ସମ୍ପାଦକୀୟ

ମାନବବାଦ ଶ୍ରେଷ୍ଠ ଧର୍ମ

ଭାଜପାର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଏବେ ଦେଶ ତଥା ଦେଶ ବାହାରେ ଅଶାନ୍ତିର ଝଡ଼ ସୃଷ୍ଟି ହୋଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଏହାକୁ ତୀବ୍ର ବିରୋଧ କରିବା ସହ ହିଂସା ଭିଆଇଛନ୍ତି। କିନ୍ତୁ କୌଣସି ଧର୍ମ…

ବିଡ଼ମ୍ବିତ ଶୈଶବ

ଶିଶୁମାନେ ପୃଥିବୀ ରୂପକ ଉଦ୍ୟାନର ଶୋଭାବର୍ଦ୍ଧନକାରୀ ପୁଷ୍ପକଳିକା ସଦୃଶ। ଏହି କଳିକାଗୁଡ଼ିକ ଦିନେ ପ୍ରଷ୍ଫୁଟିତ ହୋଇ ସ୍ବକୀୟ ସୁବାସ ଓ ସୌନ୍ଦର୍ଯ୍ୟରେ ଦିଗଦିଗନ୍ତକୁ ଆମୋଦିତ କରିବେ। କିନ୍ତୁ ଆଜିର ମଣିଷ ସ୍ବାର୍ଥପରତାରେ ଅନ୍ଧହୋଇ ଓ ନିଜର କୁତ୍ସିତ ବାସନା ତୃପ୍ତି ପାଇଁ…

ଏଇ ଭାରତରେ

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏକ ପରିବେଶ ଉପଯୋଗୀ ଗାଁଁ ପ୍ରତିଷ୍ଠା କରି କଶ୍ମୀରର ଫୟାଜ ଅହମ୍ମଦ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କଶ୍ମୀରର ଗଣ୍ଡରବାଲ୍‌ ଜିଲାରେ ସେ ଏହି ଇକୋ ଭିଲେଜ କରି ଇକୋ ଟୁରିଜମ୍‌ ସହ କଶ୍ମୀରର କଳା…

ଏଇ ଭାରତରେ

ଗୁଜରାଟର ମହେନ୍ଦ୍ରସିଂ ଜଲା ଜଣେ ଦୃଷ୍ଟିବାଧିତ ହେଲେ ବି ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ। ପ୍ରତିବର୍ଷ ବର୍ଷାଋତୁ ଆସିଲେ ସେ ତାଙ୍କ କାମରେ ଲାଗିଯାଆନ୍ତି ଓ ୧ ଲକ୍ଷ ଲିଟର ବର୍ଷାଜଳ ଅମଳ ବା ସଂରକ୍ଷଣକରି ବ୍ୟବହାର କରୁଛନ୍ତି। ଏହି କାର୍ଯ୍ୟ…

ମଧ୍ୟବିତ୍ତ ବାପା

ଅଂଶୁମାନ ଦାଶ   ଦେଶର ସ୍ବାଧୀନତା ସମୟ ୧୯୪୭ ବେଳକୁ ସରକାରୀ କାଗଜ ହିସାବରେ ସମାଜର ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। କ୍ଷୁଧା ପାଇଁ ଆହାର ଓ ଶରୀର ପାଇଁ ପୋଷାକ ଉପଲବ୍ଧ କରିପାରିବା ସେମାନଙ୍କ ନିତିଦିନର…

ପିଏଚ୍‌.ଡି. ଡିଗ୍ରୀଧାରୀ ଓ ବୃତ୍ତିଗତ ପେସାଦାରୀ

ଡ. ଚିତ୍ତରଂଜନ ମିଶ୍ର   ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିକଟ ଅତୀତରେ ଏକ ଘୋଷଣାନାମା ଜାରି କରିଛନ୍ତି ଯେ, ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ପାଇଁ ପିଏଚ୍‌.ଡି. ଯୋଗ୍ୟତାର ଆଉ କୌଣସି ଆବଶ୍ୟକତା ପଡ଼ିବ ନାହିଁ। ଅର୍ଥାତ୍‌…

ପହଞ୍ଚିବେ କି ୩୭ ?

ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଭାଜପାର ଦୀର୍ଘଦିନର ଷଡ଼ଯନ୍ତ୍ର ସେଠାକାର ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମ୍‌ଭିଏ) ସରକାରକୁ ଅଡ଼ୁଆରେ ପକାଇଛି। ସଦ୍ୟ ଘଟଣାକ୍ରମରେ ଉଦ୍ଧବ ଠାକ୍‌ରେ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ ଶିବସେନାର ୩୦ରୁ…

ରକ୍ତଚାପ ଫାଶରେ ଯୁବଗୋଷ୍ଠୀ

ଈପ୍ସିତା ମହାନ୍ତି ଯୁବକମାନଙ୍କର ଦେଶ ରୂପେ ଭାରତ ପରିଚିତ, ଯାହାର ମୋଟ ଜନସଂଖ୍ୟାର ୬୫% ହେଉଛନ୍ତି ଯୁବକ। ଏମାନଙ୍କର ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ। ଏଥିପାଇଁ ଭାରତକୁ ଯୁବଶକ୍ତିର ଭଣ୍ଡାର କୁହାଯାଉଛି। କିନ୍ତୁ ଦୁଃଖର ବିଷୟ, ଭାରତର ସଂଖ୍ୟାଧିକ ଯୁବକ…

ଏଇ ଭାରତରେ

୭୦ ବର୍ଷ ବୟସର ଜଣେ ଚାଷୀ ଏବେ ସଭିଙ୍କ ପାଇଁ ପ୍ରେରଣା। ଗୁଜରାଟର ନବସାରିର ସରିଖୁର୍ଦ ଗାଁର କିରଣ ନାୟକ କୃଷିରେ ନିଜ ଦକ୍ଷତା ପ୍ରତିପାଦନ କରିବା ସହ ଜିଆଖତ ଉପତ୍ାଦନରେ ସଫଳତା ପାଇଛନ୍ତି। ପରିଣତ ବୟସରେ ଦିନକୁ ୧୨ ଘଣ୍ଟା…

ହିଂସା ନିନ୍ଦନୀୟ, ପ୍ରତିବାଦ ସ୍ୱାଗତଯୋଗ୍ୟ

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ଏବେ ବିଷମ ସ୍ଥିତି ସୃଷ୍ଟି କରିଛି। ସେନାରେ ୪ ବର୍ଷିଆ ଅସ୍ଥାୟୀ ନିଯୁକ୍ତିକୁ ବିରୋଧ କରାଯାଇ ଦେଶର ବିଭିନ୍ନ ଭାଗରେ ପ୍ରତିବାଦ କରାଯାଉଛି। ଯୁବବର୍ଗ ଟ୍ରେନ୍‌ରେ ନିଆଁ ଲଗାଇ…

ବିଜ୍ଞାନ, ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ

ଡ. ମନୋରଞ୍ଜନ ପ୍ରଧାନ ଖୁବ୍‌ କମ୍‌ ଦିନ ତଳେ ଜଣେ ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକଙ୍କ ସହ ଏକ ଆଭାସି ଆଲୋଚନା ଚକ୍ରରେ ଯୋଗଦେବାର ସୁଯୋଗ ପାଇଥିଲି। ବୈଜ୍ଞାନିକ ଜଣକ ଦୀର୍ଘ ପଚାଶ ବର୍ଷ ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ରହି ବିଜ୍ଞାନ କ୍ଷେତ୍ରରେ…

କମ୍ପ୍ୟୁଟରରେ ମିଥ୍ୟା

ବିଶ୍ୱର କେତେକ ଭାଗରେ ପୋଲିସବାହିନୀ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବା ସକାଶେ ହ୍ୟାକିଂ ଉପକରଣ ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ରାଜନୈତିକ ବିରୋଧୀଙ୍କ ଅନ୍ତରଙ୍ଗ ତଥ୍ୟ ହାତେଇବା ଏବଂ ବିଭିନ୍ନ ପ୍ରସଙ୍ଗରେ ଭିନ୍ନମତ ପୋଷଣ କରୁଥିବା ଅଧିକାର କର୍ମୀମାନଙ୍କ କମ୍ପ୍ୟୁଟରଗୁଡ଼ିକରେ ସ୍ପାଏଓ୍ବେର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?