୃଷ୍ଟି କରିବା ଅନୁଷ୍ଠାନଗୁଡ଼ିକର ପରୋକ୍ଷ…

ଦିବ୍ୟାଙ୍ଗ ନିଯୁକ୍ତି ଭେଳିକି

ନାରାୟଣ ଚନ୍ଦ୍ର ବିଶ୍ୱାଳ   କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ଏପରିକି ଅନେକ ବିଶ୍ୱବିଖ୍ୟାତ ସ୍ବେଚ୍ଛାସେବୀ ସଂଗଠନର ପ୍ରମୁଖମାନେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ କିଛି ପ୍ରଗତିମୂଳକ ଓ ସେମାନଙ୍କୁ ସମାଜ ସହ ସମକକ୍ଷ କରିବା ପାଇଁ ନୀତିନିୟମ ଏବଂ କୋଟି କୋଟି…

ଛାୟା ଯୁଦ୍ଧ

ଦେଶରେ କୋଭିଡ୍‌ ଟିକାକରଣରେ ନ୍ୟାଶନାଲ ହେଲ୍‌ଥ ଅଥରିଟି (ଏନ୍‌ଏଚ୍‌ଏ)ର ପ୍ରମୁଖ ଭୂମିକା ରହିଛି। ଏଥିପାଇଁ ଏହାର ସିଇଓ ଆର୍‌.ଏସ୍‌.ଶର୍ମା ଉତ୍ତରଦାୟୀ। କୋଭିଡ୍‌ର ନୂଆ ରୂପ ଓମିକ୍ରନ୍‌ ଏବେ ଟିକାକରଣ ଲାଗି ଅଧିକ ଆହ୍ବାନ ସୃଷ୍ଟି କରିଥିବାରୁ ଶର୍ମାଙ୍କୁ ବହୁତ କିଛି କାର୍ଯ୍ୟ…

ଏଇ ଭାରତରେ

ଅଦରକାରୀ କପଡ଼ାରୁ ବିଭିନ୍ନ ବ୍ୟବହାରଯୋଗ୍ୟ ଜିନିଷ ତିଆରି କରିବା ସହ ୪୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ସଞ୍ଜୁ ସୋମାନ। ସଞ୍ଜୁଙ୍କ ବୟସ ୨୮। ସେ ଏବେ ସୁଦ୍ଧା ୩୦,୦୦୦ କେଜି ଅଦରକାରୀ କପଡ଼ାର…

ମାନବ ଅଧିକାରର ସୁରକ୍ଷା ଜରୁରୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ନାଗାଲାଣ୍ଡର ମୋନ୍‌ ଜିଲାରେ ନିକଟସ୍ଥ ଖଣିରେ କାମ କରି ଘରକୁ ଫେରୁଥିବା ଛଅ ଜଣ ଶ୍ରମିକଙ୍କୁ ଆସାମ ରାଇଫଲ୍ସର ଯବାନମାନେ ପ୍ରଥମେ ହତ୍ୟା କରିବା ଏବଂ ପରେ ଏହି ହତ୍ୟାର ପ୍ରତିବାଦ କରିବାକୁ ଯାଇଥିବା ସ୍ଥାନୀୟ ଲୋକଙ୍କ…

ଗଣତନ୍ତ୍ର ଚିନ୍ତା

ମିଶେଲ ବାଚ୍‌ଲେଟେ, ଡାରେନ ଓ୍ବାକର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ସମ୍ମିଳନୀ ଡିସେମ୍ବର ୯ରୁ ୧୦ ଯାଏ ଅନୁଷ୍ଠିତ ହେଉଛି। ଏଥିରେ ବିଶ୍ୱ ନେତୃବର୍ଗ ଏକାଠି ଆଲୋଚନାରେ ଭାଗ ନେଇଛନ୍ତି। ସୁଦାନରେ ନିଜ ଜୀବନକୁ ବିପଦରେ ପକାଇ…

କ୍ଷମତାର ମୋହ

ରବିନାରାୟଣ ସାମଲ ସାମ୍ରାଜ୍ୟବାଦୀ ଆମେରିକା ଆଫଗାନିସ୍ତାନରୁ ପଳାୟନ କଲା ପରେ ଆତଙ୍କବାଦୀ ତାଲିବାନ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳି ଏହାକୁ ଦଖଲ କରିନେଲା। ଏଭଳି କ୍ଷମତା ଲୋଭରେ ବର୍ବର ହୋଇଯିବା ଆଉ କ୍ଷମତା ବଳରେ ଅନ୍ଧ ହୋଇଯିବା ଘଟଣା ସାରା…

ବିକାଶର ସଂଘ

ଡଜୋମାର୍ଟ ଓଟୋର୍ବାଏଭ ୧୯୯୩ରେ ମୁଁ ପ୍ରଥମେ ତୁର୍କୀ ଯାଇଥିଲି ଓ ସେହି ସ୍ମୃତି ଏବେ ବି ଜୀବନ୍ତ ରହିଛି। ସୋଭିଏଟ ରୁଷିଆ ପତନର ଦୁଇବର୍ଷ ପୂର୍ବରୁ କାର୍ଜିକମାନେ ବିଶ୍ୱର ବିଭିନ୍ନ ଦେଶ ସହିତ ସମ୍ପର୍କ ରକ୍ଷା କରିବା ସହ ଆର୍ଥିକ ଦୃଷ୍ଟି…

ସଫ୍ଟୱେର କ୍ଷେତ୍ରର ସୁରକ୍ଷା

ଶେଖ୍‌ ଫରିଦ୍‌ଉଦ୍ଦିନ ଭାରତ ସଫ୍ଟୱେର ଶିଳ୍ପକୁ ନେଇ ଆନ୍ତର୍ଜାତିକସ୍ତରରେ ଗୌରବ ଅର୍ଜନ କରିବା ସାଙ୍ଗକୁ ଦେଶ ଭିତରେ ଓ ବାହାରେ ଏହି ଉଦ୍ୟୋଗରେ ବିପୁଳ ସଂଖ୍ୟକ ବୈଷୟିକ ଯୋଗ୍ୟତାପ୍ରାପ୍ତ ଭାରତୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେଇଛି। ଏବେ ଏହି ଉଦ୍ୟୋଗ ପାଇଁ…

ବାପଧନ! ବୁଢ଼ାକୁ ‘ବୁଢ଼ା’ ଡାକନି

ଡ. ନିଖିଳାନନ୍ଦ ପାଣିଗ୍ରାହୀ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଜଗ ସୁରୈୟା(ଜନ୍ମ:୧୯୪୬) ଗୋଟିଏ ସ୍ତମ୍ଭରେ ଲେଖିଛନ୍ତି ”ବିଭିନ୍ନ ସୂତ୍ରରୁ ବାରମ୍ବାର ଆମକୁ ମନେପକାଇ ଦିଆଯାଉଛି ଯେ, ଉତ୍ତମ ସ୍ବାସ୍ଥ୍ୟ ସେବା ବଳରେ ଆମର ବାର୍ଦ୍ଧକ୍ୟ ଆମଠାରୁ ଦୂରେଇ ଯାଉଛି। ‘ଅତୀତର ଷାଠିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri