ଆର୍ଦ୍ରା ନକ୍ଷତ୍ରର ଇତିବୃତ୍ତ
ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ। ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ହେଲେ ରାତି ଆକାଶରେ ଦୃଶ୍ୟମାନ ସୁନ୍ଦର ତାରାଗୁଡ଼ିକର ବି ମୃତ୍ୟୁ ହୁଏ। ଆମ ଶାସ୍ତ୍ରରେ ମୁନିଋଷିମାନେ ଅନେକ ନକ୍ଷତ୍ରଙ୍କର ଅବସ୍ଥିତି ଓ ଗତିବିଧି ଉପରେ ଲକ୍ଷ୍ୟ…
ଏଇ ଭାରତରେ
ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ ନିରଜ ବିରୁଙ୍କର। ସେମାନେ ନିଜ ସନ୍ତାନ ସହ ଅନ୍ୟ ମାନସିକ ଅନଗ୍ରସରଙ୍କ ସ୍ଥିତି ଚିନ୍ତା…
ଅଧିକାର ପାଇଁ ଆନ୍ଦୋଳନ
ଆକାର ପଟେଲ ବ୍ୟକ୍ତିର ମୌଳିକ ଅଧିକାର ଏବଂ ଦେଶ ବା ସରକାରଙ୍କ ଅଧିକାର ମଧ୍ୟରେ ଆଉ ଏକ ଲଢ଼େଇ ସାମ୍ନାକୁ ଆସିଛି। ଉକ୍ତ ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚତ୍ଛି। ଏଭଳି ଘଟଣା ଆମ ସମୟରେ ପ୍ରାୟତଃ ଲଗାତର ପ୍ରକାଶ ପାଉଛି…
ଗାନ୍ଧୀଙ୍କ ଉପାସିକା
ମହାମାନବ ମହାତ୍ମା ଗାନ୍ଧୀ ୧୯୪୨ରେ ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ସେତେବେଳେ ତାଙ୍କୁ ୧୨ ବର୍ଷ ବୟସ ହୋଇଥିଲା। କମ୍ ବୟସରେ ବର୍ଦୋଳି ସ୍ବରାଜ ଆଶ୍ରମ ସହ ସଂଶ୍ଳିଷ୍ଟ ହୋଇଥିବା ପ୍ରଭାବେନ୍ ଶାହା ଆସନ୍ତା ଫେବୃୟାରୀ ୨୦ରେ ୯୩…
ଏକଲା ଚଲୋରେ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଥରେ ଗ୍ରୀକ୍ ଦାର୍ଶନିକ ଡାୟୋଜିନିସ ବଜାରର ଗୋଟିଏ ଛକରେ ଛିଡ଼ା ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାଷଣ ଦେଉଥାଆନ୍ତି। ନିକଟରେ ବହୁ ଲୋକ ଚଳପ୍ରଚଳ ହେଉଥିଲେ। କିନ୍ତୁ କେହି ତାଙ୍କ ଭାଷଣ ଶୁଣିବା ପାଇଁ ଆସୁ ନ…
ଏଇ ଭାରତରେ
ଚେନ୍ନାଇର ଥରାଗଇ ଆର୍ଥନାଙ୍କ ପରିବେଶ ଚିନ୍ତା ତାଙ୍କୁ ସ୍ବତନ୍ତ୍ର କରିପାରିଛି। ତାଙ୍କ ବୟସ ୮। ଚେନ୍ନାଇର କରାପାକ୍କମରେ ରହନ୍ତି ଥରାଗଇଙ୍କ ପରିବାର। ଜଣେ କୁନି ସ୍କୁବା ଡାଇଭର ଭାବେ ସେ ପରିଚିତ ଓ ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟ ବାହାର କରି ସାମୁଦ୍ରିକ…
ଏଇ ଭାରତରେ
ଚାଷୀମାନେ ବହୁ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ରାସ୍ତାରେ ପରିବା ପିଙ୍ଗି ଦେଉଥିତ୍ବା ଦୃଶ୍ୟ ଦେଖିବାକୁ ମିଳେ। ତେବେ ଏହି ସମସ୍ୟା ଦୂର କରିବା ଲାଗି ଆଇଆଇଟିରୁ ଡିଗ୍ରୀ ହାସଲ କରିଥିବା ନୀତୀନ କୁମାର ଏବଂ ତାଙ୍କ ଭଉଣୀ ରଶ୍ମି…
ପ୍ରେମ ପଞ୍ଚାୟତୀ
ଡ. କୁଳାଙ୍ଗାରା କଥା କ’ଣ କି ଲୋକଙ୍କ ସେବାରେ ଯାବତୀୟ ଠିକାଦାରି ଓ ଯୋଜନାର ବିଲ୍ କରିବାରେ ବ୍ୟସ୍ତ ସରପଞ୍ଚ ପନ୍ଦାରି ପୁହାଣ ନିଜେ ବିବାହ କରିବା ଭୁଲି ଯାଇଥିଲେ। ଯଦିଓ ନିନ୍ଦୁକଙ୍କ ମତରେ ଅନେକଙ୍କ ଘରେ ସିଏ ଜ୍ୱାଇଁ ମର୍ଯ୍ୟାଦା…
ପୁସ୍ତକ ପରିବର୍ତ୍ତେ ପୋଷ୍ଟର
ଅକ୍ଷୟ କୁମାର ମିଶ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଉଷ୍ମତା ବେଶ୍ ପ୍ରଖର ହେବାରେ ଲାଗିଲାଣି। ସୀମିତ ସାଥୀ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କାନ୍ଥବାଡ଼ ସବୁଠି ବ୍ୟାନର ଓ ପୋଷ୍ଟର ଛାଇ ହୋଇଗଲାଣି।…
ବିଳମ୍ବରେ ନିଯୁକ୍ତି
ପୂର୍ବତନ ତୈଳ ସଚିବ ତରୁନ କପୁର ପେଟ୍ରୋଲିୟମ ଆଣ୍ଡ୍ ନ୍ୟାଚୁରାଲ ଗ୍ୟାସ୍ ରେଗୁଲେଟୋରି ବୋର୍ଡ ବା ତୈଳ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନ୍ଜିଆର୍ବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସାଧାରଣତଃ ଶିଳ୍ପ କ୍ଷେତ୍ରରେ ଅନେକ ବର୍ଷ ପରେ…
ଏଇ ଭାରତରେ
ଅସହାୟ ତଥା ଭୋକିଲା ପିଲାଙ୍କ ପେଟ ଭରୁଛନ୍ତି ଦିଲ୍ଲୀର ସରିିତା କଶ୍ୟପ। ଅଟୋମୋବାଇଲ ସେଲ୍ସପର୍ସନ ଭାବେ ସରିତା ୧୭ ବର୍ଷ କାର୍ଯ୍ୟ କରି ୨୦୧୯ରେ ତାହାକୁ ଛାଡି ଅସହାୟ ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ସେ ଏଥିପାଇଁ ଏକ ରାଜମା ଚାଓ୍ବଲ ଷ୍ଟଲ୍…
ଆମ ଗଣତନ୍ତ୍ର କାହା ହାତରେ
ଡ. ପବିତ୍ର ସୁବୁଦ୍ଧି ଆଗକୁ ଆସୁଛି ଆମ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ନିର୍ବାଚନୀ ଆବହାଓ୍ବାରେ ସାରା ରାଜ୍ୟ ଏବେ ଆଚ୍ଛନ୍ନ। ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ଭାଗ୍ୟ ପରୀକ୍ଷା କରିବାକୁ ଅଗଣିତ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା…
Archives


