ଏଇ ଭାରତରେ
ପେସାରେ ଡାକ୍ତର କିନ୍ତୁ ନିଶା ଜୈବିକ ଡ୍ରାଗନ୍ ଫ୍ରୁଟ ଚାଷ। ହାଇଦ୍ରାବାଦର ଡ.ଶ୍ରୀନିବାସ ରାଓ ମାଧବମ ଏହି ଚାଷ କରୁଛନ୍ତି। ଦୁଇଟି ବୃତ୍ତିକୁ ଏକସାଙ୍ଗରେ ନେଇ ଚାଲିବାରେ ତାଙ୍କର କୌଣସି ସମସ୍ୟା ହେଉନାହିଁ, ବରଂ ଗୋଟିଏ ଦିନରେ ଦୁଇଟି କାମ କରି…
ଶ୍ରେଷ୍ଠ ଗୁରୁ ଓ ଆଦର୍ଶ ଛାତ୍ର
ଗୋଲଖ ଚନ୍ଦ୍ର ଦାସ ସ୍ଥାନଟି ହେଉଛି ଥିରୁଭାନନ୍ତପୁରମ୍ ସମୁଦ୍ରକୂଳ। ଏଠାରେ ଜଣେ ଭଦ୍ରବ୍ୟକ୍ତି ଧୋତି ପିନ୍ଧି ଶାଲ୍ ଘୋଡ଼େଇ ହୋଇ ଭଗବଦ୍ ଗୀତା ପାଠ କରୁଥିଲେ। ସେହି ସମୟରେ ଜଣେ ଯୁବକ ଆସି ତାଙ୍କ ପାଖରେ ବସିପଡ଼ିଲେ। ଯୁବକ ଜଣକ…
ବିଜ୍ଞାନ କ୍ଷେତ୍ରରେ ଅଭିନବ ସଂସ୍କାର
ଡ. ଚିତ୍ତରଞ୍ଜନ ମିଶ୍ର ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ‘ବୈଜ୍ଞାନିକ ମାନସିକତା’କୁ ସ୍ପଷ୍ଟ ରୂପରେ ଅଙ୍ଗୀକୃତ କରିଛି। ଏହା ଉଦ୍ଘୋଷଣ କରିଛି ଯେ ବୈଜ୍ଞାନିକ ମାନସିକତା, ମାନବବାଦ, ଜିଜ୍ଞାସା ଓ ସଂସ୍କାର…
ଜୁଣ୍ଟା ଦେଲା ଫାଶୀ
ମ୍ୟାନ୍ମାରର ସାମରିକ ଜୁଣ୍ଟା ସରକାର ୪ଜଣ ଗଣତନ୍ତ୍ର ସପକ୍ଷବାଦୀ ନେତାଙ୍କୁ ଫାଶୀ ଦେଇଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା କହିଛି ସେନା। ଏମାନଙ୍କ ମଧ୍ୟରେ ରହିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍ ସାନ୍ ସୁ ଚୀଙ୍କ…
ଅଜାଣତରେ ନୁହେଁ
ଗୁଜରାଟର ବୋଟାଡ୍ ଜିଲାରେ ମଦ ପିଇ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩ ଜଣ ଅସୁସ୍ଥ ହୋଇ ବୋଟାଡ୍, ଭାବନଗର ଓ ଅହମ୍ମଦାବାଦର କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପଦାକୁ ଆସିଛି। ସେଠାକାର ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ବିଷାକ୍ତ…
ଏଇ ଭାରତରେ
ଆସାମର ହାତତିଆରି ବାଉଁଶ ସାମଗ୍ର୍ରୀର ଆଦର ସାରା ଦେଶରେ କାହିଁରେ କ’ଣ। ସେଠାକାର ଲୋକେ ଏହାକୁ ଜୀବିକାର ମାଧ୍ୟମ କରିଆସିଛନ୍ତି। କିନ୍ତୁ ସମୟକ୍ରମେ ଯୁବପିଢ଼ି ସ୍ଥାନୀୟ କଳାକୁ ଛାଡ଼ି ଚାକିରି ଅନ୍ବେଷଣରେ ବାହାରକୁ ଚାଲିଯାଉଥିବାବେଳେ ସୌରଭ ନାଥ ଏହାକୁ ଦେଶ ବିଦେଶରେ…
ସୁଖୀ ଜୀବନର ରହସ୍ୟ
ଦେବାଶିଷ ରଥ ବ୍ୟାସଦେବ ବିରଚିତ ମହାଭାରତର ଆଦିପର୍ବରୁ ସଂଗୃହୀତ ହୋଇଛି ପଞ୍ଚପାଣ୍ଡବଙ୍କ ଅଜ୍ଞାତ ବନବାସର କାହାଣୀ। ଥରେ ଅଜ୍ଞାତ ବନବାସରେ ଥିବା ପାଞ୍ଚ ଭାଇ ବଣରେ ବୁଲି ବୁଲି ଥକିପଡ଼ିଲେ ଏବଂ ଗୋଟିଏ ଗଛତଳେ ବିଶ୍ରାମ ନେଲେ। ଶୋଷରେ ସେମାନଙ୍କ ତଣ୍ଟି…
ସମ୍ବଲପୁରୀ ଶାଢ଼ି
ଡ. ମୌସୁମୀ ପରିଡ଼ା ଓଡ଼ିଶାରେ ବୟନ ଶିଳ୍ପର ଇତିହାସ ବହୁ ପୁରୁଣା। ସମ୍ବଲପୁରୀ ବାନ୍ଧକଳା ଖାଲି ଆମ ରାଜ୍ୟରେ ନୁହେଁ, ସାରା ଦେଶରେ ପରିଚିତ ଓ ଲୋକପ୍ରିୟ। ଆଜିକାଲି ବିଭିନ୍ନ ରଙ୍ଗ, ଶୈଳୀ, ବଜାର ଚାହିଦା ସହ ଆଧୁନିକତାକୁ ବଜାୟ ରଖି…
ଠନ୍ ଠନ୍ ମଦନ ଗୋପାଳ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ସିଆଇଏସ୍ଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) ତରଫରୁ ପ୍ରକାଶ ଯେ, ୨୦୧୭ରେ ଦିଲ୍ଲୀର ମେଟ୍ରୋରେ ୧୩୯୨ଟି ପକେଟମାର୍ ମାମଲା ସାମ୍ନାକୁ ଆସିଛି। ମେଟ୍ରୋର ନିରାପତ୍ତା ଦାୟିତ୍ୱରେ ଥିବା ଏହି ସଂସ୍ଥା ସିସିଟିଭି କ୍ୟାମେରା ଓ ନିଯୁକ୍ତ କର୍ମଚାରୀମାନଙ୍କ…
ଝିଅ ଅଳିଆ, ପୁଅ ଅରୁଆ
ହିନ୍ଦୁ ପିଲାଙ୍କୁ ସରସ୍ବତୀ ଓ ଲକ୍ଷ୍ମୀପୂଜାଠାରୁ ଆରମ୍ଭକରି ଗ୍ରାମର ଇଷ୍ଟ ଦେବୀଙ୍କ ପର୍ଯ୍ୟନ୍ତ ସବୁବେଳେ ମାତୃଶକ୍ତିକୁ ମନେ ପକାଇବା ପାଇଁ ଅନେକ ଯୁଗ ଧରି କୁହାଯାଇଆସୁଛି। ଅପରାଧ ଦୁନିଆକୁ ଦେଖିଲେ, ସମ୍ଭବତଃ ଭାରତବର୍ଷରେ ମହିଳା ଏବଂ ଝିଅଙ୍କୁ, ଏପରିକି ଶିଶୁକନ୍ୟାଙ୍କୁ ବଳାତ୍କାର,…
ଶୂନ ଉତ୍ତରଦାୟିତ୍ୱ
ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣା ଉପରେ ଟିକିନିକି ରିପୋର୍ଟିଂ କରି ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବାର ଦାୟିତ୍ୱ ମିଡିଆ ବା ଗଣମାଧ୍ୟମର ରହିଛି। ଗଣତନ୍ତ୍ରର ଏକ ଜାଗ୍ରତ ପ୍ରହରୀ ଭାବେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ଥିବାରୁ ସମାଜର ସବୁ ବର୍ଗଙ୍କ…
ଜନଜାତି ସଶକ୍ତୀକରଣ ପାଇଁ ମୋଦିଙ୍କ ସଂକଳ୍ପର ପ୍ରତୀକ ଦ୍ରୌପଦୀ
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ଭାରତର ଗଣତନ୍ତ୍ର ପାଇଁ ଏକ ଐତିହାସିକ ଅବସର। ଅତ୍ୟନ୍ତ ଗରିବ ପୃଷ୍ଠଭୂମିର ଜନଜାତିମାନଙ୍କଠାରୁ ମଧ୍ୟ ସବୁଠୁ ପଛୁଆ ସାନ୍ତାଳୀ ପରିବାରରୁ ଆସିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜ ସଂଘର୍ଷ ଏବଂ କଠିନ ପରିଶ୍ରମ ବଳରେ…
Archives


