ଏଜେଣ୍ଟ ପାର୍ଟି
ଅଲ୍ଇଣ୍ଡିଆ ମଜ୍ଲିସ-ଇ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍)ର ଭୂମିକା ବିହାର ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିଯାଇଛି। ଭାଜପାର ହିନ୍ଦୁତ୍ୱ ଡାକରା ଫଳରେ ମୁସଲମାନ ଭୋଟଦାତା ଏକଜୁଟ୍ ହେବେ ବୋଲି ଭାବି ଭାଜପାର ନେତୃତ୍ୱ ଏକ ଅଭିନବ କିନ୍ତୁ ବୁଝିହେଉଥିବା ଖେଳ ଖେଳିଛନ୍ତି। ବିହାର ପରେ…
ଖୁସିର ସନ୍ଧାନେ
ଉତ୍ତର ୟୁରୋପ ଅର୍ଥାତ୍ ସ୍କାଣ୍ଡିନେଭିଆ ଦେଶ ଯଥା ଫିନ୍ଲାଣ୍ଡ, ସୁଇଡେନ୍ ଓ ଡେନ୍ମାର୍କରେ ‘ହାଇଗେ’ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଇଗେର ଅର୍ଥ ହେଉଛି ପ୍ରତ୍ୟେକ ମଣିଷ ଏକ ସମୃଦ୍ଧ ଓ ସନ୍ତୋଷଜନକ ବାତାବରଣରେ ବଞ୍ଚିବା। ବିଶ୍ୱ ଖୁସି (ହାପିନେସ୍)…
ଅଳ୍ପକେ ସଫଳତା-ରୁଗ୍ଣ ମାନସିକତା
ଡ.ମୌସୁମୀ ପରିଡ଼ା ବିଭିନ୍ନ ଗପ ମାଧ୍ୟମରେ ଜୀବନଧାରଣକୁ ସରଳ ଓ ମାର୍ଜିତ କରିବାର ପ୍ରୟାସ କରାଯାଇଛି। ସେ ଈଶପ୍ଙ୍କ ଗପ ହେଉ ବା ପଞ୍ଚତନ୍ତ୍ର, ଜହ୍ନମାମୁ ଗପ ହେଉ ବା ଆଈ ମାଆ କାହାଣୀ… ଏ ସବୁରେ ଜୀବନକୁ ବଞ୍ଚତ୍ବାର କଳାକାରୀ!…
ବିକାଶ ନୁହେଁ, ଉଗ୍ର ପ୍ରଚାର
ଡ. ସନ୍ତୋଷ କୁମାର ମହାପାତ୍ର ଆମ ରାଜ୍ୟରେ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ ୫ ରାଜ୍ୟ ଯଥା ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଆମ…
ଏଇ ଭାରତରେ
ମିଳିତ ଉଦ୍ୟମରେ ପଞ୍ଜାବର ୨୫ ଜଣ ଯୁବକ ୨୦ଟି ମିନିଫରେଷ୍ଟ ବା କ୍ଷୁଦ୍ର ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପଟିଆଲା ଜିଲାର ଘାଗା ଗାଁର ଏହି ଯୁବକମାନେ ୨୦୧୭ରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ସେମାନେ ନିଜ ଭିତରେ…
ଏଇ ଭାରତରେ
ବର୍ଷେ କି ଦୁଇ ବର୍ଷ ନୁହଁ, ୨୨ ବର୍ଷ ହେଲା ଗୁଜରାଟର ଜଣେ ଶିକ୍ଷକ ଡ୍ୟୁଟି ଆରମ୍ଭ ହେବାର ୨-୩ ଘଣ୍ଟା ପୂର୍ବରୁ ସ୍କୁଲ ଆସୁଛନ୍ତି। କାହିଁକି ଜାଣନ୍ତି? ଭରୁଚର ସରକାରୀ ଶିକ୍ଷକ କମଳେଶ କୋଶମିୟା ସ୍କୁଲରେ ଗଛ ଲଗାଇବା ଲାଗି…
ସ୍ବର୍ଗକୁ ନିଶୁଣି ନାହିଁ
ନିରଞ୍ଜନ ସାହୁ ସ୍ବର୍ଗକୁ ନିଶୁଣି ନାହିଁ’। ଏଇ କଥାପଦକ ଆପଣ କେବେ ନା କେବେ ଶୁଣିଥିବେ। ହୁଏତ ତତ୍କ୍ଷଣାତ୍ ଧାରଣା ହୋଇଥିବ ଏହା ଯେପରି ଏକ ଅବିସମ୍ବାଦିତ ସତ୍ୟ – ଏହାର ପୁନର୍ଲେଖ ନିରର୍ଥକ ଅବା – ସ୍ବର୍ଗ ଏକ କାଳ୍ପନିକ…
ସାଉଦି ନାରାଜ
ବର୍ନାଡ ହକେଲ ଆମେରିକା ଓ ସାଉଦି ସମ୍ପର୍କ ଏବେ ଆହୁରି ବିଗିଡ଼ିଯାଇଛି। ରୁଷିଆର ୟୁକ୍ରେନ୍ ଆକ୍ରମଣ ପରେ ରୁଷିଆ ଉପରେ ବହୁ ଆର୍ଥିକ କଟକଣା ଲଗାଯାଇଛି। ଏହା ସହ ରୁଷିଆ ଉପତ୍ାଦିତ ତୈଳ ଆମଦାନୀ ଉପରେ ଆମେରିକା କଟକଣା ଲଗାଇବା ପରେ…
ରଙ୍ଗଖେଳ କାଳ ନ ହେଉ
ଅଲେଖ ଚନ୍ଦ୍ର ମିଶ୍ର ହୋଲି କହିଲେ ଆଗେ ଯାହା ବୁଝାଯାଉଥିଲା ଏବେ ତାହା ଆଉ ନାହିଁ। ହୋଲିକା ଦହନ, ରାଧାକୃଷ୍ଣଙ୍କର ଅବିର ଖେଳ, ମେଳଣ, ଝୁଲଣ, ବିମାନରେ ବୁଲି ବିଭିନ୍ନ ସ୍ଥାନରେ ଚାଚେରୀ ଭୋଗ ଗ୍ରହଣ, ଗୋପାଳଙ୍କର ଲଉଡ଼ି ଖେଳ ଓ…
ରୁଷିଆର ଉଗ୍ରବାଦ
ଆନାଷ୍ଟାସିଆ ରାଡିନା ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଏହାଯୋଗୁ ସେଠାରେ ଏକ ମାନବୀୟ ବିପର୍ଯ୍ୟୟ ଦେଖାଯାଇଛି। ସାରା ବିଶ୍ୱ ଏହାର ପ୍ରତ୍ୟକ୍ଷଦର୍ଶୀ ସାଜିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍ ନାଗରିକଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛନ୍ତି।…
ସାଂସ୍କୃତିକ ପୃଷ୍ଠଭୂମିରେ ଓଳକଣା ମେଳଣ
ଶୁଭେନ୍ଦୁ କୁମାର ଭୂୟାଁ ବସନ୍ତର ଆଗମନ ସହିତ ପ୍ରକୃତି ଓ ପରିବେଶ ଭିତରେ ଏବେ ଦେଖାଦେଇଛି ଏକ ଅପୂର୍ବ ପରିବର୍ତ୍ତନର ଦୃଶ୍ୟପଟ। ଏଇ ସୁନ୍ଦର ସୁଶୋଭିତ ଏବଂ ରମଣୀୟ ପରିବେଶ ସହିତ ଓହ୍ଲାଇ ଆସିଛି ଦୋଳଯାତ୍ରାର ସାଂସ୍କୃତିକ ପରିଚୟ। ପୁରାତନ ଉତ୍କଳର…
ସାମ୍ପ୍ରତିକ ସମୟବୋଧ
ଡ. ମନୋରଞ୍ଜନ ବିଷୋୟୀ ଏକବିଂଶ ଶତକର ବିଶ୍ୱ ସମଗ୍ର ଜଗତ ପାଇଁ ଆଣିଛି ଏକ ଅବିଶ୍ୱସନୀୟ ପରିବର୍ତ୍ତନ। ଜଗତୀକରଣର ଦୃଷ୍ଟିଭଙ୍ଗୀ ନେଇ ଆଜି ସମଗ୍ର ବିଶ୍ୱ ହୋଇଛି ଗୋଟିଏ ପରିବାର। ବୈଷୟିକ ଜ୍ଞାନର ବିକାଶ ଫଳରେ ପୃଥିବୀର କୋଣ ଅନୁକୋଣରେ ଘଟିଯାଉଥିବା…
Archives


