ବାର୍ଦ୍ଧକ୍ୟର ଗତିରୋଧ
ଲୋଳିତ ଚର୍ମ, ହ୍ରାସ ପାଉଥିବା ସ୍ମୃତି ଶକ୍ତି, କର୍କଟ ଓ ହୃଦ୍ରୋଗର ଭୟ ସହ ବାର୍ଦ୍ଧକ୍ୟର ସ୍ପର୍ଶ ଆମ ସମସ୍ତଙ୍କ ଜୀବନରେ ଅବସମ୍ଭାବୀ। ଯେଉଁଥିରୁ ବର୍ତ୍ତିବା ଅସମ୍ଭବ ନିଶ୍ଚୟ। ତଥାପି ହଜାର ହଜାର ବର୍ଷ ଧରି ମାନବ ଚେଷ୍ଟା କରିିଆସୁଛି ଏହି…
ଏଇ ଭାରତରେ
କ୍ୟାନ୍ସରରେ ନିଜ ଝିଅର ମୃତ୍ୟୁ ଘଟିବା ପରେ ତା’ ସ୍ବପ୍ନ ପୂରଣ କରିବା ଲାଗି କ୍ୟାନ୍ସର ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି ମୀନାକ୍ଷୀ ଧିଙ୍ଗ୍ରା। ମୀନାକ୍ଷୀଙ୍କ ଝିଅ ତନିଷା ୨୩ ବର୍ଷ ବୟସରେ ୨୦୧୬ରେ ଗୁଗଲରେ କାମ କରୁଥିବାବେଳେ ଓଭାରିଆନ କ୍ୟାନ୍ସରରେ ପୀଡ଼ିତ…
ଜରୁରୀ ପ୍ରସଙ୍ଗକୁ ଅଣଦେଖା
ସୁପ୍ରିମ୍କୋର୍ଟରେ ଇଲେକ୍ଟୋରାଲ ବଣ୍ଡ୍କୁ ଚ୍ୟାଲେଞ୍ଜ କରାଯିବାର ପାଖାପାଖି ୫ ବର୍ଷ ବିତିଯାଇଥିଲେ ମଧ୍ୟ କୋର୍ଟ ଏହା ଉପରେ କିଛି ନିଷ୍ପତ୍ତି ନେଇନାହାନ୍ତି। ୨୦୧୭ର ବଜେଟରେ ଏହି ସ୍କିମ୍ ବା ଯୋଜନା ଏକ ‘ମନି ବିଲ’୍ ଭାବେ ଅଣାଯାଇଥିଲା, ଯାହା ଉପରେ ରାଜ୍ୟ…
ସାମାଜିକ ସଶକ୍ତୀକରଣର ପ୍ରତୀକ
ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା ଏ ଯାଏ ମହିଳା ରାଷ୍ଟ୍ରପତି ପାଇପାରି ନାହିଁ। ହେଲେ ବୃହତ୍ ସାଧାରଣତନ୍ତ୍ର ଭାବେ ପରିଚିତ ଭାରତ ତା’ର ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ…
ବୋଲ ମାନୁ ନ ଥିବା ପୁଅ
ପ୍ରତ୍ୟେକ ହିରଣ୍ୟକଶିପୁ ଜାତୀୟ ପିତାମାନଙ୍କ ପାଇଁ ପ୍ରହ୍ଲାଦଙ୍କ ଭଳି ପୁଅମାନେ ଜଣେ ଜଣେ ବୋଲ ମାନୁ ନ ଥିବା ଅବାଧ୍ୟ ସନ୍ତାନ। ହରିନାମ ପ୍ରତି କାଳ କାଳ ଧରି ଅନ୍ତରରେ ଘୃଣା ପ୍ରକଟ କରିଆସୁଥିବା ହିରଣ୍ୟକଶିପୁଙ୍କ ପାଇଁ ପୁତ୍ର ପ୍ରହ୍ଲାଦର ଅତିରିକ୍ତ…
ଏଇ ଭାରତରେ
ପରିବେଶ ସୁରକ୍ଷା ପାଇଁ ଏକ ଗ୍ରୀନ୍ ବା ସବୁଜ ବିବାହ ସାମ୍ନାକୁ ଆସିଛି ଦିଲ୍ଲୀରେ। ମାଧୁରୀ ବାଲୋଦି ଏବଂ ଆଦିତ୍ୟ ଅଗ୍ରଓ୍ବାଲ ଏହି ଗ୍ରୀନ୍ ବିବାହ କରିଛନ୍ତି। ଏଥିରେ ବର ଇ-ବାଇକ୍ରେ ଯିବାବେଳେ ୩୦ରୁ ୩୫ ଜଣ ବରଯାତ୍ରୀ ସାଇକେଲରେ କନ୍ୟା…
ଏଇ ଭାରତରେ
ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ। ସେ ପ୍ଲାଷ୍ଟିକ ବର୍ଜ୍ୟରୁ ସୌଖୀନ ବ୍ୟାଗ୍, ଲାପ୍ଟପ ଖୋଳ, ଓ୍ବାଲେଟ୍ ବ୍ୟାଗ୍ ଏବଂ ଟେବୁଲ…
ଆମ ଶିକ୍ଷା ସଂସ୍କାର
ହରିଶଙ୍କର ମିଶ୍ର ଆମ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ୩ୟ ଶ୍ରେଣୀର ଛାତ୍ର ୩କ ପଣିକିଆ କହି ନ ପାରିବା, ଶିକ୍ଷକମାନେ ବିଳମ୍ବରେ ସ୍କୁଲ ଆସିବାର ପ୍ରତ୍ୟକ୍ଷ ପ୍ରମାଣ ପାଇଛନ୍ତି। କିନ୍ତୁ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ…
ହାତୀ ମୃତ୍ୟୁ ମାମଲାର ବିଚାର
ଡ. ବିଜୟ କେତନ ପଟ୍ଟନାୟକ ସକାଳୁ ଖବରକାଗଜର ପୃଷ୍ଠା ଓଲଟେଇଲେ ବା ଟେଲିଭିଜନ ଖୋଲିଦେଲେ ହାତୀ ମୃତ୍ୟୁ ଖବର ପ୍ରାୟତଃ ନଜରକୁ ଆସିଥାଏ। ଗତ ମାସେ ଦୁଇ ମାସ ଭିତରେ ଏପ୍ରକାର ଦୁଃଖଦ ଖବରର ପୌନଃପୁନିକତା ବଢ଼ି ବଢ଼ି ଚାଲିଛି। ଗତ…
ଧିମାନ ଜିତିଲେ
ହିମାଚଳପ୍ରଦେଶରେ ଆଗକୁ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଉକ୍ତ ରାଜ୍ୟ ରାମ ଦାସ ଧିମାନଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ୧୯୮୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଧିମାନ ମୁଖ୍ୟ ସଚିବ ଭାବେ ପଦସ୍ଥ ରାମ ସୁଭଗ ସିଂ…
ଏବକାର ମହାସଙ୍କଟ
ନିକଟରେ ଜି୭, ନାଟୋ ସଦସ୍ୟ ଓ ଜି୨୦ ବୈଦେଶିକ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତେ ଜାଣିଲେ ଯେ, ପୃଥିବୀ ଅନେକ ସଙ୍କଟଜନକ ସ୍ଥିତିକୁ ଏକାଠି ସାମ୍ନା କରୁଛି। ଖାଦ୍ୟ ଓ ଶକ୍ତି ଅସୁରକ୍ଷା, ମୁଦ୍ରା ମୂଲ୍ୟହ୍ରାସ, ଜଳବାୟୁ ପରିବର୍ତ୍ତନର…
ଅପରାଧର ପେଟେଣ୍ଟ ମେଡିସିନ
ଗାଁଠୁ ସହର, ଦେଶଠୁ ବିଦେଶ, ସବୁଠି ଦିନକୁ ଦିନ ବଢ଼ିଚାଲିଛି ଅପରାଧ, ଦୁର୍ନୀତି, କଳାବଜାର। ସରକାର ଯେତେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଅପରାଧ କମିବା ବଦଳରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଘର ବାହାରେ ହେଉ କି ଭିତରେ ସବୁଠି କାୟା…
Archives


