ଏଇ ଭାରତରେ
ଲକ୍ଡାଉନରେ ପିଲାମାନେ ଅନ୍ଲାଇନରେ ପଢ଼ିବା ପରେ ବାକି ସମୟ କଟାଇବା ସେମାନଙ୍କ ଲାଗି କଷ୍ଟକର ହୋଇପଡୁଥିବାବେଳେ କେରଳର ୧୩ ବର୍ଷୀୟା ବନୁପ୍ରିୟାଙ୍କ ଜୀବନଶୈଳୀରେ ଭିନ୍ନତା ପରିଲକ୍ଷିତ ହୋଇଛି। ବନୁପ୍ରିୟା ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ସେ ଆଲ୍ପୁଝା ଜିଲା ମୁହାମ୍ମା ପଞ୍ଚାୟତରେ ପରିବାର…
କିସ କରିବା ଆଜ୍ଞା
ଦ୍ୱିତୀ ଚନ୍ଦ୍ର ସାହୁ ଡଙ୍ଗରିଆଙ୍କ ଚିତ୍ରକଳା ସମ୍ପର୍କରେ ଜାଣିବାକୁ ଆଗ୍ରହ ହେତୁ ଯିବାକୁ ପଡ଼ିଲା ଡଙ୍ଗରିଆ ଅଞ୍ଚଳ। ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚତ୍ଲି ଡଙ୍ଗରିଆଙ୍କ ଅନ୍ୟତମ ପ୍ରମୁଖ ଗାଁ ଖମ୍ବେସିରେ। ଥାକ ଥାକ ହୋଇ ଦି’ ଧାଡ଼ିଆ ଟିଣ ଘରସବୁ। ରାସ୍ତା…
ଯେଉଁ ଭାଇରସ୍ର ଟିକା ନାହିଁ
ରଞ୍ଜନ କୁମାର ଦାସ ପିଲାବେଳେ ଆମେ ବଡ଼ମାନଙ୍କ ମୁହଁରୁ ଶୁଣୁ ଯେ ଶାଗ ଖିଆକୁ ପେଯ ଖିଆ ଦେଖି ସହି ପାରେନି। ସେତେବେଳେ ଏ କଥାର ମର୍ମ ବୁଝିବାକୁ ଆମର ଆଗ୍ରହ ବା ପ୍ରୟାସ ବି ନ ଥିଲା। ଧୀରେ ଧୀରେ…
କେନ୍ଦ୍ରକୁ ଆକଟ
ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ୍ଡିଏ ସରକାରଙ୍କ ଧ୍ୟାନ ରହିଥିତ୍ଲେ ମଧ୍ୟ ପଶ୍ଚିମବଙ୍ଗ ଉପରୁ ଏହାର ନଜର ହଟିନାହିଁ। ରାଜନୈତିକ ଶତ୍ରୁତା ବ୍ୟତୀତ ଏନ୍ଡିଏ ସରକାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ବିତର୍କ ଲୋଡ଼ା
ବେଲାବେସ ବେଙ୍କ୍ରେଡା ଡିସେମ୍ବର ୨୪ରେ ଲିବ୍ୟାରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବହୁ ଶତାବ୍ଦୀର ଏକଚ୍ଛତ୍ରବାଦ ଶାସନ, ଗୃହଯୁଦ୍ଧ ଏବଂ ଖୁବ୍ ନିକଟରେ ଏକ ଅନିଶ୍ଚିତ ସମୟକୁ ସାମ୍ନା କରିବା ପରେ ଲିବ୍ୟାର ଲୋକେ ଭୋଟ ଦେବାକୁ ଯାଉଛନ୍ତି।…
ଶୂନ୍ୟପୁରୁଷ ଶିଶୁଅନନ୍ତ
ଡ. ଭବାନୀ ଶଙ୍କର ଦାଶ ସଂସ୍କୃତ ସାହିତ୍ୟ ପ୍ରତି ନୀରବ ପ୍ରତିବାଦରେ ସେଦିନ ସାରଳା ଦାସଙ୍କ ସାହିତ୍ୟ ସୃଷ୍ଟି ଥିଲା ଏକ ବୈପ୍ଳବିକ ପଦକ୍ଷେପ। ସାରଳାଙ୍କ ପରେ ଓଡ଼ିଶାର ସାହିତ୍ୟ, ସମାଜ, ସଂସ୍କୃତି ଓ ଧର୍ମ କ୍ଷେତ୍ରରେ ମଧ୍ୟ ଏକ ଯୁଗାନ୍ତକାରୀ…
ଅଣ୍ଡା ଦେଖିଲେ ଡର ମାଡୁଛି
ଲଳିତେନ୍ଦୁ ପଲାଉରୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରଙ୍କୁ ସମାଲୋଚନା ହେଉ କି ନେତା, ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କିମ୍ବା ଟମାଟୋ, ଆଉ ଅଣ୍ଡାମାଡ଼ ଘଟଣା କିଛି ନୂଆ କଥା ନୁହେଁ। ଗଣତନ୍ତ୍ର ପାଇଁ ଗଠନମୂଳକ ବିରୋଧ ଶୁଭଙ୍କର ହୋଇଥାଏ। ତେଣୁ ଗଣତନ୍ତ୍ରରେ…
ଏଇ ଭାରତରେ
ଗୋଟିଏ ଲାଇବ୍ରେରିର ଉନ୍ନତି ପାଇଁ ଜଣେ ଲାଇବ୍ରେରିଆନ୍ଙ୍କ ନିଷ୍ଠାପର ପ୍ରୟାସ ସଭିଙ୍କ ପାଇଁ ପ୍ରେରଣା ପାଲଟିଛି। କେରଳର ଆଲ୍ପୁଝା ଜିଲା କାରୁଭଟ୍ଟା ନିବାସୀ ଲାଇବ୍ରେରିଆନ୍ ପି. ସୁକୁମାରନ୍ ପ୍ରତିଦିନ ୧୨ କି.ମି. ଚାଲିଚାଲି ଯାଇ ଲୋକମାନଙ୍କୁ ବହି ଦେଉଛନ୍ତି। ଅତି କମ୍ରେ…
ଏଇ ଭାରତରେ
ବିଦ୍ୟୁତ୍ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର ମୁହୂର୍ତ୍ତ ଆସିଛି ତାମିଲନାଡୁର ଥୁଥୁକୋଡ଼ି ପାଇଁ। ଧୀବର ବର୍ଗର ଲୋକେ ରହୁଥିବା ଏହି ଗାଁର…
ଏଇ ଭାରତରେ
ନାଁ ଦୀପକ। ବୟସ ୧୯। କିନ୍ତୁ ଦୃଷ୍ଟାନ୍ତଯୋଗ୍ୟ କାର୍ଯ୍ୟ ତାଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି। ଲକ୍ଷ୍ନୌ ଜିଲା ହେମି ଗାଁରେ ରହନ୍ତି ଦୀପକ। ମହିଳା ବିରୋଧୀ ହିଂସା ଏବଂ ଭେଦଭାବ ଦୂର କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି। ବ୍ରେକ୍…
ଗୁଣ୍ଡା ଗପ
ଡ.କୁଳାଙ୍ଗାର ସିଏ ସାହିର ଗୋଟେ ଛୋଟକାଟିଆ ବଦମାସ୍ ଥିଲା। ଛକରେ ଛିଡ଼ାହୋଇ ଝିଅ ବୋହୂଙ୍କୁ କମେଣ୍ଟ ମାରିବା, ଦୁର୍ଘଟଣା ହେଲେ ମାହାଳିଆ ମାଡ଼ ମାରିବା ଏବଂ ପେଟି ଦୋକାନୀଙ୍କଠାରୁ ମାଗଣାରେ ଚା, ଜଳଖିଆ, ପାନ, ଗୁଟ୍ଖା, ବିଡି/ସିଗାରେଟ ଆଦି ଖାଇବା…
କୁବେର ହେବାର ଗଳାବାଟ
ଡ. ଅଜୟ କୁମାର ନନ୍ଦ ଗଣତନ୍ତ୍ରର ଗରିମାକୁ ଅକ୍ଷୁଣ୍ଣ ରଖିବା ଓ ଏହାର ମହତ୍ ଉଦ୍ଦେଶ୍ୟକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ହେଉଛି ଶାସନ; ଯାହା ସମ୍ବିଧାନର ଆତ୍ମା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଶାସନ କଳଟି…
Archives


