ସମ୍ପାଦକୀୟ

ଚାଲ୍‌ କ’ଣ

ଗତ ସପ୍ତାହରେ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଛି। ତାଙ୍କ ନିକଟରୁ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଓ ଗାଡ଼ିମୋଟର ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମହାପାତ୍ର…

ଏଇ ଭାରତରେ

ଦୀର୍ଘ ୨୦ ବର୍ଷ ହେଲା ନିଜ ରୋଜଗାରରୁ ଗରିବ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି କେରଳର କୋଡୁଙ୍ଗାଲାରୁ ନିବାସୀ ଶିନୋନ୍ଦ ପି.ସି. ଏବଂ ତାଙ୍କ ସ୍ତ୍ରୀ ବିନ୍ଦୁ। ପ୍ରତିମାସରେ ୧୫୦ଟି ଗରିବ ପରିବାରକୁ ସେମାନଙ୍କ ଆୟର ଏକ ସିଂହଭାଗ ‘ଓ୍ବେଲଫେୟାର…

ମହିମାଗାଦିର ମହାମେଳା

ଡ. ଉଦ୍ଧବ ଚରଣ ନାୟକ ମହିମାଗାଦି ହେଉଛି ଓଡ଼ିଶାର ନିଜସ୍ବ ଧର୍ମ ମହିମାଧର୍ମର ପୁଣ୍ୟପୀଠ। ଏହି ଧର୍ମର ପ୍ରାଣପ୍ରତିଷ୍ଠାତା ମହିମା ଗୋସେଇଁ ଦୀର୍ଘ ୧୪ବର୍ଷକାଳ ପଦବ୍ରଜରେ ଭ୍ରମଣ ପୂର୍ବକ ମହିମାଧର୍ମର ଶାଶ୍ୱତବାଣୀ ପ୍ରଚାରକରି ପରିଶେଷରେ ଢେଙ୍କାନାଳର ଯୋରନ୍ଦା ମହିମା ଆଶ୍ରମଠାରେ ୧୮୭୬…

ଏ ଉପଦେଶ କ’ଣ ପାଇଁ

କିଶୋର ଜେନା ଅଧିକାର ଏବଂ ଅଧିକାର ପାଇଁ ଲଢ଼େଇରେ ଗତ ୭୦ ବର୍ଷରେ ଅନେକ ସମୟ ବ୍ୟୟ ହୋଇଛି ଏବଂ ସେଥିରେ ଭାରତ ଦୁର୍ବଳ ହୋଇଛି। ଦେଶର ଅଧିକାଂଶ ଲୋକ ନିଜର ଅଧିକାର ଆଦାୟ କରିବା ପାଇଁ ଯେତେ ଚେଷ୍ଟା କରିଛନ୍ତି,…

ୟୁକ୍ରେନ୍‌ରେ ଯୁଦ୍ଧ

ୟୁକ୍ରେନ୍‌ ଉପରେ ରୁଷିଆ ଖୁବ୍‌ଶୀଘ୍ର ଆକ୍ରମଣ କରିପାରେ ବୋଲି ଦୀର୍ଘ ସମୟ ଧରି ଆଲୋଚନା ଚାଲିଲାଣି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ଫେବୃୟାରୀ ୧୨ରେ ହୋଇଥିବା ଆଲୋଚନା…

କିଏ ସତ, କିଏ ମିଛ

ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ଏହା ପରେ ତାହାକୁ ଲୋକ ସଭା ଓ ରାଜ୍ୟ ସଭାର ସେକ୍ରେଟାରି ଜେନେରାଲ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବଙ୍କ ନିକଟକୁ ପଠାଯାଇଥିବା କୁହାଯାଉଛି।…

ଆଗାମୀ ତନ୍ତ୍ର

ମନୁଷ୍ୟ ସମାଜ ପ୍ରାରମ୍ଭରୁ ଏଯାଏ ନିଜର ଆବଶ୍ୟକତା ପାଇଁ ଅନେକ ଶାସନତନ୍ତ୍ର ଆବିଷ୍କାର କରିଛି, ପୁଣି ତାହାକୁ ଫିଙ୍ଗିଦେଇ ନୂଆ ଆବଶ୍ୟକତା ଅନୁରୂପ ନୂଆ ତନ୍ତ୍ର ଖୋଜି ବାହାରିଛି। ଆଜି ପୃଥିବୀରେ ମୌଳିକତଃ ଦୁଇଟି ଶାସନ ତନ୍ତ୍ର ମଣିଷ ଏବଂ ସମାଜର…

ବିବାହ ବୟସ ଚିନ୍ତା

ପ୍ରାଚୀନ କାଳରୁ ଭାରତରେ ପ୍ରଚଳିତ ବିଭିନ୍ନ ପ୍ରଥା ପରମ୍ପରାର ଶିକାର ହେଉଥିବା କନ୍ୟାମାନେ ଯେଉଁ ଦୁର୍ଦ୍ଦଶା ଭୋଗ କରୁଥିଲେ, ତା’ର ନିରାକରଣ ପାଇଁ ଅନେକ ସାମାଜିକ ବିପ୍ଳବ ହୋଇଥିଲା। ବର୍ତ୍ତମାନର ଭୋଟସର୍ବସ୍ବ ରାଜନୀତି ପରି ସେତେବେଳେ ମଧ୍ୟ ଇଂରେଜମାନେ ଭାରତୀୟ ଜନତାଙ୍କ…

ଆର୍ଦ୍ରା ନକ୍ଷତ୍ରର ଇତିବୃତ୍ତ

ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ। ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ହେଲେ ରାତି ଆକାଶରେ ଦୃଶ୍ୟମାନ ସୁନ୍ଦର ତାରାଗୁଡ଼ିକର ବି ମୃତ୍ୟୁ ହୁଏ। ଆମ ଶାସ୍ତ୍ରରେ ମୁନିଋଷିମାନେ ଅନେକ ନକ୍ଷତ୍ରଙ୍କର ଅବସ୍ଥିତି ଓ ଗତିବିଧି ଉପରେ ଲକ୍ଷ୍ୟ…

ଏଇ ଭାରତରେ

ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ ନିରଜ ବିରୁଙ୍କର। ସେମାନେ ନିଜ ସନ୍ତାନ ସହ ଅନ୍ୟ ମାନସିକ ଅନଗ୍ରସରଙ୍କ ସ୍ଥିତି ଚିନ୍ତା…

ଅଧିକାର ପାଇଁ ଆନ୍ଦୋଳନ

ଆକାର ପଟେଲ ବ୍ୟକ୍ତିର ମୌଳିକ ଅଧିକାର ଏବଂ ଦେଶ ବା ସରକାରଙ୍କ ଅଧିକାର ମଧ୍ୟରେ ଆଉ ଏକ ଲଢ଼େଇ ସାମ୍ନାକୁ ଆସିଛି। ଉକ୍ତ ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚତ୍ଛି। ଏଭଳି ଘଟଣା ଆମ ସମୟରେ ପ୍ରାୟତଃ ଲଗାତର ପ୍ରକାଶ ପାଉଛି…

ଗାନ୍ଧୀଙ୍କ ଉପାସିକା

ମହାମାନବ ମହାତ୍ମା ଗାନ୍ଧୀ ୧୯୪୨ରେ ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ସେତେବେଳେ ତାଙ୍କୁ ୧୨ ବର୍ଷ ବୟସ ହୋଇଥିଲା। କମ୍‌ ବୟସରେ ବର୍ଦୋଳି ସ୍ବରାଜ ଆଶ୍ରମ ସହ ସଂଶ୍ଳିଷ୍ଟ ହୋଇଥିବା ପ୍ରଭାବେନ୍‌ ଶାହା ଆସନ୍ତା ଫେବୃୟାରୀ ୨୦ରେ ୯୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri