ଓଲଟା ପାଦ
ହାଭାରତ ସମୟରେ ନିୟୋଗ ପ୍ରଥାର ପ୍ରଚଳନ ଥିଲା। ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁର ଏ ତିନିଜଣ ନିୟୋଗ ପ୍ରଥାର ଉତ୍ପଜ ଥିଲେ। ସେମିତି ଅନେକ ଦିନ ଧରି ସତୀଦାହ ପ୍ରଥା ପ୍ରଚଳିତ ଥିଲା। ବିକଶିତ ଦେଶ ଓ ପୃଥିବୀର ବିଭିନ୍ନ ପ୍ରାନ୍ତରେ…
ଏଇ ଭାରତରେ
ବର୍ଷାଦିନରେ ଜାମୁକୋଳି ଚାହିଦା କାହିଁରେ କ’ଣ। କିନ୍ତୁ ବର୍ଷାଋତୁ ପରେ ଏହି କୋଳି ପାଇବା ସାତସପନ ହୋଇଯାଏ । ହେଲେ ରାଜସ୍ଥାନର ଏକ ଦମ୍ପତି ବର୍ଷସାରା ଜାମୁ ଉପାଦ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପାଲି ଜିଲାର ରାଜେଶ ଓ ପୂଜା…
ଏଇ ଭାରତରେ
ଆମେ ଜାଣୁ ଯେ ପୁରୁଣାକାଳିଆ ବା ଭିଣ୍ଟେଜ କାର୍ କେବଳ ପ୍ରଦର୍ଶନୀ ପାଇଁ ଫିଟ୍। କିନ୍ତୁ ସେଭଳି କାର୍କୁ ବୈଦ୍ୟୁତିକ କାର୍ କରି ବେଶ୍ ନାଁ କମାଇଛନ୍ତି ମହାରାଷ୍ଟ୍ରର ଯୁବରାଜ ପାଓ୍ବାର। ସେ ପୁଣେର କାଶିଭାଇ ନାଭେଲେ କଲେଜ୍ ଅଫ୍ ଇଞ୍ଜିନିୟରିଂରେ…
ବିଶ୍ବାସର ଆଖି ନାହିଁ
ମୋହନ ଚରଣ ବିଷି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଲେ। କାରଣ ନିଜ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ତାଙ୍କୁ ବିରୋଧ କଲେ। କିଛିଦିନ ତଳେ ମହାରାଷ୍ଟ୍ରରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ…
ସୌଧ,ସବୁଜିମା ଓ ସାହିତ୍ୟ
ଡ. ପ୍ରଫୁଲ୍ଲ କୁମାର ସାହୁ ବିଧାୟକମାନଙ୍କ ପାଇଁ ବିଧାନସଭା ସନ୍ନିକଟ ନଗରବନରେ ନିର୍ମାଣ ହେବ ବିଧାୟକ ଭବନ। ଦୁଇଶହ ପଚାଶ କୋଟି ଟଙ୍କା ବ୍ୟୟରେ ଛିଡ଼ାହେବ ଏଗାର ମହଲା ବିଶିଷ୍ଟ ସୌଖୀନ ସୌଧ। ବିଡ଼ମ୍ବନାର ବିଷୟ ଜଙ୍ଗଲକୁ ସୁରକ୍ଷା ଦେବା…
ଆଜି ନୁହେଁ ତ କେବେ ନୁହେଁ
ବିଶ୍ୱର ଥଣ୍ଡା ଦେଶଗୁଡ଼ିକରେ ଏବେ ପ୍ରବଳ ଗରମ । ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲନିଆଁ ଯୋଗୁ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ତାପମାତ୍ରା ଅବିଶ୍ୱସନୀୟ ସ୍ତରକୁ ଚାଲିଯାଇଛି। ଆମେରିକାରେ ଅସହ୍ୟ ଗରମ ଯୋଗୁ ଲୋକେ କଲବଲ ହେଲେଣି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇଥିବାରୁ…
ଅଯୋଗ୍ୟକୁ ଯୋଗ୍ୟ
ଚଳିତ ବର୍ଷ ଜୁଲାଇ ୧୭ରେ ନ୍ୟାଶନାଲ ଟେଷ୍ଟିଙ୍ଗ୍ ଏଜେନ୍ସି (ଏନ୍ଟିଏ) ଦ୍ୱାରା ମେଡିକାଲ ପଢ଼ିବା ଲାଗି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି ବା ନିଟ୍) ଅନୁଷ୍ଠିତ ହୋଇଥିଲା। ଏଥିରେ ପାଖାପାଖି ୧୮ ଲକ୍ଷ ୭୨ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ।…
ଭଲ ଲୋକଙ୍କର ଭୟ
ଡା. ରାମଚନ୍ଦ୍ର ରାଉତ ଭଲ ଲୋକଟିଏ ଏବେ ଖୋଜି ପାଇବା ମୁସ୍କିଲ। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ସ, ମହାତ୍ମା ଦୁର୍ଦ୍ଦଲ୍ଲଭ- ଅର୍ଥାତ୍ ସେପରି ବ୍ୟକ୍ତି ଅତ୍ୟନ୍ତ ଦୁର୍ଲଭ। ପ୍ରସିଦ୍ଧ କବି ନରସିଂହ ମେହେଟ୍ଟା ମଧ୍ୟ ତାଙ୍କର ପ୍ରସିଦ୍ଧ ଭଜନ ‘ବୈଷ୍ଣବ ଜନ…
ଉଡ଼ତା ଓଡ଼ିଶା
ଅନିଲ ବିଶ୍ୱାଳ ୨୦୧୬ରେ ବଲିଉଡ୍ରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାର ନାଁ ଥିଲା ଉଡ଼ତା ପଞ୍ଜାବ। ଚଳଚ୍ଚିତ୍ରଟି ଏକପ୍ରକାର ବ୍ୟବସାୟିକ ସଫଳତା ତ ପାଇଥିଲା କିନ୍ତୁ ସେହି ଚଳଚ୍ଚିତ୍ରଟିର କାହାଣୀ ଯେଉଁ ପୃଷ୍ଠଭୂମିରେ ହୋଇଥିଲା ସେହି ସମସ୍ୟାରୁ ଆଜି ପର୍ଯ୍ୟନ୍ତ…
ଏଇ ଭାରତରେ
ଜଣେ ଦୃଷ୍ଟିବାଧିତ ଅନ୍ୟମାନଙ୍କ ପାଇଁ ଆଶାବାଡ଼ି ହୋଇପାରନ୍ତି ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗୁଜରାଟରେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ୨୩ ବର୍ଷୀୟ ଭବେଶ ଭାଟିଆ । ଦୃଷ୍ଟିଶକ୍ତି ହରାଇବା ପରେ ଭାଙ୍ଗି ନ ପଡ଼ି ସେ ‘ସନ୍ରାଇଜ କ୍ୟାଣ୍ଡେଲସ୍’…
ମାଙ୍କଡ଼ଡିଆଁ
କେରଳର କନ୍ନୁରଠାରେ ୧୮ ଜୁଲାଇରେ ୩୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କଠାରେ ଦେଶର ଦ୍ୱିତୀୟ ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି। ସେ ୧୩ ଜୁଲାଇରେ ଦୁବାଇରୁ ଆସି କର୍ନାଟକର ମାଙ୍ଗାଲୋର ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଦେବା ପରେ ଡାକ୍ତରଖାନାରେ ଭର୍ତ୍ତି…
ଏଇ ଭାରତରେ
ସରକାର ପ୍ଲାଷ୍ଟିକମୁକ୍ତ ପରିବେଶ ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିଥିବାବେଳେ କବିତା ରଞ୍ଜନଙ୍କ ଦ୍ୱାରା ଆବିଷ୍କୃତ ବାୟୋଡିଗ୍ରେଡେବଲ୍ ପ୍ଲାଷ୍ଟିକ ବା ପରିବେଶ ଉପଯୋଗୀ ବିଘଟନଯୋଗ୍ୟ ପ୍ଲାଷ୍ଟିକ ନିଶ୍ଚିତ ଭାବେ ଏକ ଶୁଭ ଖବର। ତାମିଲନାଡୁ କୋଏମ୍ବାଟୁରସ୍ଥିତ ତାଙ୍କ ବାପାଙ୍କ…
Archives


